ଆୟ ଆୟକର ୦ରୁ ୨.୫ ଲକ୍ଷ ଛାଡ଼ ୨.୫ରୁ ୫ଲକ୍ଷ ୫ ପ୍ରତିଶତ ୫ରୁ ୭.୫ ଲକ୍ଷ ୧୦ ପ୍ରତିଶତ ୭.୫ରୁ ୧୦ ଲକ୍ଷ ୧୫ ପ୍ରତିଶତ ୧୦ ଲକ୍ଷରୁ ୧୨.୫ ଲକ୍ଷ ୨୦ ପ୍ରତିଶତ ୧୨.୫ ଲକ୍ଷରୁ ୧୫ ଲକ୍ଷ ୨୫ ପ୍ରତିଶତ ୧୫ ଲକ୍ଷରୁ ଅଧିକ ୩୦ ପ୍ରତିଶତ   ୨୦୨୦-୨୧ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକର ଉପରେ ବଡ଼ ଘୋଷଣା କରିଛନ୍ତି। ବର୍ଷକୁ କେତେ ଟଙ୍କା ଆୟ କଲେ କେତେ ଟଙ୍କା ଟିକସ ଦେବାକୁ ପଡ଼ିବ ସେ ସମ୍ପର୍କରେ ନୂଆ ନିୟମ ଘୋଷଣା...
ବଜେଟ୍‌ ୨୦୨୦: ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରାଯିବ। ଦେଶର ବିମାନ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ପିଏମ୍‌ ଉଡାନ୍‌ ସ୍କିମ୍‌ ଅଧିନରେ ଖୁବ୍‌ଶୀଘ୍ର ଦେଶରେ ୧୦୦ଟି ନୂଆ ବିମାନ ବନ୍ଦର ହେବ। ୨୦୨୪ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି। ଦିନକୁ ଦିନ ବିମାନ...
'କୃଷି ଉଡାନ୍‌ ଯୋଜନା'ରେ ଏଣିକି ବିମାନରେ ଯିବ କୃଷି ସାମଗ୍ରୀ ମହିଳା କୃଷକଙ୍କ ପାଇଁ ଧନଲକ୍ଷ୍ମୀ ଯୋଜନା ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ନାବାର୍ଡ ଅଧିନକୁ ଆସିବ ଏଣିକି ବିମାନରେ ଯିବ କୃଷିଜାତ ସାମଗ୍ରୀ। ଏନେଇ ଆରମ୍ଭ ହେବ 'କୃଷି ଉଡାନ୍‌ ଯୋଜନା'। ଏହି ଯୋଜନା ଅନ୍ତର୍ଗତରେ ଜାତୀୟ ଓ ଅନ୍ତର୍ଜାତୀୟ ରୁଟ୍‌ରେ କୃଷିସାମଗ୍ରୀଗୁଡ଼ିକ ପରିବହନ କରାଯିବ। ବେସାମରିକ ବିମାନ ଚଳାଚଳ ବିଭାଗ ଏହି ଯୋଜନା ଆରମ୍ଭ...
ଆସନ୍ତାକାଲି ଲୋକସଭାରେ ଉପସ୍ଥାପନା ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନା କରିବେ। ତେବେ ଏହାକୁ ଦୃଷ୍ଟିରେ ରଖି ଶନିବାର ଷ୍ଟକ୍‌ ମାର୍କେଟ୍‌ ଖୋଲା ରହିବ। ଏନେଇ ଭାରତର ଦୁଇ ଷ୍ଟକ୍‌ ମାର୍କେଟ୍‌ ବମ୍ବେ ଷ୍ଟକ୍‌ ଏକ୍ସଜେଞ୍ଜ ଏବଂ ନାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣତଃ ଶନିବାର ଷ୍ଟକ ମାର୍କେଟ୍‌ ବନ୍ଦ ରହେ। ହେଲେ ଏଥର କେନ୍ଦ୍ର...
ଆପଣ ଅଚାନକ ଆସୁଥିବା ସ୍ୱାସ୍ଥ୍ୟ ଗତ ଖର୍ଚ୍ଚକୁ ସାମନା କରିବାକୁ ମେଡିକ୍ଲେମ୍ ପଲିସି ନିଅନ୍ତି କିନ୍ତୁ ବେଳେ ବେଳେ ବୀମା କମ୍ପାନି ଆପଣଙ୍କ ଦାବିକୁ ଖାରଜ କରିଦେଇଥାଏ। କ'ଣ କଲେ ବୀମା କ୍ଲେମ୍ କେବେ ମଧ୍ୟ ଖାରଜ ହେବ ନାହିଁ? ଚିକିତ୍ସା ଖର୍ଚ୍ଚ ବଢ଼ିବା ସହ ହେଲ୍‌ଥ ଇନସ୍ୟୁରାନ୍ସ ଜରୁରୀ ହୋଇପଡ଼ିଲାଣି। କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳେ ଯେ, ବୀମା କମ୍ପାନି ରୋଗୀଙ୍କ ଖର୍ଚ୍ଚ ଦାବିକୁ ଖାରଜ କରି...
ସଂସଦରେ ଶୁକ୍ରବାର ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଛନ୍ତି। ଏଥିରେ ଯେଉଁ ସବୁ ବିଷୟ ରହିଛି ତାହା ସଂକ୍ଷେପରେ – ଦେଶର ଆର୍ଥିକ ଅଭିବୃଦ୍ଧିରେ ଯେତିକି ଶିଥିଳତା ଆସିବାର ଥିଲା ତାହା ଆସିଯାଇଛି। ଆସନ୍ତାବର୍ଷ ଏହି ଅଭିବୃଦ୍ଧି ହାର ଜୋର ଧରିବ। ଏହା ୬.୫ ପ୍ରତିଶତ ପର୍ଯ୍ୟନ୍ତ ଚାଲି ଯାଇପାରେ। ଚଳିତ ବର୍ଷ ଅଭିବୃଦ୍ଧି ହାର ୫% ରହିଥିଲା। ଏହାର କାରଣ ବିଶ୍ୱ ଅର୍ଥ ବ୍ୟବସ୍ଥାରେ...
ବର୍ଷକୁ ଥରେ ଲକର ନଖୋଲିଲେ ବ୍ୟାଙ୍କ ଖୋଲିକି  ଦେଖିବ ଲକରରେ ଅଛି କଣ! ଯଦି ଆପଣଙ୍କର କୌଣସି ବ୍ୟାଙ୍କରେ ଲକର ରହିଛି ତେବେ ବର୍ଷକୁ ଅତିକମରେ ଥରୁଟିଏ ଏହାକୁ ଖୋଲିବା ଅନିବାର୍ଯ୍ୟ। କାରଣ ଆପଣ ଯଦି ବ୍ୟାଙ୍କ ଲକରକୁ ବର୍ଷକୁ ଥରେ ନଖୋଲନ୍ତି ତେବେ ବ୍ୟାଙ୍କ ଏମିତି କିଛି ପଦକ୍ଷେପ ନେବ ଯାହା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ। ଆସନ୍ତୁ ଜାଣିବା ବର୍ଷକୁ ଥରେ ଲକର ନଖୋଲିଲେ କଣ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୩୩ ସଂନ୍ଧ୍ୟା (ଅ।ଇ ଏସ୍ ଟି), ୩୦ ଜାନୁଆରି, ୨୦୨୦ ସେନସେକ୍ସ ହାର – ୪୦,୯୧୩.୮୨   ୨୮୪.୮୪ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ବାଜାଜ୍ ଅଟୋ: ୧.୪୮% ବୃଦ୍ଧି ରିଲାୟାନ୍ସ: ୨.୫୧% ହ୍ରାସ ଆଇସିଆଇସିଆଇ ବ୍ୟାଙ୍କ୍: ୦.୯୧% ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍: ୨.୧୩% ହ୍ରାସ ପାୱାରଗ୍ରିଡ କର୍ପୋରେସନ: ୦.୯୧% ବୃଦ୍ଧି ଅଲଟ୍ରାଟେକ୍ ସିମେଣ୍ଟ: ୧.୮୬% ହ୍ରାସ   ନିଫ୍ଟି ହାର ୧୨,୦୩୫.୮୦  ୯୩.୭୦ ହ୍ରାସ (ଏନ୍.ଏସ୍.ଇ) ଅଧିକ ଲାଭ...
ଆୟକର ବିଭାଗ ପାନ୍ ନମ୍ବର ସ୍ଥାନରେ ଆଧାର ନମ୍ବର ଦେବାକୁ ମଞ୍ଜୁରି ଦେଇଛି ତେବେ ଏଭଳି କରିବାବେଳେ ଭୁଲ ହେଲେ ଫାଇନ୍ ଦେବାକୁ ପଡ଼ିପାରେ। କରଦାତାଙ୍କ ସୁବିଧା ପାଇଁ ଆୟକର ବିଭାଗ ସେମାନଙ୍କୁ ପାନ୍ ନମ୍ବର ସ୍ଥାନରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବ୍ୟବହାର କରିବାକୁ ଅନୁମତି ଦେଇଛି। ତେବେ ଏଭଳି କରିବା ବେଳେ କରଦାତାଙ୍କୁ ଅଧିକ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। କାରଣ ଆପଣ ଯଦି ଭୁଲ...
ଅନଲାଇନରେ ଆଧାର ଠିକଣା ବଦଳାଇ ପାରିବେ, ଜାଣନ୍ତୁ କେମିତି? ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ଆହୁରି ଅନେକ ଜରୁରୀ କାମରେ ଆଧାର ନମ୍ବରର ଆବଶ୍ୟକତା ରହିଛି। ଏମିତିରେ ଆଧାର କାର୍ଡ ସୂଚନାରେ ପରିବର୍ତ୍ତନ ସମସ୍ତଙ୍କ ପାଇଁ ଗୋଟିଏ ବଡ଼ ମୁଣ୍ଡବିନ୍ଧା। ତେବେ ସରକାର ଆଧାର କାର୍ଡରେ ଠିକଣା ବଦଳାଇବାକୁ ଅଧିକ ସହଜ କରିଦେଇଛନ୍ତି। ଏବେ ଆପଣ ଅନଲାଇନରେ ସହଜରେ ଆଧାରରେ ଥିବା ଠିକଣାକୁ ବଦଳାଇ ପାରିବେ। ସେଲ୍ଫ ଡିକ୍ଲାରେସନ୍...