ଉଚ୍ଚଶିକ୍ଷା ବିଭାଗ ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ମଧ୍ୟ ଗୁରୁବାର ୫- ଟି ଅଧୀନକୁ ଆସିଛି। ଏନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। କୃଷି ବିଭାଗ ୫- ଟି ଅଧୀନକୁ ଆସିବା ପରେ ଏଣିକି ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ବିଭିନ୍ନ ବିଷୟରେ ଚାଷୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଚାଷୀମାନେ ସେମାନଙ୍କର ଅଭିଯୋଗକୁ କାଳିଆ ଅଭିଯୋଗ ପୋର୍ଟାଲ...
ସୁଭାଷ ଶତପଥୀ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ପାଟିରେ ରୂପା ଚାମଚ ଧରି ଜନ୍ମହୋଇ, ପରିବେଶ ଓ ପରିସ୍ଥିତିର ସୁଯୋଗ ନେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତିଙ୍କ ଉଦାହରଣ ଏ ଦୁନିଆରେ ବିରଳ ନୁହେଁ। ଏହି ସବୁ ଶ୍ରେଷ୍ଠ ବ୍ୟକ୍ତିଙ୍କ ସାଫଲ୍ୟ ପଛରେ ଅନେକ...
ଅଚାନକ ଅଧିକ ଟଙ୍କା ମିଳିଲେ ତାହା ଶୀଘ୍ର ଖର୍ଚ୍ଚ ହୋଇଯିବାର ଆଶଙ୍କା ଥାଏ। କୌଣସି ପ୍ରତିଯୋଗିତରେ ବିଜୟୀ ହେଲେ କିମ୍ବା ଲଟେରି ଜିତିଲେ ଆପଣଙ୍କ ହାତକୁ ଅଚାନକ ଅଧିକ ଟଙ୍କା ଆସିଯାଏ। ଏମତିରେ ଆପଣ ହଠାତ ଦାନବୀର ହରିଶ୍ଚନ୍ଦ୍ର ପାଲଟି ଯିବାର ସମ୍ଭାବନା ଥାଏ। ଏକ ଗବେଷଣାରୁ ଜଣାପଡିଛି ଯେ, ଅଚାନକ ଟଙ୍କା ପାଇଲା ପରେ ଲୋକ ତାକୁ ଶୀଘ୍ର ଖର୍ଚ୍ଚ କରି ଦେଇଥାନ୍ତି। ବାସ୍ତବରେ ଆପଣ ନିଜ ନିୟମିତ...
ଦିନେ ମାଣ୍ଡିଆ ଗରିବ ଲୋକଙ୍କ ଖାଦ୍ୟ ବୋଲି ଆମେ କହୁଥିଲୁ। କିନ୍ତୁ କୃଷି ଓଡ଼ିଶା ୨୦୨୦ ଲୋକଙ୍କର ସେହି ଧାରଣାକୁ ଭାଙ୍ଗି ଦେଇଛି। ଏହି ପ୍ରଦର୍ଶନୀର ଫୁଡ୍ ଜୋନ୍‌ରେ ମାଣ୍ଡିଆ ତିଆରି ବିଭିନ୍ନ ପାରମ୍ପରିକ ଏବଂ ଆଧୁନିକ ଖାଦ୍ୟ ପାଇଁ ଲୋକଙ୍କ ଆଗ୍ରହ ଦେଖିଲେ ଏ କଥା ସ୍ପଷ୍ଟ ହୋଇଥିଲା। ମାଣ୍ଡିଆର ଲଡ଼ୁ ଓ ମାଲ୍‌ପୁଆଠାରୁ କେକ୍‌, କୁକିଜ୍‌, ଏପରିକି ପିଜାର ମଜ୍ଜା ନେଇଥିଲେ ଲୋକେ। ମାଣ୍ଡିଆ ଉତ୍ପାଦନ କ୍ଷେତ୍ରରେ...
ବ୍ୟାଙ୍କ ଆକାଉଣ୍ଟ୍ କିମ୍ବା ଆର୍‌ଡି ଖୋଲି କରି ଯଦି ଆପଣ ସଂଚୟ କରୁଛନ୍ତି ବୋଲି ଭାବୁଛନ୍ତି ତେବେ ଏହା ଆପଣଙ୍କ ଭୁଲ ଧାରଣା.. ବଡ଼ ସଂଚୟ କରି ନପାରିବାର କାରଣ କମ ଦରମା ନୁହେଁ କାରଣ ଆପଣଙ୍କ ଆଖପାଖରେ ଏମିତି ଅନେକ ଲୋକଙ୍କୁ ଆପଣ ପାଇବେ ଯେଉଁମାନେ ମୋଟା ଦରମା ପାଆନ୍ତି କିନ୍ତୁ ଫଟା ପାହୁଲା ମଧ୍ୟ ସଂଚୟ କରି ପାରନ୍ତି ନାହିଁ। ଆମେ ଏଠାରେ ଆପଣଙ୍କୁ ଏମିତି ୯ଟି...
ଦରମାରୁ ଜାଣନ୍ତୁ ନୂଆରେ କେତେ ଦେବେ, ପୁରୁଣାରେ କେତେ ଦେବେ। ନୂଆ ଟ୍ୟାକ୍ସ ପ୍ଲାନ୍ ସେମାନଙ୍କ ପାଇଁ ଲାଭକାରୀ ଯେଉଁମାନେ କୌଣସି ପ୍ରକାରର କର ସଞ୍ଚୟକାରୀ ପ୍ଲାନରେ ନିବେଶ କରି ନାହାନ୍ତି। ସରକାର ଚାହାନ୍ତି ଯେ, ଆୟକର ବ୍ୟବସ୍ଥାର ସରଳୀକରଣ ହେଉ। ଯେଉଁମାନେ କୌଣସି ପ୍ରକାରର ନିବେଶ କରି ନାହାନ୍ତି ସେମାନଙ୍କୁ ମଧ୍ୟ ଫାଇଦା ମିଳୁ। ବିଶେଷଜ୍ଞଙ୍କ ଅନୁସାରେ ନୂଆ ସ୍ଲାବ ଏଭଳି ଚାକିରିଆଙ୍କ ପାଇଁ ଲାଭ ଜନକ ନୁହେଁ ଯେଉଁମାନେ...
ବୀମା କ୍ଷେତ୍ରରେ ସବୁଠାରୁ ବଡ଼ କମ୍ପାନି ଜୀବନବୀମା ନିଗମର ପ୍ରସ୍ତାବିତ ଆଇପିଓ ଆସନ୍ତା ଅକ୍ଟୋବର ବେଳକୁ ଆସିପାରେ। ସେତେବେଳେ ଏଲ୍‌ଆଇସିକୁ ଲିଷ୍ଟିଙ୍ଗ କରାଯିବ। କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାର ରବିବାର ଦିନ ଏହା କହିଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଘୋଷଣା ବେଳେ କହିଥିଲେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଭାରତୀୟ ଜୀବନବୀମା ନିଗମର ପ୍ରାରମ୍ଭିକ ସାର୍ବଜନୀନ ନିର୍ଗମନ ବା ଇନିସିଆଲ ପବ୍ଲିକ ଅଫରିଙ୍ଗ ଆସିବ। ରାଜୀବ କୁମାର...
ହିସାବ କହୁଛି ଯେ ଆୟକର ନିୟମ ଅନୁଯାୟୀ ବିଭିନ୍ନ କର ରିହାତି ପାଉଥିବା ବ୍ୟକ୍ତିଙ୍କ ପାଇଁ ପୁରୁଣା ଟ୍ୟାକ୍ସ ବ୍ୟବସ୍ଥା ହିଁ ଲାଭକାରୀ। ତେବେ ନୂଆ ବ୍ୟବସ୍ଥା କାହା ପାଇଁ ଦେବ ଫାଇଦା? ଆୟକରର ନୂଆ ଟ୍ୟାକ୍ସ ସ୍ଲାବ୍‌କୁ ନେଇ ସାରା ଦେଶରେ ଚାଲିଛି ହିସାବ କିତାବ। ବିଶେଷଜ୍ଞଙ୍କ ପ୍ରଥମ ପରାମର୍ଶ ହେଉଛି ଯେ, ଯଦି ଆପଣଙ୍କ ବାର୍ଷିକ ଆୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଏବଂ ସର୍ବନିମ୍ନ ଧାରା...
ନୂଆ ଆୟକର ନିୟମ ଅନେକଙ୍କ ମନରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ଆୟକର ବ୍ୟବସ୍ଥାରେ ଆଗରୁ ଯେଉଁ ସବୁ ଛାଡ଼ ରହିଥିଲା ତାହା ନୂଆ ନିୟମରେ ହଟାଇ ଦିଆଯାଇଛି। ବଜେଟ ୨୦୨୦ ଆୟକରଦାତାଙ୍କ ଦ୍ୱନ୍ଦ୍ୱ ବଢ଼ାଇ ଦେଇଛି। କାରଣ ଆୟକର ପୈଠ ପାଇଁ ପୁରୁଣା ଓ ନୂଆ - ଏଭଳି ଦୁଇଟି ବ୍ୟବସ୍ଥା ସେମାନଙ୍କ ସାମ୍ନାରେ ଅର୍ଥମନ୍ତ୍ରୀ ରଖିଛନ୍ତି। ସରକାରଙ୍କ କହିବା କଥା ଯେ, ଆୟକରଦାତା ନିଜ ଇଚ୍ଛା ଅନୁଯାୟୀ...
୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଚଳିତ ବଜେଟ୍‌ରେ ବିଭିନ୍ନ କ୍ଷେତ୍ର ପ୍ରତି ଗୁରୁତ୍ୱ ଦିଆଯାଇଛି। ତେବେ କେଉଁ ସେକ୍ଟର ପ୍ରତି କେତେ ଟଙ୍କା ବ୍ୟୟବରାଦ ହୋଇଛି ଜାଣନ୍ତୁ। ସ୍ୱଚ୍ଛ ଭାରତ ପାଇଁ ୧୨,୩୦୦ କୋଟି ମୋଦୀ ସରକାରଙ୍କ ସବୁଠୁ ବଡ଼ ଫ୍ଲେକ୍ସିବୁଲ୍‌ କାର୍ଯ୍ୟକ୍ରମ ହେଉଛି ‘ସ୍ୱଚ୍ଛ ଭାରତ’। ପରିବେଶକୁ ସ୍ୱଚ୍ଛତା ରଖିବାର ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଥିଲା।...