ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ସ୍ମାର୍ଟ ପକ୍ଷରୁ ଭଦ୍ରକ ଓ ବାଲେଶ୍ୱରରେ ପ୍ରଥମ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଖୋଲାଯାଇଛି। ଏହି ଦୁଇ ନୂଆ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍ ଜିଲ୍ଲାର କେନ୍ଦ୍ରୀୟ ଗହଳଚହଳ ସ୍ଥାନ ଭଦ୍ରକର ଛପୁଲିଆ ବାଇପାସରେ ଥିବା ରିଲାଏନ୍ସ ଟ୍ରେଣ୍ଡସ୍ ନିକଟରେ ଓ ବାଲେଶ୍ୱରର ରେଳ ଷ୍ଟେସନ ନିକଟ ଷ୍ଟେସନ ଛକରେ ଖୋଲାଯାଇଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ...
ଚାକିରି କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଇପିଏଫ୍‌ (ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ)ର ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧହାର ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଲାଗୁ ହେବ। ଇପିଏଫ୍‌ ସୁଧ ହାର ବଢ଼ାଇବା ପାଇଁ ବହୁଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା। ତେବେ ସରକାର ଆଜି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଣିକି...
ଏଣିକି ବିନା ଇଣ୍ଟରନେଟ୍‌ରେ ବ୍ୟବହାର କରିପାରିବେ ଗୁଗଲ ଆସିଷ୍ଟାଣ୍ଟ। ନୂଆ ଦିଲ୍ଲୀରେ ଆୟୋଜିତ ଗୁଗଲ ଫର ଇଣ୍ଡିଆ କାର୍ଯ୍ୟକ୍ରମରେ ଏନେଇ ଘୋଷଣା କରାଯାଇଛି। ଏବେ ଭୋଡାଫୋନ ଏବଂ ଆଇଡିଆ ଗ୍ରାହକମାନେ ବିନା ଇଣ୍ଟରନେଟ୍‌ରେ ଗୁଗଲ ଆସିଷ୍ଟାଣ୍ଟ ବ୍ୟବହାର କରିପାରିବେ। ଏଥିପାଇଁ ଗୁଗୁଲ କମ୍ପାନି ଆଇଡିଆ ଏବଂ ଭୋଡ଼ାଫୋନ ସହ ମିଶି ଏକ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛି। ଏହି ନମ୍ବରରେ ଫୋନ କରି ଗ୍ରାହକ ସିଧାସଳଖ ଗୁଗଲ ଆସିଷ୍ଟାଣ୍ଟ ସହ...
ଘରୋଇ କମ୍ପାନି ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ ନୂଆ ଉତ୍ପାଦନ କମ୍ପାନି ପାଇଁ ୧୫% କର୍ପୋରେଟ ଟିକସ ସିଏସ୍ଆର ଖର୍ଚ୍ଚର ପରିଧି ବୃଦ୍ଧି ଲାଗି ନିଷ୍ପତ୍ତି ଭାରତ ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ...
ଜେଲ୍‌ରେ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏଣିକି ଅନ୍‌ଲାଇନ୍‌ରେ ବିକ୍ରି ହେବ। କେରଳର ତ୍ରିସୁରସ୍ଥିତ ଭିୟୁର ସେଣ୍ଟ୍ରାଲ୍ ଜେଲ୍‌ କର୍ତ୍ତୃପକ୍ଷ ଏନେଇ ଅନ୍‌ଲାଇନ୍‌ ଫୁଡ ଡେଲଭରୀ ସଂସ୍ଥା ‘ସ୍ୱିଗୀ’ ସହ ହାତ ମିଳାଇଛନ୍ତି। ତେବେ ଖୁବ୍‌ଶୀଘ୍ର ସାଧାରଣ ଲୋକେ କଏଦୀମାନଙ୍କ ହାତ ତିଆରି ଖାଦ୍ୟ ଅନ୍‌ଲାଇନ୍ ପାଇପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଜେଲ କଏଦୀମାନଙ୍କୁ ସ୍ୱରୋଜଗାର କରିବାର ପାଇଁ ସୁଯୋଗ ଦିଆଯାଇଛି। ତେବେ ସବୁଠୁ ବଡ଼ କଥା ହେଲା...
ଦେଶର ଦ୍ୱିତୀୟ ବୃହତ ଅଟୋମୋବାଲ କମ୍ପାନି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ‘ନୋ ପ୍ରଡକ୍ସନ ଡେ’। ଆଗାମୀ ୩ ମାସ ମଧ୍ୟରେ ଦେଶର ବିଭିନ୍ନ ପ୍ଲାଣ୍ଟଗୁଡ଼ିକର ଉତ୍ପାଦନ ୧୭ ଦିନ ବନ୍ଦ ରଖିବାକୁ କମ୍ପାନି ପକ୍ଷରୁ ସ୍ଥିର କରାଯାଇଛି। ଯାହା ଦେଶର ଅର୍ଥନୀତି ପାଇଁ ଏକ ଶୁଭ ସଙ୍କେତ ନୁହେଁ। ସାରା ଦେଶ ବର୍ତ୍ତମାନ ଆର୍ଥିକ ମାନ୍ଦାବସ୍ଥାରେ ପେଷୀ ହେଉଛି। ଫଳରେ ଏହା ଦେଶର ଅଟୋମୋବାଇଲ ସେକ୍ଟର ଉପରେ ସିଧାସଳଖ ଭାବେ...
ନୀଳାମ୍ବର ରଥ କୌଣସି ସମସ୍ୟାକୁ ଆହ୍ୱାନ ବା ନୂଆ କଥା ଶିଖିବାର ଏକ ସୁଯୋଗ ବୋଲି ବିଚାରକରି ଯେଉଁମାନେ ତା’ର ସମାଧାନର ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି କର୍ପୋରେଟ୍ ଫ୍ଲୋର୍‌ରେ ସେମାନଙ୍କର ଆଦର ବେଶୀ। ସାଧାରଣ ଜୀବନରେ ଭୁଲ୍ ଭଟ୍‌କା ବା ସମସ୍ୟା କିଛି ନୂଆ କଥା ନୁହେଁ। କିନ୍ତୁ ଅନେକ ସମୟରେ ଛୋଟ ଛୋଟ ସମସ୍ୟା ଦିନେ ବିରାଟ ଆକାର ଧାରଣ କରିଥାଏ। ଯେଉଁ ସମସ୍ୟାକୁ ଛୁଞ୍ଚିରେ ସମାଧାନ କରାଯାଇପାରିଥାନ୍ତି ତାକୁ କଟୁରୀ ଲଗାଇଲେ ମଧ୍ୟ ବେଳେ ବେଳେ ସମ୍ଭାଳିବା ସହଜ ହୁଏ ନାହିଁ। ବିଶେଷକରି ଚାକିରି ଜୀବନ ବା କର୍ପୋରେଟ୍ ଫ୍ଲୋର୍‌ରେ ବିଭିନ୍ନ ସମସ୍ୟାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ଅନେକ ସମୟରେ...
ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଟୋ ସେକ୍ଟରରେ ବିଗତ କିଛି ଦିନ ଧରି ଭୀଷଣ ମାନ୍ଦାବସ୍ଥା ଲାଗିରହିଛି। ଏପରିକି କାର ନିର୍ମାତାମାନେ କାର ଉତ୍ପାଦନ ଉପରେ...
ମହଙ୍ଗା ହେବ ଓମଫେଡ କ୍ଷୀର ଦାମ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓମଫେଡ କ୍ଷୀରର ମୂଲ୍ୟ ବୃଦ୍ଧି କରିପାରନ୍ତି। ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,”ରାଜ୍ୟର ଘରୋଇ ଦୁବ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଦି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର...
ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମୀ’ ଆସନ୍ତା ସେପ୍ଟେମ୍ବର ୧୭ରେ ଭାରତରେ ‘ସ୍ମାର୍ଟ ଲିଭିଙ୍ଗ୍‌ ୨୦୨୦’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ କମ୍ପାନି ପକ୍ଷରୁ ଭାରତରେ ପ୍ରଥମଥର ପାଇଁ ‘ଏମ୍‌ଆଇ ୱାଟର ପ୍ୟୁରିଫାୟର’ ଲଞ୍ଚ କରାଯିବ। ଗୁରୁବାର କମ୍ପାନି ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଏନେଇ କମ୍ପାନି ପକ୍ଷରୁ ଏକ ଟିଜର ମଧ୍ୟ ରିଲିଜ ହୋଇଛି। ଏହି ଟିଜରରେ ଲେଖା ଯାଇଛି,...