ଭାରତୀୟ ଡାକରେ ୫ ହଜାର ୪୪୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ନଭେମ୍ଵର ସୁଦ୍ଧା କରିପାରିବେ ଆବଦେନ। ଭାରତୀୟ ଡାକରେ ବାହାରିଲା ଚାକିରି ସୁଯୋଗ। ଗ୍ରାମୀଣ ଡାକ ସେବକ ପାଇଁ ୫ହଜାର ୪୪୭ ପଦବୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ରାଜ୍ୟ ପାଇଁ ବାହାରି ଥିବା ବେଳେ ଏହି ପଦବୀରେ ସମସ୍ତେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୪ ନଭେମ୍ଵର ୨୦୧୯...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ...
ସମ୍ବଲପୁରରେ ଖୋଲିଲା ରିଲାଏନ୍ସ ଗ୍ରୋସରି ସୁପରମାର୍କେଟର ପ୍ରଥମ ଷ୍ଟୋର। ସମ୍ବଲପୁରର ବୁଢ଼ାରଜା ମେନ୍ ରୋଡ୍‌ରେ ନିକଟସ୍ଥ ବାଲାଜୀ ଡେଭେଲପରରେ ରିଲାଏନ୍ସ ତା’ର ପ୍ରଥମ ଷ୍ଟୋର ଖୋଲିଛି। ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ପର୍ଯ୍ୟନ୍ତ ପ୍ରଡକ୍ଟ ରହିଛି।   ବର୍ଷ ତମାମ ରିଲାଏନ୍ସ ସ୍ମାର୍ଟ ପ୍ରଡକ୍ଟର ପ୍ରାଇସ୍‌ ଉପରେ ସର୍ବନିମ୍ନ ୫% ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ...
ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...
‘ସିଏସ୍‌ଆର୍‌ ଅଣ୍ଡର ଚ୍ୟାଲେଞ୍ଜିଂ ସର୍କମ୍‌ଷ୍ଟାନ୍‌ସେସ୍‌’ ବର୍ଗରେ ନ୍ୟାସନାଲ ସିଏସ୍‌ଆର ଆଓ୍ୱାର୍ଡ ପାଇ ଗୌରବ ଅର୍ଜନ କରିଛି ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ)। ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ ପରିମଳରେ ସ୍ୱଚ୍ଛତା ଆଣିବା କ୍ଷେତ୍ରରେ କେନ୍ଦ୍ର କର୍ପୋରେଟ୍‌ ଆଫାୟର୍ସ ମନ୍ତ୍ରାଳୟ ପକ୍ଷରୁ ଏମ୍‌ସିଏଲ୍‌କୁ ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ। ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ପାଇଲା ନ୍ୟାସନାଲ ସିଏସ୍‌ଆର୍‌ ଆୱାର୍ଡ। କମ୍ପାନିର ସାମାଜିକ ଉତ୍ତର ଦାୟିତ୍ୱ କ୍ରମରେ ଓଡ଼ିଶାରେ ସ୍ୱାସ୍ଥ୍ୟସେବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଏବଂ...
ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି Mi CC9 Pro ସ୍ମାର୍ଟଫୋନର ଟିଜର ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ପେଣ୍ଟା ରିୟ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଅର୍ଥାତ୍‌ ସ୍ମାର୍ଟଫୋନ ପଛରେ ୫ଟି ରିୟର କ୍ୟାମେରା ମିଳିବ। ସବୁଠୁ ବଡ଼ କଥା ହେଉଛି, ଏହି ସ୍ମାର୍ଟଫୋନରେ ୫ ଏକ୍ସ ଜୁମ୍‌ ସହ ୧୦୮ ମେଗାପିକ୍ସେଲର ରିୟର କ୍ୟାମେରା ଦିଆଯାଇଛି। ଆସନ୍ତା ନଭେମ୍ବର ୫ରେ ଏହାକୁ ଲଞ୍ଚ୍‌ କରାଯିବ। ରିପୋର୍ଟ ମୂତାବିକ, Mi CC9...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହା ହେଉଛି ପୂର୍ବରୁ ଲଞ୍ଚ୍‌ ହୋଇଥିବା iQoo Neo ସ୍ମାର୍ଟଫୋନ ଭଳି। ଏହାକୁ ଗତ ଜୁଲାଇରେ ସ୍ନାପଡ୍ରାଗନ ୮୪୫ ପ୍ରେସେସର ସହ ଲଞ୍ଚ୍‌ କରାଯାଇଥିଲା। Vivo iQoo Neo 855...
  ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି  ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ। ଏହି ଖୁସିକୁ ଦ୍ୱିଗୁଣ କରିଛି ତନିସ୍କ। ସବୁଥର ପରି ଏଥର ମଧ୍ୟ ତନିସ୍କ ନେଇଆସିଛି ନୂଆ ଅଫର୍। ଦେଶର ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପାର୍ବଣ ଅବସରରେ ଆକର୍ଷଣୀୟ ଅଫର୍‌ମାନ ଘୋଷଣା କରିଛି। ଦୀପାବଳି ଅବସରରେ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା, ଯାହା ଆପଣଙ୍କୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ହାରର ସୁଧ ଦେଇଥାଏ। ଏନଏସସି କ’ଣ? ଏନଏସସି ବା ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସରକାରଙ୍କ ଏକ ପୋଷ୍ଟ ଅଫିସ ସଞ୍ଜୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ...