ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ'ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ.... ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ? ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ'ଣ ଅଛି? କଣ ବିକଳ୍ପ...
ଅନ୍ତର୍ଜାତୀୟ ବଜାରରେ ଗତ ନଭେମ୍ବର ମାସରେ ଲଞ୍ଚ୍‌ ହୋଇଥିଲା ନୂଆ Moto Razr 2019 ସ୍ମାର୍ଟଫୋନ। ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ। ଏନେଇ କମ୍ପାନି ପକ୍ଷରୁ ଟିଜର ଜାରି କରାଯାଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି। ମୋଟରୋଲା...
ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ ଆଣିଛି। ନୂଆ ପ୍ଲାନରେ ଗ୍ରାହକମାନେ ମାତ୍ର ୧୯ ଟଙ୍କାରେ ଅନଲିମିଟେଡ କଲିଂର ସୁବିଧା ପାଇପାରିବେ।୧୯ ଟଙ୍କାରେ ମାଗଣା କଲ୍ ଗ୍ରାହକମାନେ ୧୯ ଟଙ୍କା ରିଚାର୍ଜ କରି ଦୁଇ ଦିନ ପାଇଁ ଯେକୌଣସି ନେଟୱାର୍କକୁ ମାଗଣାରେ କଲ୍ କରିପାରିବେ। ଏହି ପ୍ଲାନରେ ଗ୍ରାହକମାନେ ୧୫୦MB ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବେ। ତା ସହିତ ଏହି...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ'ଣ କରିବା ଠିକ୍ ହେବ?...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍‌ ଭାରତରେ ଏହାର ୩ଟି ସ୍ମାର୍ଟଫୋନର ଦାମ୍‌ କମ୍‌ କରିଦେଇଛି। ମ୍ୟାକ୍ସ୍‌ ପ୍ରୋ ଏମ୍‌୧, ମ୍ୟାକ୍ସ ଏମ୍‌୨, ମ୍ୟାକ୍ସ ଏମ୍‌ ୧ ସ୍ମାର୍ଟଫୋନର ଦାମ୍‌ ଶସ୍ତା ହୋଇଛି। ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ ଗ୍ରାହକ ନୂଆ ଦାମ୍‌ରେ ଏହି ସ୍ମାର୍ଟଫୋନଗୁଡ଼ିକୁ କିଣି ପାରିବେ। ଲୋକପ୍ରିୟ ଆସସ୍‌ ମ୍ୟାକ୍ସ୍‌ ପ୍ରୋ ଏମ୍‌୧ ସ୍ମାର୍ଟଫୋନ୍‌ର ଦାମ୍‌ ୫୦୦ ଟଙ୍କା ଶସ୍ତା ହୋଇଛି। ଗ୍ରାହକ ବର୍ତ୍ତମାନ ଏହି ସ୍ମାର୍ଟଫୋନର 3GB+32GB ଭାରିଏଣ୍ଟକୁ...
ଗତ କିଛି ଦିନ ଧରି ଅଟୋମୋବାଲ କମ୍ପାନିଗୁଡ଼ିକ ନିଜ ଗାଡ଼ିର ଦାମ୍‌ ବଢ଼ାଇବା ନେଇ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ନିସାନ ମୋଟର ଇଣ୍ଡିଆ। ଆସନ୍ତା ନୂଆ ବର୍ଷରୁ ନିସାନ୍‌ ନିଜର ଗାଡ଼ିର ଦାମ୍‌ ୫ ପ୍ରତିଶତ ବଢ଼ାଇବା ନେଇ ଘୋଷଣା କରିଛି। ଏନେଇ ନିସାନ ମୋଟର ଇଣ୍ଡିଆର ଅଧ୍ୟକ୍ଷ ରାକେଶ ଶ୍ରୀବାସ୍ତବ କହିଛନ୍ତି, “ଗାଡ଼ି ନିର୍ମାଣରେ ବ୍ୟବହୃତ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ କମ୍ପାନି...
ETF ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଶେୟାର ନିର୍ଦ୍ଦିଷ୍ଟ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ,ଏହା  ମ୍ୟୁଚୁଆଲ ଫଣ୍ଡ ଭଳି.. ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ୍ ସହିତ ଅନେକ ନିବେଶକ ଇଟିଏଫ୍ ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ। ଆସନ୍ତୁ ଇଟିଏଫ କଣ ଜାଣିବା... 1. ଇଟିଏଫ୍ କଣ? ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ଶେୟାରଙ୍କ ସେଟରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ...
ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା ଲାଗିଛି। କମ୍ପାନି ଏହାର ୪୯ ଟଙ୍କାର ସବୁଠାରୁ ଶସ୍ତା ଫ୍ଲାନ୍‌କୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ପ୍ଲାନ୍‌ ୭୫ ଟଙ୍କାରେ ଉପଲବ୍ଧ ହେବ। ନିକଟରେ କମ୍ପାନି ଜିଓ ଫୋନ୍‌ ପାଇଁ ଅନ୍‌-ଇନ୍‌-ୱାନ୍‌ ପ୍ଲାନ୍ ଘୋଷଣା...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଆସନ୍ତା ଡିସେମ୍ବର ୧୬ରୁ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବେ। ବର୍ତ୍ତମାନ ଏହା କେବଳ ବ୍ୟାଙ୍କିଙ୍ଗ୍‌ ଆୱାର୍ସ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତେବେ ଡିସେମ୍ବର ୧୬ରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ...