ଶିକ୍ଷାଋଣ ପାଇବାକୁ ଚାହୁଁଥିଲେ ଜାଣନ୍ତୁ କ’ଣ ରହିଛି ସର୍ତ୍ତ? ଶିକ୍ଷାଋଣ ନେବା ପୂର୍ବରୁ କ’ଣ କରିବେ କୌଣସି ପ୍ରକାର ଶିକ୍ଷାଋଣ କରିବା ପୂର୍ବରୁ ଆପଣ ଯେଉଁ କୋର୍ସ ବା ପାଠ୍ୟକ୍ରମ ପଢିବାକୁ ଚାହୁଁଛନ୍ତି ସେ ସମ୍ପର୍କରେ ଭଲ ଭାବେ ଜାଣିରଖିବା ଆବଶ୍ୟକ। ଏହି ପାଠ୍ୟକ୍ରମରେ ଆପଣ ଭବିଷ୍ୟତରେ କି ପ୍ରକାର ଲାଭ ପାଇବେ ତାହା ଜାଣନ୍ତୁ। ସେହିପରି ଆପଣ ଯେଉଁ ଶିକ୍ଷାନୁଷ୍ଠାନରେ ପଢିବେ, ଉକ୍ତ ଶିକ୍ଷାନୁଷ୍ଠାନ ଏହି ପାଠ୍ୟକ୍ରମ ଉପରେ କିଭଳି...
ନିବେଶ ମାମଲାରେ ‘ସନ୍ଦେହ’ ଜରୁରୀ, ସନ୍ଦେହ କରିବେ ତ’ ଫାଇଦାରେ ରହିବେ। ଆପଣ ନିଜ ଆୟକୁ ବଢ଼ାଇବା ପାଇଁ ନିବେଶ କରିବାକୁ ଚାହାନ୍ତି। ଆପଣଙ୍କୁ ବନ୍ଧୁବାନ୍ଧବ ପରାମର୍ଶ ଦିଅନ୍ତି ଏଥିରେ ଟଙ୍କା ଲଗାଅ, ସେଥିରେ ଲଗାଅ। ଏମିତି ପରିସ୍ଥିତିରେ ଆପଣ ସମସ୍ତଙ୍କ ପରାମର୍ଶ ମାନି ନିଅନ୍ତି କି? ଯଦି ଆପଣଙ୍କ ଉତ୍ତର ହେଉଛି ହଁ, ତେବେ ଆପଣ ଭୁଲ କରୁଛନ୍ତି। ହୁଏତ ସମସ୍ତଙ୍କ ପରାମର୍ଶକୁ ଗ୍ରହଣ କରିବାର ଏହି ଅଭ୍ୟାସ...
ଭାରତୀୟ ଅର୍ଥନୀତିର ସଞ୍ଚୟ ଭାଗିଦାରି କମ ହେବାରେ ଲାଗିଛି। ୨୦୧୧-୧୨ରେ ଏହା ଜିଡିପିର ୩୪.୬ ପ୍ରତିଶତ ଥିଲା, ଏବେ ଯାହା ୨୦୧୮-୧୯ରେ ଏହା ୩୦.୧ ପ୍ରତିଶତ ରହିଯାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଆମ ସଞ୍ଚୟ ଉପରେ ଭାରି ପଡ଼ିଛି। ମାନ୍ଦାବସ୍ଥା ଏତେ ଗମ୍ଭୀର ଯେ, ଏହା ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଘରୋଇ ସଞ୍ଚୟରେ ହ୍ରାସ କାରଣରୁ ଦେଶର ମାକ୍ରୋ-ଇକୋନମିର ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ନିବେଶ କମ ହେବା...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୨୦ ଫେବ୍ରୁଆରି, ୨୦୨୦ ସେନସେକ୍ସ ହାର – ୪୧,୧୭୦.୧୨  ୧୫୨.୮୮ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଇଣ୍ଡସିଣ୍ଡ ବ୍ୟାଙ୍କ୍: ୩.୫୭ % ବୃଦ୍ଧି ଏସିଆନ୍ ପେଣ୍ଟସ: ୨.୩୦ % ହ୍ରାସ ଟାଟା ଷ୍ଟିଲ୍: ୨.୪୮ % ବୃଦ୍ଧି ଏଚୟୁଏଲ୍: ୧.୮୫ % ହ୍ରାସ ଏସବିଆଇ: ୨.୩୧ % ବୃଦ୍ଧି ଟିସିଏସ୍ : ୧.୭୫ % ହ୍ରାସ ନିଫ୍ଟି...
ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା ଟ୍ୟାକ୍ସ ବଞ୍ଚାଇଥାନ୍ତି କିନ୍ତୁ ଖୁବ କମ ଲୋକ ଏବାବଦରେ ଜାଣନ୍ତି। ଆର୍ଥିକ ବର୍ଷ ଶେଷ ହେବାକୁ ଖୁବକମ ଦିନ ବାକି ଅଛି। ୩୧ ମାର୍ଚ୍ଚ ପୂର୍ବରୁ ଟ୍ୟାକ୍ସ ପ୍ଲାନିଂ କରିବାକୁ ପଡ଼ିବ। ଟ୍ୟାକ୍ସ ବଞ୍ଚାଇବାକୁ ସାଧାରଣତଃ ଆମେ ନିଜ ହିସାବରେ ନିବେଶ କରିଥାଉ, ଯାହା କର ରିହାତି ଦେଇଥାଏ। କିନ୍ତୁ ଏଭଳି ଅନେକ ନିବେଶ ଓ ଖର୍ଚ୍ଚ ରହିଛି ଯାହା...
ଆମେ ନିଜ ସଞ୍ଚୟ ସୁରକ୍ଷିତ ରଖିବାକୁ ବ୍ୟାଙ୍କ ମୁହଁ ହୋଇଥାଉ। ଆମ ଦେଶର ଲକ୍ଷାଧିକ ଲୋକ ନିଜ ଝାଳବୁହା ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁରକ୍ଷିତ ଅନୁଭବ କରିଥାନ୍ତି। କିନ୍ତୁ ବେଳେ ବେଳେ ପିଏମସି ବ୍ୟାଙ୍କ ଦୁର୍ନିତି ଭଳି ଘଟଣା ଆମ ବିଶ୍ୱାସକୁ ଦୋହଲାଇ ଦେଇଥାଏ। ଲୋକ ବ୍ୟାଙ୍କରେ ଟଙ୍କା ଜମା ତ’ କରୁଛନ୍ତି କିନ୍ତୁ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଉଠିଥାଏ, ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ...
ସୁରକ୍ଷା ଓ ସୁଧ ଦୃଷ୍ଟିରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଭଲ, ମିଳେ ଅଧିକ ରିଟର୍ଣ୍ଣ ଓ ପୂରା ନିବେଶର ସୁରକ୍ଷା ଗ୍ୟାରେଣ୍ଟି। ଆୟରୁ ହୋଇଥାଏ ସଂଚୟ। ସଂଚୟ କରିବା ପଛର କାରଣ ହେଉଛି ସୁରକ୍ଷିତ ଆର୍ଥିକ ଭବିଷ୍ୟତ। ସଂଚୟ କରିବା ବେଳେ ଜଣେ ବ୍ୟକ୍ତି ସବୁବେଳେ ଏହା ଦେଖିଥାନ୍ତି ଯେ, ସେ ନିବେଶକୁ କେତେ ରିଟର୍ଣ୍ଣ ପାଇବେ ଓ ତାଙ୍କ ନିବେଶ କେତେ ସୁରକ୍ଷିତ ରହିବ। ଏମିତିରେ ଅନେକଙ୍କ ପାଇଁ...
ମାନସ ପଣ୍ଡା ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ରାଜ୍ୟ କି ଦେଶ ବାହାରକୁ ଗଲେ ସମସ୍ତଙ୍କ ପରି ସେ ପାହାଡ଼-ଝରଣା ଘୂରି ବୁଲନ୍ତିନି - ନୂଆ ଟେକ୍ନୋଲୋଜି ଖୋଜନ୍ତି ବିଦେଶର କେଉଁ ଭଲ ଜିନିଷଟି ଓଡ଼ିଶା ମାଟିକୁ ଆଣିହେବ ସେ କଥା ଚିନ୍ତା କରନ୍ତି।...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ - ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୩୦ ସନ୍ଧ୍ୟା (ଅ।ଇ ଏସ୍ ଟି), ୧୯ ଫେବ୍ରୁଆରି ୨୦୨୦ ସେନସେକ୍ସ ହାର – ୪୧,୩୨୩  ୪୨୮.୬୨ ବୃଦ୍ଧି (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଏଚୟୁଏଲ୍: ୨.୭୪% ବୃଦ୍ଧି ଟାଟା ମୋଟର୍ସ: ୨.୨୦ % ହ୍ରାସ ବାଜାଜ୍ ଫାଇନାନ୍ସ: ୨.୭୯% ବୃଦ୍ଧି ସନ୍ ଫାର୍ମା: ୧.୩୩ % ହ୍ରାସ ରିଲାୟାନ୍ସ: ୨.୬୦% ବୃଦ୍ଧି ଟିସିଏସ୍ : ୦.୯୩ % ହ୍ରାସ   ନିଫ୍ଟି ହାର ୧୨,୧୨୫.୯୦  ୧୩୩.୪୦ ବୃଦ୍ଧି...