୧୦୦ ଦିନର ମୋଦି-୨ ସରକାର ସଫଳତା ବଖାଣୁଥିବା ବେଳେ ଆର୍ଥିକ ମାନ୍ଦାବସ୍ଥାରେ ୧୪ ଲକ୍ଷ କୋଟି ହରାଇ ଧୈର୍ଯ୍ୟହରା ହେଉଛନ୍ତି ନିବେଶକାରୀ। ମୋଦି ସରକାରଙ୍କର ଦ୍ୱିତୀୟ ପାଳିକୁ ପୂରଣ ହୋଇଛି ୧୦୦ ଦିନ। ସରକାର ତାଙ୍କର ୧୦୦ ଦିନର ସଫଳତା ବଖାଣୁଥିବା ବେଳେ ଏପଟେ ଦେଶ ଆର୍ଥିକ ମାନ୍ଦାବସ୍ଥାରେ ପଡ଼ି ତଳିତଳାନ୍ତ ହେବାକୁ ବସିଲାଣି। ସରକାରଙ୍କ ଦୁର୍ବଳ ଆର୍ଥିକ ବ୍ୟବସ୍ଥା ପାଇଁ ଦେଶର ପୁଞ୍ଜିବଜାର ବହୁଳ ଭାବେ କ୍ଷତିଗ୍ରସ୍ତ ହେବାରେ...
ଏଣିକି SBIରେ ଶସ୍ତା ହେବ ଗୃହୠଣ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଉଥରେ ପୁଣି ୠଣ ସୁଧହାର ହ୍ରାସ କରିଛି। ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ। ଏହି ନୂଆ ସୁଧହାର ଚଳିତମାସ ସେପ୍ଟେମ୍ବର ୧୦ରୁ ଲାଗୁ ହେବ। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ପଞ୍ଚମ ଥର ପାଇଁ କାଟ। ଏହା ସହ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍‌ ଉପରେ ସୁଧହାର କମାଇବାକୁ ନିଷ୍ପତ୍ତି ନେଇଛି।
ବିଏସ୍‌ଏନ୍‌ଏଲ୍‌ ନିଜର ଭାରତ ଫାଇବର ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌କୁ ବିସ୍ତାର କରି ଏକ ନୂଆ ପ୍ଲାନ ଘୋଷଣା କରିଛି। ୧,୯୯୯ ଟଙ୍କା ବିଶିଷ୍ଟ ଏହି ବ୍ରଡବ୍ୟାଣ୍ଡ୍‌ ପ୍ଲାନ୍‌ରେ ଆପଣଙ୍କୁ ଦୈନିକ ୩୩ ଜିବି ଡାଟା ଏବଂ ଅନ୍‌ଲିମିଟେଡ ଭଏସ୍‌ କଲିଂର ସୁବିଧା ମିଳିବ। ଭାରତରେ ଜିଓ ଫାଇବର ଲଞ୍ଚ ହେବାପରେ ବିଏସ୍‌ଏନ୍‌ଏଲ୍‌ ଏହି ନୂଆ ପ୍ଲାନ ଘୋଷଣା କରିଛି। ଏନେଇ କମ୍ପାନି ପକ୍ଷରୁ କୁହାଯାଇଛି," ୧,୯୯୯ ଟଙ୍କା ବ୍ରଡବ୍ୟାଣ୍ଡ ପ୍ଲାନ୍‌ରେ ଗ୍ରହକଙ୍କୁ...
ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ଭିଭୋ’ ଭାରତରେ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ସ୍ମାର୍ଟଫୋନ। ଯାହାର ନାଁ ରହିଛି ଭିଭୋ ଭି୧୭ ପ୍ରୋ। ଆସନ୍ତା ସେପ୍ଟେମ୍ବର ୨୦ ତାରିଖରେ ଏହାକୁ ଭାରତରେ ଲଞ୍ଚ କରାଯିବ। ଏହି ସ୍ମାର୍ଟଫୋନର ଖାସ୍‌ କଥା ହେଉଛି, ଏଥିରେ ୬ଟି କ୍ୟାମେରା ରହିଛି। ‘ଭିଭୋ ଭି୧୭ ପ୍ରୋ’ ସ୍ମାର୍ଟଫୋନରେ ଦୁଅଲ ପପ୍‌-ଅପ୍‌ କ୍ୟାମେରା ରହିଥିବା ବେଳେ ରିୟରରେ ରହିଛି ୪ଟି କ୍ୟାମେରା। ତେବେ ଲଞ୍ଚ...
ଭାରତରେ ଲଞ୍ଚ ହେଲା ବହୁ ପ୍ରତିକ୍ଷୀତ ସ୍ମାର୍ଟଫୋନ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’। ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ପକ୍ଷରୁ ଗରୁବାର ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରାଯାଇଛି। ଏହା ହେଉଛି ଭାରତରେ ଲଞ୍ଚ୍‌ ହୋଇଥିବା ଜେଡ୍‌ ସିରିଜ୍‌ର ଦ୍ୱିତୀୟ ସ୍ମାର୍ଟଫୋନ। ଭାରତରେ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ର ପ୍ରାରମ୍ଭିକ ମୂଲ୍ୟ ରହିଛି ୧୬,୯୯୦ ଟଙ୍କା। ଆସନ୍ତା ସେପ୍ଟେମ୍ବର ୧୩ରୁ ଭାରତରେ ‘ଭିଭୋ ଜେଡ୍‌ ୱାନ୍‌ ଏକ୍ସ’ ସ୍ମାର୍ଟଫୋନର...
ଆଜିଠାରୁ ଆରମ୍ଭ ହେଉଛି ଜିଓ ଗିଗାଫାଇବର। ରିଲାଏନ୍ସ ଜିଓ ମୋବାଇଲ୍ ସେବାକୁ ୩ ବର୍ଷ ପୂର୍ତ୍ତି ଅବସରରେ ଭାରତରେ ଆରମ୍ଭ ହେବାକୁ ଯାଉଛି ରିଲାଏନ୍ସ ଜିଓ ଫାଇବର୍ ସେବା। ଅଗଷ୍ଟ ୧୨ରେ ଆୟୋଜିତ ହୋଇଥିବା ରିଲାଏନ୍ସର ବାର୍ଷିକ ଅଧିବେଶନରେ ମୁକେଶ ଅମ୍ବାନି ଏନେଇ ଘୋଷଣା କରିଥିଲେ। ଜିଓ ଗିଗାଫାଇବର ଏକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍‌। ଏହି ଗିଗାଫାଇବରରେ ଗ୍ରାହକ ଇଣ୍ଟରନେଟ୍ ସର୍ଭିସ୍‌ ସହିତ କଲିଙ୍ଗ୍, ଟିଭି ଏବଂ ଡିଟିଏଚର ସୁବିଧା...
ଭାରତରେ ଲଞ୍ଚ ହେଲା ଲେନୋଭୋ କମ୍ପାନିର ୩ଟି ମିଡ୍‌ ରେଞ୍ଜ ସ୍ମାର୍ଟଫୋନ। ଏନେଇ ଲେନୋଭୋ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା। ଏହି ୩ଟି ସ୍ମାର୍ଟଫୋନ ହେଲା ଲେନୋଭୋ ଏ୬ ନୋଟ୍‌, କେ୧୦ ନୋଟ୍‌ ଏବଂ ଜେଡ୍‌୬ ପ୍ରୋ। ଆସନ୍ତା ସେପ୍ଟେମ୍ବର ୧୩ରୁ ଇ-କମର୍ସ ସାଇଟ୍‌ ଫ୍ଲିପକାର୍ଟରେ ଏହି ତିନୋଟି ସ୍ମାର୍ଟଫୋନର ବିକ୍ରି ଆରମ୍ଭ ହେବ। ଲେନୋଭୋ ‘ଏ୬ ନୋଟ୍‌’ର ୩ଜିବି/୩୨ଜିବି ଭାରିଏଣ୍ଟର ମୂଲ୍ୟ ୭.୯୯୯ଟଙ୍କା ଥିବା ବେଳେ ‘କେ୧୦ ନୋଟ୍‌’ର...
କିଛି ଦିନ ଧରି ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଲେନୋଭୋ ପକ୍ଷରୁ ଭାରତରେ କୌଣସି ସ୍ମାର୍ଟଫୋନ ଲଞ୍ଚ କରାଯାଇନଥିଲା। ତେବେ ଖୁବଶୀଘ୍ର ‘ଲେନୋଭୋ’ କମ୍ପାନି ଭାରତରେ ଏକାବେଳକେ ଲଞ୍ଚ କରିବ ତିନି ତିନୋଟି ସ୍ମାର୍ଟଫୋନ। ଆସନ୍ତା ସେପ୍ଟେମ୍ବର ୫ରେ ଲେନୋଭୋ Z6 Pro, K10 Note ଏବଂ A6 Note ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିବ। ଏଭିତରୁ Z6 Pro କମ୍ପାନିର ଫ୍ଲାଗସିପ ସ୍ମାର୍ଟଫୋନ ରହିବ। ଏହି ତିନୋଟି ସ୍ମାର୍ଟଫୋନକୁ...
ଆସନ୍ତୁ ଜାଣିବା, ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ଏବଂ ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ ସ୍ମାର୍ଟଫୋନରେ କ’ଣ ରହିଛି ଫରକ? ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମୀ ଆଜି ଲଞ୍ଚ କରିଛି ବହୁ ପ୍ରତିକ୍ଷୀତ ‘ରେଡ୍‌ମି ନୋଟ୍‌ ୮ ପ୍ରୋ’ ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନ ହେଉଛି ପୂର୍ବରୁ ଥିବା ‘ରେଡ୍‌ମି ନୋଟ୍‌ ୭ ପ୍ରୋ’ର ପରବର୍ତ୍ତୀ ଭର୍ସନ। ଭାରତରେ ରେଡ୍‌ମି ନୋଟ୍‌ ୭ ପ୍ରୋ ସ୍ମାର୍ଟଫୋନ ଲୋକପ୍ରିୟ ହାସଲ କରିଥିଲା। ତେବେ...
ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓକୁ ମିଳିଛି ୫ଟି ପୁରସ୍କାର। ନିକଟରେ ସିଙ୍ଗାପୁରରେ ଆୟୋଜିତ ସିଏମ୍‍ଓ ଏସିଆ ଆୱାର୍ଡ୍ସରେ ଜିଓ ୩ଟି ଟେଲିକମ୍‍ ବିଭାଗରେ ଉତ୍କର୍ଷତା ଏବଂ ଅନ୍ୟ ଦୁଇଟି ଡିଜିଟାଲ ମାର୍କେଟିଂ ଲିଡରସିପ୍‍ ବିଭାଗରେ ମିଳିଛି। ସିମ୍‍ଲେସ କନେକ୍ଟିଭିଟି ପାଇଁ ଶ୍ରେଷ୍ଠ ଏଲ୍‍ଟିଇ ସେବା ପ୍ରଦାନକାରୀ ଏବଂ ଏହାର ଉପଭୋକ୍ତାଙ୍କ ପାଇଁ ଡିଜିଟାଲ୍‍ ଅଭିଜ୍ଞତା ହାସଲ କରାଇଥିବାରୁ ଜିଓ ଏହି ପୁରସ୍କାର ହାସଲ କରିଛି। କୁମ୍ଭମେଳା ସମୟରେ ଜିଓ ସେବା ଲକ୍ଷ...