ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୩୧ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୨୯,୪୬୮.୪୯    ୧,୦୨୮.୧୭ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଆଇଟିସି : ୭.୮୪ % ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍ : ୧୪.୬୮ % ହ୍ରାସ ରିଲାୟାନ୍ସ : ୭.୭୬ % ବୃଦ୍ଧି ମାରୁତି ସୁଜୁକି: ୧.୨୩ % ହ୍ରାସ ଓଏନଜିସି : ୭.୬୪ % ବୃଦ୍ଧି ବାଜାଜ୍ ଫାଇନାନ୍ସ :...
ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍‌ ପ୍ରକାଶ ଜଗତିଙ୍କ ପରାମର୍ଶ। ଅନ୍ତତଃ ୬ ମାସ ପାଇଁ ଆମକୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଠିକ୍‌ ହେବ ନାହିଁ। କିଭଳି ବ୍ୟାପକ ଛଟେଇ ନହେବ ସେ ଦିଗରେ ଘରୋଇ ସଂସ୍ଥାମାନଙ୍କ ପ୍ରତି ସରକାରଙ୍କର...
କରୋନା ଭାଇରସ କାରଣରୁ ଦେଶରେ ୨୧ ଦିନ ଲକଡାଉନ୍ ଜାରି ହୋଇଛି। ଏହି ପରିସ୍ଥିତିରେ ସେହି ମାନେ ଅଧିକ ଚିନ୍ତାରେ ଅଛନ୍ତି ଯେଉଁମାନେ ପ୍ରତି ମାସରେ ହୋମ, ପର୍ସନାଲ କିମ୍ବା କାର ଲୋନର ଇଏମଆଇ ଦେଇଥାନ୍ତି। ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଏହି ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେଇଛି। କିନ୍ତୁ ଲୋକଙ୍କ ମନରେ ଏବେ ମଧ୍ୟ ଅନେକ ପ୍ରଶ୍ନ ରହିଛି। ଆସନ୍ତୁ ୮...
ଆର୍‌ବିଆଇ କମାଇଲା ରେପୋ ରେଟ୍ ୫.୧୫ରୁ ୪.୪୫ ପ୍ରତିଶତକୁ ଖସିଲା ସୁଧହାର ଗ୍ରାହକଙ୍କୁ ୩ ମାସ ଯାଏଁ ଇଏମ୍‌ଆଇରେ ମହଲତ ସବୁ ବ୍ୟାଙ୍କ ସିଆର୍‌ଆର୍‌ରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ ଲୋକଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିଛି: ଆର୍‌ବିଆଇ ବ୍ୟାଙ୍କ ୠଣ ଶୁଝିବା ପାଇଁ ୩ ମାସର ମହଲତ କରୋନା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ...
ପଇସା ପ୍ଲସ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୪.୩୪ ଅପରାହ୍‌ଣ (ଆଇ ଏସ୍ ଟି), ୨୭ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୨୯,୮୧୫.୫୯   ୧୩୧.୧୮ ହ୍ରାସ (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି(ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି(ବି.ଏସ୍.ଇ) ଆକ୍ସିସ୍ ବ୍ୟାଙ୍କ୍ : ୪.୯୮ % ବୃଦ୍ଧି ବାଜାଜ୍ ଫାଇନାନ୍ସ : ୮.୮୭ % ହ୍ରାସ ଆଇଟିସି : ୩.୬୩ % ବୃଦ୍ଧି ହିରୋ ମୋଟୋକର୍ପୋରେସନ : ୮.୦୪ % ହ୍ରାସ ଏନ୍.ଟି.ପି.ସି : ୩.୧୭ % ବୃଦ୍ଧି ଭାରତି...
କରୋନା ପାଇଁ କେନ୍ଦ୍ରର ପ୍ୟାକେଜ – ଗରିବ ଓ ଅସହାୟଙ୍କ ପାଇଁ ଚିନ୍ତା। କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛନ୍ତି ଆର୍ଥିକ ପ୍ୟାକେଜ। ଏଥିରେ ଚାଷୀ, ନିର୍ମାଣ ଶ୍ରମିକ, ମହିଳା, ସ୍ଵୟଂସହାୟକ ଗୋଷ୍ଠୀ, ଇପିଏଫ୍‌ଧାରୀ ଏବଂ ଗରିବ ତଥା ସମାଜର ଅସହାୟ ବର୍ଗ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇପାରିବ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଆସନ୍ତୁ ନଜର...
ବହୁଦିନର ଅପେକ୍ଷା ପରେ ଶେଷରେ ଲଞ୍ଚ୍‌ ହେଲା ନୂଆ Redmi K30 Pro ସ୍ମାର୍ଟଫୋନ୍‌। ମଙ୍ଗଳବାର ଏହି ସ୍ମାର୍ଟଫୋନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରିଛି ସାଓମିର ସବ୍‌ ବ୍ରାଣ୍ଡ୍‌ ଏମ୍‌ଆଇ। ଏହାସହିତ K30 Zoom Edition ନାଁରେ କମ୍ପାନି ଏହାର ଅନ୍ୟ ଏକ ଭାରିଏଣ୍ଟକୁ ଲଞ୍ଚ କରିଥିବା ଘୋଷଣା କରିଛି। ଏଥିରେ ଗ୍ରାହକ ପାଇବେ ନୂଆ କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୩୩ ୱାଟ୍ ଫାଷ୍ଟ୍‌ ଚାର୍ଜିଂ ଏବଂ ଲାଟେଷ୍ଟ...
ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍। କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ ପଟେ ଲୋକ ଘରେ ବସିବସି ନେଟଫ୍ଲିକ୍ସ ଆମାଜନ, ହଟଷ୍ଟାର ଓ ୟୁଟ୍ୟୁବ ଭଳି ଓଟିଟି ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି। ଅନ୍ୟପଟେ ହଜାର ହଜାର କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ ବା ଘରେ ରହି କାମ କରୁଥିବାରୁ...
କରୋନା କବଳରୁ ବର୍ତ୍ତିଲାନି ଷ୍ଟକ୍ ବଜାର। କରୋନା ଭାଇରସର ସଂକ୍ରମଣ ଭୟରେ ସାରା ଦେଶରେ ଭୟ ଲାଗି ରହିଛି। ଭାଇରସ ବ୍ୟାପିବା ଭୟରେ ଦେଶର ଷ୍ଟକ୍ ବଜାରରେ ତୀବ୍ର ହ୍ରାସ ଯୋଗୁଁ ବଜାରରେ ସୋମବାର ଲୋୟର ସର୍କିଟ ଜାରି କରାଯାଇଥିଲା। ହେଲେ ଲୋୟର ସର୍କିଟ ଖୋଲିବା ପରେ ବିକ୍ରି ଜୋରଦାର ଧରିଥିଲା। ଗତକାଲି ବଜାର ଖୋଲିବା ସହିତ ସେନସେକ୍ସ ୩୧୮୫.୮୪ ପଏଣ୍ଟ ହ୍ରାସ ପାଇ ୨୬,୭୩୦.୧୨ ରହିଥିବା ବେଳେ ନିଫ୍ଟି...
ବନ୍ଦ କରନ୍ତୁ ନାହିଁ ଏସଆଇପି, ବଜାର ଯେତେ ଖସିବ ରିଟର୍ଣ୍ଣ ସେତେ ଅଧିକ ହୋଇପାରେ.. କରୋନା ସେୟାର ବଜାରକୁ ଆଣ୍ଠେଇ ଦେଇଛି କହିଲେ ଭୁଲ ହେବ ନାହିଁ। ସେୟାର  ବଜାର ଏବେ ଦୁଇବର୍ଷ ତଳ ସ୍ଥିତିରେ ଅଛି। ଏହି ପତନ ଏତେ ଶୀଘ୍ର ବନ୍ଦ ହେବା ସମ୍ଭବ ନୁହେଁ ବୋଲି ଆର୍ଥିକ ବିଶେଷଜ୍ଞ କୁହନ୍ତି। ଗୋଟିଏ ସପ୍ତାହରେ ସେନସେକ୍ସ ୯ ହଜାରରୁ ଅଧିକ ପଏଣ୍ଟ ହରାଇ ସାରିଛି। ନିଫ୍ଟ ଅବସ୍ଥା...