ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ’ଣ ଅଛି? କଣ ବିକଳ୍ପ...
ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ.. ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ...
ଖୁବଶୀଘ୍ର ଭାରତରେ ଲଞ୍ଚ୍ ହେବାକୁ ଯାଉଛି 'ହ୍ୱାଟ୍‌ସଆପ୍ ପେ'। ଗୁଗୁଲ ପେ, ଫୋନ୍‌ ପେ' ଭଳି ଏଣିକି ଲୋକେ 'ହ୍ୱାଟ୍‌ସଆପ୍‌ରେ ମଧ୍ୟ ଟଙ୍କା ପଠାଇପାରିବେ। ନାସନାଲ ପେମେଣ୍ଟ୍ କର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଏହାକୁ ସବୁଜ ସଙ୍କେତ ଦେଇଛି। ଫଳରେ ଖୁବ୍‌ଶୀଘ୍ର ଏହାକୁ ଭାରତରେ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଦୀର୍ଘ ଦୁଇ ବର୍ଷ ଧରି କମ୍ପାନି ଏହାର ଟେଷ୍ଟିଂ ଜାରି ରଖିଥିଲା। ବର୍ତ୍ତମାନ ଏନ୍‌ପିସିଆଇର ସବୁଜ ସଙ୍କେତ...
ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ...
ଟିକେ ସାହସ କରନ୍ତୁ ଓ ବଜାରରେ ପୁଞ୍ଜି ଖଟାନ୍ତୁ, ହୁଏତ ମାର୍କେଟ୍ ଆପଣଙ୍କୁ କରିଦେବ ମାଲାମାଲ। ଦେଶର ଅର୍ଥନୀତିକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ବଜାର ମାନ୍ଦା ଅଛି। ଆଗକୁ ବିପଦ ଆସୁଛି। ଏମିତି ଚର୍ଚ୍ଚା ଆପଣଙ୍କ କାନରେ ମଧ୍ୟ ପଡ଼ିଥିବ। ଯଦି ଆପଣ ନିବେଶକାରୀ କିମ୍ବା ନିବେଶ କରିବାକୁ ଚାହୁଁଛନ୍ତି କିନ୍ତୁ ବଜାରର ଚାଲୁ ଅବସ୍ଥା ଆପଣଙ୍କୁ ଡରାଉଛି, ତେବେ ବେଶି ଡରନ୍ତୁ ନାହିଁ। ୨୦୦୮ର ଅନ୍ତର୍ଜାତୀୟ ମାନ୍ଦାବସ୍ଥା କଥା ଚିନ୍ତା କରନ୍ତୁ। ଉତ୍ତର ଆପଣଙ୍କୁ ମିଳିଯିବ।   ୨୦୦୮ରେ ସେୟାର ବଜାରର ସୂଚକାଙ୍କ ୨୧,୦୦୦ରୁ ଖସି...
ୟୁଏଲ୍‌ଆଇପି ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ହୋଇଛି ନୂଆ ଗାଇଡ୍ ଲାଇନ୍, ପ୍ରିମିୟମ ପ୍ରଥମ ଥର ବନ୍ଦ ହେବାର ତିନି ବର୍ଷ ଭିତରେ ପୁଣିଥରେ କରିହେବ ରିଭାଇଭ୍।  ୟୁନିଟ୍ ଲିଙ୍କଡ୍ ଇନ୍‌ସୁରାନ୍ସ ପ୍ଲାନ (ULIP) ଓ ଅନ୍ୟ ପାରମ୍ପାରିକ ଜୀବନ ବୀମା ପଲିସି ପାଇଁ ଜାରି ନୂଆ ଗାଇଡ୍ ଲାଇନ୍ ୧ ଫେବ୍ରୁଆରିରୁ ଲାଗୁ ହୋଇ ସାରିଛି। ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ୍‌ ଡେଭେଲୋପ୍‌ମେଣ୍ଟ ଅଥରିଟି...
ଅଟୋ ଏକ୍ସସ୍ପୋ ୨୦୨୦ରେ ଅଟୋ ମୋବାଇଲ କମ୍ପାନି ମହିନ୍ଦ୍ରା ପକ୍ଷରୁ ଏକ ଇଲେକ୍ଟ୍ରିକ୍ ସ୍କୁଟର ପ୍ରଦର୍ଶିତ ହୋଇଛି। ଏହି ସ୍କୁଟରର ନାଁ ରଖାଯାଇଛି e-Ludix। ଏହା ୫୦ ସିସିର ଦୁଇ ଚକିଆ ଗାଡ଼ି  ପୂରାପୂରି ଇଲେକ୍ଟ୍ରିକ୍। ମହିନ୍ଦ୍ରା ପକ୍ଷରୁ ଏହା ଭାରତରେ ତିଆରି କରାଯାଉଛି ଓ ଫ୍ରାନ୍ସ ମାର୍କେଟରେ କମ୍ପାନିର ସବ୍ସିଡିଆରି Peugeot ଜରିଆରେ ବିକ୍ରି କରୁଛନ୍ତି। ଏବେ ଏହି ଗାଡ଼ିକୁ ଭାରତରେ ବି ବିକ୍ରି କରିବା ପ୍ରସ୍ତୁତି ଆରମ୍ଭ...
ଏକାଧିକ ସେଭିଂ ଆକାଉଣ୍ଟ୍ ଖୋଲି ଇନକମ୍ ଟ୍ୟାକ୍ସ ଫାଙ୍କିବା ଯୁଗ ଶେଷ। ଅଧିକ ସେଭିଂ ଆକାଉଣ୍ଟ ରଖିବା ଅର୍ଥ କନଫ୍ୟୁଜନ ଦୁଇରୁ ତିନୋଟି ଆକାଉଣ୍ଟ ରଖନ୍ତୁ ଗୋଟିଏ ମୁଖ୍ୟ ସେଭିଂ ଆକାଉଣ୍ଟ ରଖନ୍ତୁ, ସେଥିରୁ ବାକି ଆକାଉଣ୍ଟକୁ ବାଲାନ୍ସ ଟ୍ରାନସଫର କରନ୍ତୁ ମୁଖ୍ୟ ଆକାଉଣ୍ଟରେ ଇଲେକଟ୍ରୋନିକ୍ ଟ୍ରାନସଫର ଆକ୍ଟିଭ୍ କରନ୍ତୁ ଆପଣ ଯଦି ଘରୋଇ କ୍ଷେତ୍ରରେ କାମ କରୁଥିବେ ତେବେ ଏକାଧିକ ସେଭିଂ ଆକାଉଣ୍ଟ ଅପରେଟ୍ କରିବା ଅନୁଭବ ଆପଣଙ୍କର...
ଏୟାରଟେଲ୍ ଗ୍ରାହକଙ୍କ ପାଇଁ ଖୁସି ଖବର। ଏଣିକି ଏୟାରଟେଲ୍ ସିମ୍ ବ୍ୟବହାର କରୁଥିବା ଗ୍ରାହକମାନେ ୧୪୯ ଟଙ୍କାରେ ଅନଲିମିଟେଡ୍ କଲିଂ ସହ ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଟେଲିକମ୍ ଜଗତରେ ଲାଗି ରହିଥିବା ପ୍ରତିଯୋଗିତାକୁ ଦେଖି ଏୟାରଟେଲ୍ ଏହି ପ୍ଲାନ୍ ଆଣିଛି। ଏଥିରେ ଗ୍ରାହକମାନେ ୧୪୯ ଟଙ୍କା ରିଚାର୍ଜ କରି ୨୮ ଦିନ ପାଇଁ ଯେକୌଣସି ନେଟୱାର୍କକୁ ଅନଲିମିଟେଡ୍  କଲ୍ କରିପାରିବେ। ଏଥିସହିତ ଏହି ପ୍ଲାନରେ ଗ୍ରାହକଙ୍କୁ ୨ଜିବିର ମାଗଣା ଡାଟା...
ଗୃହ ବୀମା ଆପଣଙ୍କୁ ପ୍ରାକୃତିକ ବିପଦର ମୁକାବିଲା ପାଇଁ ତୟାର ରଖେ କାରଣ ଆପଣ ଘର ଥରୁଟିଏ ତିଆରି କରନ୍ତି.. ଘର ଆମ ସମସ୍ତଙ୍କ ସ୍ୱପ୍ନ। ସାଧାରଣତଃ ଜଣେ ମଧ୍ୟବିତ ପରିବାର କିମ୍ବା ନିମ୍ନ ମଧ୍ୟବିତ ପରିବାର ଜୀବନରେ ଥରଟିଏ ଘର ତିଆରି କରନ୍ତି। ଘର ଗୋଟିଏ ଥରର ନିବେଶ ହୋଇଥାଏ। ଆମେ କେହି ମଧ୍ୟ ବାରମ୍ବାର ଘରେ ନିବେଶ କରିବାକୁ ଚାହୁଁନା କି କରୁନା। କିନ୍ତୁ ଦୁର୍ଭାଗ୍ୟବଶତଃ ଘର ସରିଗଲା...