ବଡ଼ ପରିବାର ହୋଇଥିଲେ ସମସ୍ତଙ୍କ ପାଇଁ ଅଲଗା ଅଲଗା ବୀମା ନେବା ତୁଳନାରେ ଫ୍ଲୋଟର ପ୍ଲାନ୍ ଶସ୍ତା। କମ ପ୍ରିମିୟମରେ ମିଳିବ ଅଧିକ ଆର୍ଥିକ ସୁରକ୍ଷା। କରୋନା ଭାଇରସ ଦେଶବ୍ୟାପି ଆତଙ୍କ ସୃଷ୍ଟି କରିଛି। ଏମିତିରେ ଯଦି ଆପଣ ସ୍ୱାସ୍ଥ୍ୟବୀମା ନେଇଛନ୍ତି ତେବେ ଆପଣଙ୍କର ଚିନ୍ତା କରିବାର କିଛି ନାହିଁ। କିନ୍ତୁ ବଡ଼ ପରିବାର ହୋଇଥିଲେ ଘରର ପ୍ରତି ସଦସ୍ୟଙ୍କ ପାଇଁ ଅଲଗା ଅଲଗା ସ୍ୱାସ୍ଥ୍ୟବୀମା ନେବା ଆପଣଙ୍କ ପାଇଁ...
କରୋନା ମହାମାରୀ କରାଣରୁ ନିବେଶକ ପ୍ରଥମରୁ ହିଁ ଭୟଭୀତ ଥିଲେ। ଏହାଭିତରେ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ମ୍ୟୁଚୁଆଲ ଫଣ୍ଡ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମକୁ ବନ୍ଦ କରିଛି। ଏହା ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ଭୟକୁ ଆହୁରି ବଢାଇ ଦେଇଛି। ସାରା ଦେଶରେ ଲକଡାଉନ୍। ଏହାରି ଭିତରେ ଦେଶର ଅଗ୍ରଣୀ ମ୍ୟୁଚୁଆଲ ଫଣ୍ଡ୍ କମ୍ପାନି ଫ୍ରାଙ୍କଲିନ୍ ଟେମ୍ପଲଟନ୍ ନିଜ ତରଫରୁ ୬ଟି କ୍ରେଡିଟ୍ ସ୍କିମ୍ ଫଣ୍ଡ ବନ୍ଦ କରିବା ପାଇଁ ନିଷ୍ପତ୍ତି...
ସୁନାକୁ ଅଳଙ୍କାର ହିସାବରେ କିଣାଯାଇ ପାରିବ ତେବେ ଏଥିରେ କ୍ୱାଲିଟି, ସୁରକ୍ଷା ଓ ଅଧିକ ମୁଲ୍ୟର ଚିନ୍ତା ରହିଥାଏ। ତେଣୁ ଆର୍ଥିକ ବିଶେଷଜ୍ଞ ଫିଜିକାଲ ଫର୍ମରେ ସୁନାରେ ନିବେଶ କରିବାକୁ ମନା କରିଥାନ୍ତି। କୋଭିଡ୍-୧୯ ମହାମାରୀ ସାରା ବିଶ୍ୱ ଅର୍ଥନୀତି ଉପରେ ବିଶେଷ ଭାବେ ପ୍ରଭାବ ପକାଇଛି। ଏହାର ସୁନାର ଦାମକୁ ମଧ୍ୟ ବଢାଇ ଦେଇଛି। କିଛି ଦିନ ମଧ୍ୟରେ ଏହାର ମୁଲ୍ୟରେ ବ୍ୟାପକ ବୃଦ୍ଧି ଘଟିଛି। ଯେହେତୁ ଅନ୍ତରାଷ୍ଟ୍ରିୟ...
କରୋନା କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥାରେ ପ୍ରବେଶ କରିଛି ,ଯେଉଁଥିପାଇଁ ନିବେଶକଙ୍କୁ କ୍ଷତିର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଏହି ମ୍ୟୁଚୁଆଲ ଫଣ୍ଡ୍ ଆପଣଙ୍କୁ ଦେଇପାରେ ଲାଭ। କରୋନା ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଛି। ନିବେଶକ, ନିବେଶ ଜାରି ରଖିବେ କି ବଜାରରୁ ବାହାରିଯିବେ ତାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି। ଏମିତିରେ ମ୍ୟୁଚୁଆଲ ଫଣ୍ଡ୍ ଆଡଭାଇଜରଙ୍କ ପରାମର୍ଶ ହେଉଛି ଲାର୍ଜ୍ କ୍ୟାପ୍ ଫଣ୍ଡରେ ନିବେଶ କରନ୍ତୁ। ଆର୍ଥିକ ପରାମର୍ଶଦାତ୍ତାଙ୍କ କହିବା...
ଲମ୍ବା ଅବଧି ପାଇଁ ନିବେଶ କରୁଥିବା ନିବେଶକଙ୍କ ଆର୍ଥିକ ଅବସ୍ଥା ଯଦି ଭଲ ଅଛି ତେବେ ସେମାନେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ଜାରି ରଖିବା ଉଚିତ। ଆଇଆଇଟି ହାଇଦ୍ରାବାଦ ପକ୍ଷରୁ ମ୍ୟୁଚୁଆଲ ଫଣ୍ଡକୁ ନେଇ ଏକ ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନ ଅନୁସାରେ ବର୍ତ୍ତମାନ ତ୍ରୟମାସରେ ଯଦି ସ୍କିମର ନେଟ୍ ଆସେଟ୍ ଭ୍ୟାଲୁ ଅର୍ଥାତ ଏନଭିରେ କୌଣସି ଅବନତି ପରିଲକ୍ଷିତ ହେଉନାହିଁ ତେବେ ନିବେଶକଙ୍କ ପକ୍ଷରେ ନିବେଶକୁ ଜାରି ରଖିବା...
କରଦାତା ନୂଆ ଆର୍ଥିକ ବର୍ଷ ଆରମ୍ଭରେ ପୁରୁଣା ଟ୍ୟାକ୍ସ ସ୍ଲାବ୍ ଚୟନ କରି ନିଜ ନିଯୁକ୍ତିଦାତାଙ୍କ ସୂଚିତ କରିଥିବେ କିନ୍ତୁ ପରେ  ଯଦି ସେ ଅନୁଭବ କରନ୍ତି ଯେ, ନୂଆ ସିଷ୍ଟମ ତାଙ୍କ ପାଇଁ ଭଲ ତେବେ ସେ ଆଇଟିଆର ଫାଇଲ କରିବା ବେଳେ ନିଜ ଇଛା ମୁତାବକ ସିଷ୍ଟମ ବାଛି ପାରିବେ। ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇ ସାରିଛି। ଆପଣ ନୂଆ କି ପୁରୁଣା କେଉଁ ସିଷ୍ଟମରେ...
ରିଲାଏନ୍ସର ‘ଜିଓମାର୍ଟ’ ଏବଂ ଫେସବୁକ୍‌ର ‘ହ୍ୱାଟ୍ସଆପ୍‌’ ମିଳିତ ଭାବେ ଭାରତର ଲକ୍ଷ ଲକ୍ଷ କିରାନା ଦୋକାନ ଏବଂ ଗ୍ରାହକଙ୍କୁ ନିଜ ସହ ଯୋଡ଼ିବାର ଲକ୍ଷ ରଖିଛନ୍ତି। ଫେସବୁକ୍ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ହେଲା ବଡ଼ ଚୁକ୍ତି ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ଫେସବୁକ୍ ଜିଓର ୯.୯ ପ୍ରତିଶତ ସେୟାର କିଣିବ ଫେସବୁକ୍ ‘ଜିଓ ମାର୍ଟ’ରେ ଯୋଡ଼ି ହେବେ କିରାନା ଦୋକାନୀ ହ୍ୱାଟ୍ସଆପ୍‌ ଜରିଆରେ ଦୋକାନୀ-ଗ୍ରାହକଙ୍କୁ ଯୋଡ଼ିବା...
ଆୟକର ବିଭାଗର ସ୍ପଷ୍ଟୀକରଣ ଆପଣଙ୍କ ମନର ସବୁ ସନ୍ଦେହ ଦୂର କରିବ। ଆୟକରର ନୂଆ ସିଷ୍ଟମକୁ ବାଛୁଥିବା କରଦାତାଙ୍କ ସମସ୍ୟାର ସମାଧାନ ପାଇଁ ବିଭାଗ ତରଫରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ଯଦି ଆପଣ ନୂଆ ଟ୍ୟାକ୍ସ ବିକଳ୍ପ ବାଛିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ସ୍ଫଷ୍ଟୀକରଣ ବିଷୟରେ ଜାଣିବାକୁ ହେବ। ୨୦୨୦ ବଜେଟରେ ସରକାର କମ ଟ୍ୟାକ୍ସ ଦରର ନୂଆ ବିକଳ୍ପ ଅଣିଛନ୍ତି। ଯାହା ଏପ୍ରିଲ ୧, ୨୦୨୦ରୁ ଲାଗୁ ହୋଇଛି।...
ମ୍ୟୁଚୁଆଲ ଫଣ୍ଡ କ’ଣ,ଏଥିରେ ପୁଞ୍ଜି ନିବେଶ କେମିତି କରାଯାଏ? ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ। ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ...
ଲୋନ୍ ନେଉଥିଲେ ଲାଭରେ ରହିବେ କିନ୍ତୁ ଫିକ୍ସଡ ଡିପୋଜିଟ୍ କରିଥିଲେ କ୍ଷତି ସହିବେ।  କରୋନା ଦ୍ୱାରା ପ୍ରଭାବିତ ଭାରତର ଅର୍ଥନୀତିକୁ ପୁଣିଥରେ ଟ୍ରାକ୍‌କୁ ଆଣିବା ପାଇଁ ରିଜର୍ଭ ବ୍ୟାଙ୍କ ଶୁକ୍ରବାର ଦିନ ଅନେକ ଘୋଷଣା କରିଛି। ଯାହାମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଅର୍ଥନୀତିରେ ନଗଦ ପ୍ରବାହକୁ ବଢ଼ାଇବା। ଅର୍ଥନୀତିରେ ନଗଦ ପରିମାଣ ବଢିଲେ ବ୍ୟାଙ୍କ ନିଜ ଗ୍ରାହକଙ୍କଠାରୁ ଲୋନ୍ ଉପରେ ସୁଧ କମ କରିପାରିବ। ତେବେ ବ୍ୟାଙ୍କରେ ଯେଉଁମାନେ ଫିକ୍ସଡ...