ଗ୍ରାହକଙ୍କ ପାଇଁ ପୁଣି ଚିନ୍ତା ବଢ଼ାଇଛି ସୁନାଦର। ଏଥର ପ୍ରଥମଥର ପାଇଁ ପ୍ରତି ୧୦ ଗ୍ରାମରେ ସୁନାଦର ୪୦ ହଜାର ଟପିଛି। ସେହିପରି ରୁପା ଦର ମଧ୍ୟ ଏକ କିଲୋ ଗ୍ରାମକୁ ୪୬ ହଜାର ହୋଇଛି। ୨୦୧୬ ମସିହାପରେ ଆଜି ସୁନା ଦର ସର୍ବୋଚ୍ଚ ରେକର୍ଡ ପାର କରିଛି। ଗତ କିଛି ଦିନ ହେବ ସୁନା ଦର ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଆଜି ଦିନ ୧୧ଟା ବେଳେ ୧୦ ଗ୍ରାମ...
ଯଦି ଆପଣ ଆୟକର ରିଟର୍ଣ୍ଣ ଦାଖଲ କରିନାହାନ୍ତି, ତେବେ ଜଲ୍‌ଦି କରି ନିଅନ୍ତୁ। ବର୍ତ୍ତମାନ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ହେଉଛି ଅଗଷ୍ଟ ୩୧। ପୂର୍ବରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଜୁଲାଇ ୩୧ ଥିଲା। ହେଲେ ଆୟକର ବିଭାଗ ପକ୍ଷରୁ ମଙ୍ଗଳବାର ଏହାକୁ ଘୁଞ୍ଚାଯାଇ ଅଗଷ୍ଟ ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ଏନେଇ କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଟୁଇଟ୍ କରି ସୂଚନା...
ଏଣିକି ଆଉ ପେଟ୍ରୋଲ ପମ୍ପରେ ଲମ୍ଵା ଲାଇନ କରିବାକୁ ପଡ଼ିବ ନାହିଁ। ଘରେ ବସି ସୁବିଧାରେ ପାଇପାରିବେ ପେଟ୍ରୋଲ। ପୂର୍ବରୁ ଡିଜେଲର ହୋମ ଡେଲିଭରି ସେବା ଭଳି ପେଟ୍ରୋଲ ହୋମ୍‌ ଡେଲିଭରି କରିବାକୁ ରାଷ୍ଟ୍ରାୟତ୍ତ ପେଟ୍ରୋଲ କମ୍ପାନିମାନେ ଯୋଜନା କରିଛନ୍ତି। ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପୋରେସନ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଏହି ଯୋଜନାରେ ସାମିଲ ଅଛନ୍ତି। କମ୍ପାନି ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଖୁବଶୀଘ୍ର ଲଞ୍ଚ କରିବାକୁ ଯାଉଛି ଏହାର ରେଡ୍‌ମି ନୋଟ୍‌ ୮ ସିରିଜ। ବହୁ ପ୍ରତିକ୍ଷିତ ନୋଟ୍‌ ୮ ସିରିଜରେ ସାଓମୀ କମ୍ପାନି ଦୁଇଟି ସ୍ମାର୍ଟଫୋନ ବଜାରକୁ ଛାଡ଼ିବ ରେଡ୍‌ମି ନୋଟ୍‌-୮ ଏବଂ ରେଡ୍‌ମି ନୋଟ୍‌-୮ ପ୍ରୋ ସ୍ମାର୍ଟଫୋନ। ନିକଟରେ ଏହି ସ୍ମାର୍ଟଫୋନର ରିଲିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଆସନ୍ତା ଅଗଷ୍ଟ ୨୯ରେ ଚୀନରେ ରେଡ୍‌ମି ନୋଟ୍‌-୮ ଏବଂ ରେଡ୍‌ମି ନୋଟ୍‌-୮ ପ୍ରୋ ସ୍ମାର୍ଟଫୋନ...
ବହୁ ଦିନରୁ ଆଣ୍ଡ୍ରୋଏଡ ଭର୍ସନ କୌଣସି ଖାଦ୍ୟ ପଦାର୍ଥ ନାଁ ଉପରେ ରହିଆସୁଅଛି। ଯେମିତିକି ଆଣ୍ଡ୍ରୋଏଡ କିଟ୍‌କାଟ୍‌, ଆଣ୍ଡ୍ରୋଏଡ ଲଲିପପ୍‌, ଆଣ୍ଡ୍ରୋଏଡ ମାର୍ସମେଲୋ, ଆଣ୍ଡ୍ରୋଏଡ ଓରିଓ। ତେବେ ଏହି ପରମ୍ପରାକୁ ଭାଙ୍ଗି କେବଳ ଗୋଟିଏ ନାଁ ରଖିବାକୁ ସ୍ଥିର କରିଛି ଆଣ୍ଡ୍ରୋଏଡ। ବର୍ତ୍ତମାନ ଏହାର ନାଁ ରହିବ Android 10। ନିକଟରେ ଆଣ୍ଡ୍ରୋଏଡର ଆଗାମୀ ଭର୍ସନକୁ ଆଣ୍ଡ୍ରୋଏଡ Q ନାଁରେ ଆସିବ ବୋଲି ଶୁଶିବାକୁ ମିଳିଥିଲା। ଏହା ପରେ Q...