ବୀମାକୁ କେବେ ମଧ୍ୟ ନିବେଶ ଭାବେ ନିଅନ୍ତୁ ନାହିଁ ଏବଂ ବୀମା କରିବା ବେଳେ ନିଜ ବାର୍ଷିକ ଆୟକୁ ଧ୍ୟାନରେ ରଖନ୍ତୁ... ଆମ ସମସ୍ତଙ୍କ ପାଇଁ ବୀମା ଜରୁରୀ। ଜୀବନ ଅନିଶ୍ଚିତ ହୋଇଥିବାରୁ ବୀମାର ଆବଶ୍ୟକତା ରହିଛି। ମାତା, ପିତାଙ୍କଠାରୁ ଛାତ୍ର ଓ ଅବିବାହିତ ବ୍ୟକ୍ତି ସମସ୍ତଙ୍କ ପାଇଁ ବୀମା ଏକ ଜରୁରୀ ଆବଶ୍ୟକତା। ବୟସ ଓ ଆର୍ଥିକ ବୋଝ ବଢ଼ିବା ସହ ବୀମା ପଲିସିର ଆବଶ୍ୟକତା ବଢ଼ିଥାଏ। ତେବେ...
ଏମିତି କିଛି ବୀମା ରହିଛି ଯାହା ବହୁତ କାମର କିନ୍ତୁ ଅନେକ ଜାଣନ୍ତି ନାହିଁ.. ବୀମାର ନାମ ନେଲେ ସାଧାରଣ ଲୋକଙ୍କ ମନରେ କେବଳ ପ୍ରଚଳିତ ବୀମାର ନାମ ଆସେ। ଯେମିତି ଜୀବନ ବୀମା, ସ୍ୱାସ୍ଥ୍ୟ ବୀମା କିମ୍ବା ଅଟୋ ଇନସ୍ୟୁରାନ୍ସ। କିନ୍ତୁ ଏମିତି ବି କିଛି ବୀମା ରହିଛି ଯାହା ବାବଦରେ ସମସ୍ତେ ଜାଣିବା ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ସେହିଭଳି କିଛି ବୀମା ବାବଦରେ କହିବାକୁ...
https://www.youtube.com/watch?v=osc_GpTFI08&feature=emb_logo ‘‘ସାରା ଦେଶରେ ଓଡ଼ିଶା ହେଉଛି ‘ଏଗ୍ରିକଲ୍‌ଚରାଲ ହବ୍‌'। ଅନ୍ୟ ରାଜ୍ୟ ପାଇଁ ଓଡ଼ିଶା ଉଦାହରଣ ପାଲଟିଛି। ଅନ୍ୟ ରାଜ୍ୟର କୃଷକମାନେ ଓଡ଼ିଶାକୁ ଅନୁକରଣ କରିବା ଦରକାର’’ କୃଷି ଓଡ଼ିଶା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କହିଛନ୍ତି ଫେଡେରେସନ୍‌ ଅଫ୍ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ମହା ସଚିବ ଦିଲ୍ଲୀପ ଚିନୋୟ। ଲାଭଜନକ କୃଷି ପାଇଁ ପ୍ରୟାସ – ଏହି ଥିମ୍‌କୁ ନେଇ ଜାନୁଆରି ୨୦ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ...
କିଛି ସାମାନ୍ୟ ଭୁଲ କାରଣରୁ ନିବେଶକ ମ୍ୟୁଚୁଆଲ ଫଣ୍ଡ୍‌ରୁ ଅପେକ୍ଷିତ ରିଟର୍ଣ୍ଣ ପାଇନଥାନ୍ତି, ଆସନ୍ତୁ ଜାଣିବା ସେଇ କାରଣ ସବୁ କ'ଣ? ପରିସଂଖ୍ୟନରୁ ଜଣା ପଡିଛି ଯେ, ଅଧିକାଂଶ ମାମଲାରେ ମ୍ୟୁଚୁଆଲ ଫଣ୍ଡ୍‌ରୁ ନିବେଶକଙ୍କ ରିଟର୍ଣ୍ଣ ଆଶାନୁରୁପ ହୋଇନଥାଏ। ନିବେଶକଙ୍କର କିଛି ସାମାନ୍ୟ ଭୁଲ କାରଣରୁ ସେମାନେ ଯାହା ଆଶା କରିଥାନ୍ତି ସେହିଭଳି ରିଟର୍ଣ୍ଣ ପାଇନଥାନ୍ତି ବୋଲି ବିଶେଷଜ୍ଞଙ୍କ ମତ। ଲମ୍ବା ଅବଧି ନିବେଶ କରିବାରେ ବିଫଳତା ଏକ ହିସାବ ଅନୁସାରେ ମ୍ୟୁଚୁଆଲ...
ସ୍ମଲ କ୍ୟାପ୍ ଫଣ୍ଡ୍‌ର ନିବେଶ ପୂର୍ବରୁ କ'ଣ ସବୁ ଜାଣିବା ଆପଣଙ୍କ ପକ୍ଷରେ ଜରୁରୀ... ସେୟାର ବଜାରରେ ଟ୍ରେଡିଂର ସବୁଠୁ ବଡ ସତ୍ୟ ହେଉଛି, ରିସ୍କ ଅଧିକ ଓ ଅଧିକ ରିଟର୍ଣ୍ଣ ସମ୍ଭାବନା ମଧ୍ୟ ଥାଏ। ବର୍ତ୍ତମାନ ସମୟରେ ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ଏମିତିରେ ଆପଣ ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପକ୍ଷରେ କେଉଁ କ୍ୟାଟେଗୋରିରେ ନିବେଶ କରିବା ଲାଭ ଦାୟକ ହେବ?...
ଆପଣ ନିଜ ସେଭିଂ ଆକାଉଣ୍ଟ ଦ୍ୱାରା ବିଲ୍ ପୈଠ କରିବା ସହ ନିବେଶ ମଧ୍ୟ କରିପାରିବେ.. ସଞ୍ଚୟ ଖାତା ଗୋଟିଏ କିନ୍ତୁ ଫାଇଦା ଅନେକ। ସଞ୍ଚୟ ଓ ନିବେଶର ଯାତ୍ରା ସାଧାରଣତଃ ସର୍ବପ୍ରଥମେ ସେଭିଂ ଆକାଉଣ୍ଟରୁ ହିଁ ଆରମ୍ଭ ହୋଇଥାଏ। ସେଭିଂ ଆକାଉଣ୍ଟ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ହୋଇଥାଏ। ଏହା ସହ ଅର୍ଥ ଦେଣନେଣ ମଧ୍ୟ ଗୋଟିଏ ପ୍ରମ୍ମୁଖ କାରଣ। ଏହାସହ ଖାତା ଆପଣଙ୍କ...
ଡିମାଟ୍ ଆକାଉଣ୍ଟ୍ ଧାରକ ନିଜ ବ୍ରୋକରଙ୍କ ସହାୟତାରେ ଷ୍ଟକ୍ ଏସ୍‌ଆଇପି ଆରମ୍ଭ କରିପାରିବେ। ଏହା ସାହାଯ୍ୟରେ ଆଗରୁ ନିର୍ଦ୍ଧାରିତ ଥିମ୍ କିମ୍ବା ସେୟାର ସେଟ୍‌ରେ ନିୟମିତ ରୂପରେ ନିବେଶ କରିପାରିବେ.. ସଞ୍ଚୟ ଓ ନିବେଶ ଅଭ୍ୟାସ ବଢାଇବା ପାଇଁ ନିୟମିତ ଭାବେ ଅଳ୍ପ କିଛି ଟଙ୍କା ଅଲଗା ରଖିବା ଭଲ ହୋଇଥାଏ। ଏଥିରେ ନିବେଶକ ନିଜ ନିୟମିତ ଖର୍ଚ୍ଚକୁ ମ୍ୟାନେଜ୍ କରିପାରିବେ। ଏହା ସମୟ ବଢ଼ିବା ସହ ଆପଣ ଏକ...
ଏହି ପଲିସି ବୀମା ଧାରକଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ଦେଇଥାଏ କମ ପ୍ରିମିୟମରେ ଅଧିକ ଆର୍ଥିକ ସାହାଯ୍ୟ।  ଜୀବନ ବୀମାର ବିଭିନ୍ନ ପ୍ଲାନ ମଧ୍ୟରୁ ଆଉ ଗୋଟିଏ ହେଉଛି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ। ଆପଣଙ୍କ ପରେ ଆପଣଙ୍କ ପରିବାରର ଆର୍ଥିକ ସୁରକ୍ଷା କଥା ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଏବେଠାରୁ ଗୋଟିଏ ଫଣ୍ଡ ତିଆରି କରିବା ବାବଦରେ ଚିନ୍ତା କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ଆପଣ ହୋଲ୍...
ଗୋଟିଏରେ ଆପଣ କମ ପ୍ରିମିୟମରେ ବଡ଼ କଭରେଜ୍ ପାଆନ୍ତି, ଆରଟିରେ ମହଙ୍ଗା ପ୍ରିମିୟମ ଦେଇ ଉତ୍ତରାଧିକାରୀଙ୍କ ପାଇଁ ପାଣ୍ଠି ତିଆରି କରନ୍ତି।  ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ପରେ ଆପଣଙ୍କ ପରିବାର ଉପରେ କୌଣସି ଆର୍ଥିକ ବୋଝ ନପଡୁ ତେବେ ଆପଣଙ୍କ ପକ୍ଷରେ ବୀମା ନେବା ଅତ୍ୟନ୍ତ ଜରୁରୀ। ନିଜ ପାଇଁ ବୀମା କଭର କରାଇବ ଜଣେ ପରିବାର ମୁଖ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାରଣ ପରିବାର ମୁଖ୍ୟ...
ବୟସ ବଢ଼ିବା ସହ ଟର୍ମ ଇନସ୍ୟୁରାନ୍ସର ପ୍ରିମିୟମ ମଧ୍ୟ ବଢ଼ିଚାଲେ। ତେଣୁ ଯେତେ କମ ବୟସରେ ଟର୍ମ ଇନସ୍ୟୁରାନ୍ସ କିଣିବେ ସେତେ ଶସ୍ତା ପଡ଼ିବ। ଜାଣନ୍ତୁ..କ'ଣ ଏହି ଟର୍ମ ଇନସ୍ୟୁରାନ୍ସ। ଟର୍ମ ଇନସ୍ୟୁରାନ୍ସ ହେଉଛି ଏମିତି ଗୋଟିଏ ବୀମା ଯେଉଁଥିରେ ପାରମ୍ପାରିକ ବୀମାଠାରୁ କମ ପ୍ରିମିୟମରେ ବଡ଼ ଲାଇଫ୍ କଭର ପାଇଥାନ୍ତି। ଏଥିରେ ପଲିସି ଧାରକ ନିଜ ଜୀବନର ବୀମା କରାଇଥାନ୍ତି। ତାଙ୍କ ମୃତ୍ୟୁରେ ତାଙ୍କ ପରିବାରକୁ ଏକକାଳୀନ କିମ୍ବା...