ଆପଣଙ୍କର ଯଦି ପିପିଏଫ୍ ଆକାଉଣ୍ଟ ଅଛି ତେବେ ନିଅନ୍ତୁ ଫାଇଦା ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡରେ ନିବେଶ ଅନେକ ଫାଇଦା ଦେଇଥାଏ। ଯାହା ମଧ୍ୟରୁ ଗୋଟିଏ ହେଉଛି ଦରକାର ବେଳେ ଆପଣ ପିପିଏଫରୁ ଲୋନ୍ ନେଇ ପାରିବେ। ଲୋନ୍ ନେବା ପାଇଁ ଆପଣଙ୍କୁ ବଦଳରେ କିଛି ବନ୍ଧକ ମଧ୍ୟ ଦେବାକୁ ପଡିବ ନାହିଁ। ସୁଧ ହାର କମ ରହିବା ସହ ଲୋନ୍ ଶୁଝିବା ମଧ୍ୟ ସହଜ। କେମିତି ଲୋନ୍ ନେବେ? ପିପିଏଫ ଆକାଉଣ୍ଟ ଖୋଲିବାର...
ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମିର ଅନ୍ୟ ଏକ ବ୍ରାଣ୍ଡ୍‌ Poco ଆସନ୍ତା ବର୍ଷ ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏନେଇ ନିକଟରେ କମ୍ପାନିର ଗ୍ଲୋବାଲ୍‌ ହେଡ୍‌ ଅଲ୍‌ଭିନ୍‌ ସେ’ ଇଶାରା ଦେଇଛନ୍ତି। Poco F1 ସ୍ମାର୍ଟଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ତେବେ ଏହାର ଅପ୍‌ଗ୍ରେଡେଡ୍‌ ଭର୍ସନ Poco F2 ଲଞ୍ଚ୍‌ ହେବା ନେଇ ଆଶଙ୍କା କରାଯାଉଛି। ୨୦୧୮ ମସିହାରେ ଭାରତରେ ଲଞ୍ଚ୍‌ କରାଯାଇଥିବା...
ସହଦେବ ସାହୁ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍। ଆଜି ଏଥିରେ ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା।   କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ବେଶ୍ ପରିଚିତ ନାମ ‘ରୁଚି’ର ମାଲିକ ଶ୍ରୀ ଶରତ କୁମାର ସାହୁ। କେବଳ ଓଡ଼ିଶାରେ ନୁହେଁ ସାରା ଭାରତରେ ତାଙ୍କ ବ୍ରାଣ୍ଡର ଖ୍ୟାତି...
ଦୁନିଆରେ ବର୍ତ୍ତମାନ ସ୍ମାର୍ଟଫୋନ୍‌ ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍‌ର ଚାହିଦା ବେଶ୍‌ ଅଧିକ। ମାଇକ୍ରୋସଫ୍ଟ କିମ୍ବା ଆଇଓଏସ୍‌ ଅପରେଟିଂ ସିଷ୍ଟମ ତୁଳନାରେ ସବୁ ଶ୍ରେଣୀର ଲୋକେ ଆଣ୍ଡ୍ରଏଡ୍‌କୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ମାର୍କେଟ୍‌ ସେୟାରିଂରେ ଆଣ୍ଡ୍ରଏଡ୍‌ର ଏକଚାଟିଆ ବ୍ୟବସାୟ ଚାଲିଛି। ତେବେ ଏହାର ଅନ୍ତ ହେବାକୁ ଯାଉଛି କି? ମୋବାଇଲ୍‌ ଅପରେଟିଂ ସିଷ୍ଟମ ଦୁନିଆରେ ପାଦ ରଖିବାକୁ ଯାଉଛି ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌। ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ମାର୍କ...
ଶୀତଛୁଟି କାଟିବା ପାଇଁ ବାହାରକୁ ଯିବାକୁ ପ୍ଲାନିଂ କରୁଛନ୍ତି କି? ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଆପଣଙ୍କ ପାଇଁ ଏକ ଶସ୍ତା ଅଫର। ଏହି ଅଫରର ନାଁ ହେଉଛି ଦ ବିଗ୍ ଫ୍ୟାଟ୍‌ ଇଣ୍ଡିଗୋ ସେଲ୍‌। ଏହି ଅଫର ଅନୁଯାୟୀ, ଆପଣ ମାତ୍ର ୮୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ। ଏହି ଅଫର ଆସନ୍ତା ଡିସେମ୍ବର ୨୬ ତାରିଖ ଯାଏଁ ଚାଲିବ। ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ଏହି ଅଫରରେ ଘରୋଇ...
ବରିଷ୍ଠ ନାଗରିକଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି,ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କ ଜୀବନକୁ ସହଜ କରିବା.. ୬୦ ପରର ଜୀବନ ହେଉଛି ଅବସରକାଳୀନ ଜୀବନ। ଅବସରକାଳୀନ ଜୀବନରେ ମଧ୍ୟ ଟଙ୍କାର ଆବଶ୍ୟକତା ହୋଇଥାଏ। ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ସେହିଭଳି କିଛି ଯୋଜନା ବିଷୟରେ ଆଜି ଆମେ ପଢିବା। ଯାହାର ଫାଇଦା ବରିଷ୍ଠ ନାଗରିକ ନେଇ ପାରିବେ। ପ୍ରଧାନମନ୍ତ୍ରୀ ବୟ...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ...
ଭୋଡାଫୋନ ଭାରତରେ ୪ଟି ନୂଆ ରିଚାର୍ଜ ପ୍ଲାନ୍‌ ଜାରି କରିଛି। ଏହି ନୂଆ ପ୍ଲାନ୍‌ଗୁଡ଼ିକରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ ଏବଂ ଡାଟାର ସୁବିଧା ପାଇପାରିବେ। ଏହାସହିତ ଭୋଡାଫୋନ ପ୍ଲେ ଏବଂ ଜି୫ର ସବ୍‌ସ୍କ୍ରିପସନ ମଧ୍ୟ ମାଗଣାରେ ମିଳିବ। କମ୍ପାନି ପକ୍ଷରୁ ଜାରି  ହୋଇଥିବା ପ୍ଲାନ୍‌ଗୁଡ଼ିକ ହେଲା ୧୨୯ ଟଙ୍କା, ୧୯୯ ଟଙ୍କା ଏବଂ ୨୬୯ ଟଙ୍କା। ଏହା ସହିତ କମ୍ପାନି ୨୪ ଟଙ୍କାର ଆଉ ଏକ ରିଚାର୍ଜ ପ୍ଲାନ୍‌ ଜାରି...
ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳୀ ଆୟୁର୍ବେଦ ବୁଧବାର ରୁଚି ସୋୟା କମ୍ପାନିକୁ କିଣିଛି। ସୋୟା ଫୁଡ୍‌ ବ୍ରାଣ୍ଡ ନ୍ୟୁଟ୍ରେଲା ଏବଂ ଖାଇବା ତେଲ ନିର୍ମାତା କମ୍ପାନି ‘ରୁଚି ସୋୟା’ ବ୍ୟାଙ୍କ ଋଣ ଶୁଝି ନପାରି ଦେବାଳିଆ ଅବସ୍ଥାରେ ଥିଲା। ବୁଧବାର ପତଞ୍ଜଳୀ ୪,୩୫୦ କୋଟି ଟଙ୍କା ଋଣ ଶୁଝି ରୁଚି ସୋୟାକୁ ନିଜ ଅଧିନକୁ ଆଣିଛି। ଏହା ପତଞ୍ଜଳୀର ସବୁଠାରୁ ବଡ଼ ଅଧିଗ୍ରହଣ ବୋଲି କୁହାଯାଉଛି। ଏହି ଅଧିଗ୍ରହଣରେ ରୁଚି...
ପିପିଏଫ୍ ଖାତାକୁ ୧୫ ବର୍ଷ ପରେ ମଧ୍ୟ ପୁନଃଚାଲୁ କରାଯାଇପାରିବ ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୋଇଥାଏ। ଯଦି ଆପଣଙ୍କର ପିପିଏଫ୍ ଆକାଉଣ୍ଟ୍ ଅଛି ଏବଂ ଏହା ଆଗାମୀ ୫ ବର୍ଷରେ ମ୍ୟାଚୁର ହେବାକୁ ଯାଉଛି ତେବେ ଏହି ୫ଟି କଥାର ତଥ୍ୟ ଆପଣଙ୍କ ପାଖରେ ରହିବା ଜରୁରୀ। ପିପିଏଫ୍ ନିବେଶ ପାଇଁ ଉପଲବ୍ଧ ସବୁଠୁ ଭଲ ସ୍କିମ୍ ମଧ୍ୟରୁ ଗୋଟିଏ ପିପିଏଫରେ ନିବେଶ ହୋଇଥିବା ପ୍ରିନସିପାଲ ଆମାଉଣ୍ଟ୍...