ୟୁଲିପ୍ ଏମିତି ଗୋଟିଏ ପ୍ଲାନ୍ ଯାହା ଆପଣଙ୍କୁ ନିବେଶର ସୁଯୋଗ ଦେବା ସହ ଦିଏ ଜୀବନ ବୀମା। ଆଗରୁ ଆମେ ଜାଣି ସାରିଛେ ଜୀବନ ବୀମା କେତେ ପ୍ରକାରର। ମୋଟାମୋଟି ଭାବେ ଜୀବନ ବୀମାକୁ ୭ ଭାଗରେ ବିଭକ୍ତ କରାଯାଇଛି। ଏହି ୭ ପ୍ରକାର ଜୀବନ ବୀମା ହିଁ ବାସ୍ତବରେ ବେଶି ପ୍ରଚଳିତ। ତାହାରି ଭିତରୁ ଗୋଟିଏ ହେଉଛି ULIP ବା ୟୁନିଟ୍ ଲିଙ୍କଡ୍ ଇନସ୍ୟୁରାନ୍ସ ପ୍ଲାନ୍। ଆସନ୍ତୁ ଆଜି...
ସ୍ୱାସ୍ଥ୍ୟ ବୀମା ନେବା ବେଳେ କ’ଣ କରିବେ, କ’ଣ କରିବେ ନାହିଁ, ଜାଣନ୍ତୁ... ପରିବାରର ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ଆମେ ଅନେକ ଯୋଜନା କରିଥାଉ। ଆର୍ଥିକ ଅଭାବ ଓ କ୍ଷତି ଯେମିତି ନହେବ, ଭବିଷ୍ୟତରେ ଆର୍ଥିକ ସୁରକ୍ଷା ଯେମିତି ରହିବ ସେଥିପାଇଁ ଆମେ ଅଳ୍ପବହୁତ ନିବେଶ ଓ ବୀମା କରାଇଥାଉ। ବଜାରରେ ଆପଣଙ୍କୁ ପରିବାରର ସୁରକ୍ଷିତ ଭବିଷ୍ୟତ ପାଇଁ ଅନେକ ବୀମା ପ୍ଲାନ୍ ମିଳିଯିବ। ବିଭିନ୍ନ କମ୍ପାନି ନିଜ...
କିଶୋର ଶତପଥୀ ଶରତ ନାମଧାରୀ ଅନେକ ବ୍ୟକ୍ତି ଅଛନ୍ତି। କିନ୍ତୁ ଆମେ ସବୁ ଯେତେବେଳେ ଶରତ ସାହୁଙ୍କ କଥା କହୁ ସେତେବେଳେ ସମସ୍ତେ ବୁଝନ୍ତି ଯେ ଏ ହେଉଛନ୍ତି ରୁଚିର ଶରତ ସାହୁ। ରୁଚି ଏବଂ ଶରତ ଗୋଟିଏ ମୁଦ୍ରାର ଦୁଇଟି ପାଖ କହିଲେ ଭୁଲ୍‌ ହେବ ନାହିଁ। ଉତ୍ପାଦନ କିମ୍ବା ଉତ୍ପାଦକ ଏହା ମଧ୍ୟରେ କିଏ ଶ୍ରେଷ୍ଠ ତାହା କହିବା ମୁସ୍କିଲ୍‌। ଶରତ ସାହୁ ଆଜି ରୁଚି ମସଲାକୁ...
ରିଜର୍ଭ ବ୍ୟାଙ୍କ୍‌ର ମନିଟାରୀ ପଲିସି ଏକ୍ସପର୍ଟ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ହେଲେ ଆର୍‌ବିଆଇ ଡେପୁଟୀ ଗଭର୍ଣ୍ଣର। ଭାରତୀୟ ରିଜର୍ଭ ବ୍ୟାଙ୍କର ଚତୁର୍ଥ ଡେପୁଟୀ ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଲେ ଓଡ଼ିଆ ପୁଅ ମାଇକେଲ୍‌ ପାତ୍ର। ମଙ୍ଗଳବାର କେନ୍ଦ୍ର ସରକାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ଏହା ପୂର୍ବରୁ ବିରଳ ଆଚାର୍ଯ୍ୟ ଡେପୁଟୀ ଗଭର୍ଣ୍ଣର ପଦବୀରେ ଥିଲେ। ହେଲେ ଗତ ବର୍ଷ ସେ ଏହି ପଦରୁ ଇସ୍ତଫା ଦେବା...
ଆପଣଙ୍କ ପ୍ଲାନିଂ ଅନୁସାରେ ନିଅନ୍ତୁ ବୀମା.. ବୀମା ଆମର ଆବଶ୍ୟକତା। କିନ୍ତୁ ଅନ୍ଧ ଭାବେ ବୀମା କରିବା ଅପେକ୍ଷା ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, ଆମେ କଣ ପାଇଁ ବୀମା ନେଉଛେ । ଏହା ଜାଣିବା ପରେ ଆମେ ନିଜ ପାଇଁ ସଠିକ ବୀମା ଚୟନ କରିପାରିବା। ଜୀବନ ବୀମାର ଅନେକ ପ୍ରକାର ବାବଦରେ ତ’ ଅମେ ଜାଣି ସାରିଲେଣି। ଏଥର ଗୋଟିଏ ସରଳ ଚାର୍ଟରୁ ଆସନ୍ତୁ ଜାଣିବା...
ରାଇଡର ଆପଣଙ୍କୁ ମାସିକ ଆୟ ଦେଇଥାଏ। ଆର୍ଥିକ ସୁରକ୍ଷା ପାଇଁ ରାଇଡର ଜରୁରୀ.. ଜୀବନ ଅପ୍ରତ୍ୟାସିତ। ଅପ୍ରତ୍ୟାସିତ ଘଟଣା ପରେ ଆଶ୍ରିତଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ହେଲା ବୀମା କିଣିବାର ମୂଳ ଓ ମୁଖ୍ୟ ଉଦ୍ଦେଶ୍ୟ। ଆପଣ ମଧ୍ୟ ଏହି ଉଦ୍ଦେଶ୍ୟରେ ହିଁ ବୀମା କିଣିଥାନ୍ତି, ତେବେ ଅଧିକାଂଶ ବୀମା ପଲିସି, ଟର୍ମ ପ୍ଲାନ୍ ଅଥବା ପାରମ୍ପାରିକ ଏଣ୍ଡୋମେଣ୍ଟ୍ ପ୍ଲାନ୍ ଦୁର୍ଘଟଣା କିମ୍ବା ବେମାରୀ ଭଳି ସ୍ଥିତିରେ ବୀମା...
ରାଇଡର ନେଇନଥିଲେ ପୁଣିଥରେ ଚିନ୍ତା କରନ୍ତୁ କାରଣ ରାଇଡର ସହ ଆସେ ଟ୍ୟାକ୍ସ ବେନିଫିଟ୍... ନିଜ ଭବିଷ୍ୟତ ସୁରକ୍ଷିତ ରଖିବାକୁ ସମସ୍ତେ ବୀମା ନେଇଥାନ୍ତି। ବୀମା କେବଳ ସ୍ୱାସ୍ଥ୍ୟ ପାଇଁ ନିଆଯାଇନଥାଏ, ଘର ଓ ଗାଡ଼ିର ମଧ୍ୟ ବୀମା କରାଯାଇଥାଏ। ବର୍ତ୍ତମାନ ଗ୍ରାହକଙ୍କୁ ବୀମା କଂପନି ଅନେକ ରାଇଡର ସୁବିଧା ମଧ୍ୟ ଦେଉଛନ୍ତି। ଅର୍ଥାତ ପଲିସିରେ କଭର ହେଉଥିବା ରିସ୍କ ଫ୍ୟାକ୍ଟର ସହ ଅନ୍ୟ ରିସ୍କକୁ ମଧ୍ୟ ସେହି ପଲିସି...
ବୀମା ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁପରେ କେମିତି ବୀମା ରାଶି ପାଇବେ, ଆସନ୍ତୁ ଜାଣିବା। ପରିବାରର ଆର୍ଥିକ ଭବିଷ୍ୟତ ପାଇଁ ଆମେ ଜୀବନ ବୀମା ନେଇଥାଉ। ତେବେ ଜଣେ ବୀମା ଧାରକ ପଲିସି ପରିପକ୍ୱ ହେବା ପରେ ନିଜ ବୀମା ରାଶି କେମିତି ପାଇବେ କିମ୍ବା ବୀମା ଧାରକଙ୍କ ମୃତ୍ୟୁପରେ ତାଙ୍କ ନୋମିନି କଣ କଲେ ତାଙ୍କୁ ବୀମା ରାଶି ମିଳିବ? ଏହି ପ୍ରଶ୍ନ ଅନେକ ସମୟରେ ଆମ ମନକୁ ଆସିଥାଏ।...
ଜୀବନ ବୀମା ଜରୁରୀ, ତେବେ ନିଜ ଆବଶ୍ୟକତାକୁ ପ୍ରଥମେ ବୁଝନ୍ତୁ ଓ ସେହି ହିସାବରେ ନିଅନ୍ତୁ ବୀମା। ଜୀବନ ବୀମା ଜୀବନ ବୀମାରେ କୌଣସି ବ୍ୟକ୍ତିଙ୍କ ଜୀବନର ବୀମା କରାଯାଇଥାଏ। ଜୀବନ ବୀମାର ଅର୍ଥ ହେଉଛି ବୀମା ଧାରକଙ୍କ ମୃତ୍ୟୁପରେ ତାଙ୍କ ଆଶ୍ରିତଙ୍କୁ କମ୍ପାନି ତରଫରୁ କ୍ଷତିପୁରଣ ମିଳିଥାଏ। ଯଦି ପରିବାର ମୁଖ୍ୟଙ୍କ ଅସମୟ ମୃତ୍ୟୁ ହୁଏ ତେବେ ପରିବାରର ଆର୍ଥିକ ସ୍ଥିତି ଭୁଷୁଡିପଡ଼େ। ଏଭଳି ପରିସ୍ଥିତିରେ ଜୀବନ ବୀମା ସାହାଯ୍ୟ...
ଆସନ୍ତୁ ଜାଣିବା ବୀମାର ପ୍ରକାର ଭେଦ, କେଉଁ ଆବଶ୍ୟକତା ପାଇଁ କେଉଁ ବୀମା କାମରେ ଆସିଥାଏ। ଆମେ ସମସ୍ତେ ଉଣା ଅଧିକେ ବୀମା ବିଷୟରେ ଜାଣିଛେ। ଅଳ୍ପବହୁତ ଆମେ ସମସ୍ତେ କିଛି ନା କିଛି ବୀମା ନେଇଅଛେ। ସ୍ୱାସ୍ଥ୍ୟ ପାଇଁ ସ୍ୱାସ୍ଥ୍ୟ ବୀମା ତ’ ଗାଡ଼ି ପାଇଁ ମୋଟର ଇନସ୍ୟୁରାନ୍ସ। ତେବେ ଏହି ସବୁ ବୀମା କେଉଁ ଶ୍ରେଣୀରେ ଯାଇଥାନ୍ତି? ବୀମାର ମାନେ ହେଉଛି ଭବିଷ୍ୟତର କୌଣସି ଆକସ୍ମିକ କ୍ଷତିର ଭରଣ...