ଜାଣନ୍ତୁ ଜିଏସ୍‌ଟି କ'ଣ? ଜିଏସଟି ଅର୍ଥାତ ଗୁଡସ ଆଣ୍ଟ୍ ସର୍ଭିସ ଟ୍ୟାକ୍ସ। ଏହି ଟ୍ୟାକ୍ସ ସେତେବେଳେ ଲାଗେ ଯେତେବେଳ ଆପଣ କୌଣସି ଉତ୍ପାଦ କିମ୍ବା ସେବା କିଣିଥାନ୍ତି। ଏହିପରି ଜିଏସଟି ହେଉଛି ଆମ ଉପରେ ଲାଗୁଥିବା ଅପ୍ରତ୍ୟକ୍ଷ କର। କେନ୍ଦ୍ର ସରକାର ୨୦୧୭ ମସିହାରେ ଏହି ଟ୍ୟାକ୍ସକୁ ଲାଗୁ କରିଥିଲେ। ଏହା ପୂର୍ବରୁ ସେଲ୍ ଟ୍ୟାକ୍ସ, ସର୍ଭିସ ଟ୍ୟାକ୍ସ, ଏକ୍ସାଇଜ୍ ଟ୍ୟାକ୍ସ ଭଳି ଅନେକ ଟ୍ୟାକ୍ସ ଥିଲା। ଜିଏସଟି ହେଉଛି...
ଏବେ ଆପଣ ଯାହା କରୁଛନ୍ତି ତାହା ଆପଣଙ୍କ ଆର୍ଥିକ ଭବିଷ୍ୟତକୁ ପ୍ରଭାବିତ କରିବ। ବିଲ୍ ଗେଟସ ଥରେ କହିଥିଲେ, ଗରିବ ହୋଇ ଜନ୍ମ ହେବା ପାପ ନୁହେଁ କିନ୍ତୁ ଗରିବ ହୋଇ ମରିବା ପାପ। ଆମକୁ ସବୁବେଳେ ନିଜ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରୟାସ କରିବାକୁ ପଡ଼ିବ। ଯଦି ଆମେ ଉଦ୍ୟମ କରୁନେ ତେବେ ଆମେ ନିଜ ପ୍ରତି ଅନ୍ୟାୟ କରୁଛେ। ଭବିଷ୍ୟତରେ ଆପଣ ଆର୍ଥିକ ଭାବେ କେତେ...
କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଙ୍ଗଳବାର କୋରାପୁଟ ଦାମନଯୋଡ଼ି ନାଲ୍‌କୋର କ୍ରସର ଏବଂ କନ୍‌ଭେୟରର ସିଷ୍ଟମ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରଣାଳି ଦ୍ୱାରା କମ୍ପାନୀର ଆଲୁମିନା ବିଶୋଧନର ପଞ୍ଚମ ସ୍ରୋତ ପାଇଁ ବକ୍ସାଇଟ୍ ଯୋଗାଣ ବୃଦ୍ଧି ହୋଇପାରିବ। ଏହି ପ୍ରକଳ୍ପଟି ଏପ୍ରିଲ ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଓ ଏଥିପାଇଁ ପ୍ରକଳ୍ପ ମୂଲ୍ୟ ୪୮୩ କୋଟି ରହିଛି। ଏନେଇ ପ୍ରହ୍ଲାଦ ଯୋଶୀ କହିଛନ୍ତି, "ଆଗାମୀ...
ଦମ୍‌ଦାର କ୍ୟାମେରା ଏବଂ ପାୱାରଫୁଲ୍‌ ପ୍ରୋସେସର ସହ ଭାରତରେ ଲଞ୍ଚ୍‌ ହୋଇଯାଇଛି iQOO 3 ସ୍ମାର୍ଟଫୋନ୍‌। ଭାରତରେ ଲଞ୍ଚ୍‌ ହୋଇଥିବା ଏହା ହେଉଛି ଦ୍ୱିତୀୟ 5G ସ୍ମାର୍ଟଫୋନ୍‌। ମଙ୍ଗଳବାର ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଭାରତରେ ଲଞ୍ଚ୍‌ କରାଯାଇଛି। 5G ସହିତ କମ୍ପାନି ଏହାର 4G ଭାରିଏଣ୍ଟ ମଧ୍ୟ ବଜାରକୁ ଛାଡ଼ିଛି।  ମୂଲ୍ୟ କମ୍ପାନି iQOO 3 ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ସହ ଲଞ୍ଚ୍‌ କରିଛି। ଦୁଇଟି 4G ଏବଂ...
ଆର୍ଥିକ ବୋଝ ନଥିବା ସମୟ ହିଁ ନିବେଶର ସୁବର୍ଣ୍ଣ କାଳ। ଆପଣଙ୍କ ବୟସ ୪୫। ଏବେ ଆପଣଙ୍କୁ ଭବିଷ୍ୟତ ଚିନ୍ତା ଘାରିବାରେ ଲାଗିଲାଣି। ଅବସର ପରେ ଚଳିବା ପାଇଁ ଆପଣ ୧ କୋଟିର ନିବେଶ ଚାହୁଁଛନ୍ତି। କାରଣ ଆପଣ ଭାବୁଛନ୍ତି ଏତିକି ଜମାରାଶି ଜୀବନଶୈଳି ବଜାୟ ରଖିବାକୁ ଯଥେଷ୍ଟ। କିଛି ସଞ୍ଚୟ କରି ଆପଣ ସେହି ଲକ୍ଷ୍ୟ ଛୁଇଁବାକୁ ଚାହୁଁଛନ୍ତି। ଏଥିପାଇଁ ଆପଣ ଜଣେ ଫାଇନାନ୍ସିଆଲ ପ୍ଲାନରଙ୍କ ପାଖକୁ ପରାମର୍ଶ...
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ବିକ୍ରି ହେବ ବୋଲି ଭାରତ ସରକାର ଘୋଷଣା କରିଦେଇଛନ୍ତି। ଗତ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଏଥିପାଇଁ ଟେଣ୍ଡର ପକାଇବାକୁ ହେବ। ପୂର୍ବରୁ ଟାଟା ଗ୍ରୁପ୍‌ ଏହାକୁ କିଣିବା କଥା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଅଦାନୀ ଗ୍ରୁପ୍‌ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇପାରେ ବୋଲି ଶୁଣିବାକୁ ମିଳୁଛି। ଭାରତୀୟ ବିଜିନେସ୍‌ ଟାଇକୁଣ୍ଡ୍‌ ଗୌତମ ଅଦାନୀଙ୍କ କମ୍ପାନି ଅଦାନୀ...
ଦୀର୍ଘ ୮୮ ବର୍ଷ ତଳେ ଜେଆରଡି ଟାଟା ଯେଉଁ ଏୟାର ଲାଇନ୍ସର ମୂଳଦୁଆ ପକାଇଥିଲେ ତାହା ଆଜି ପୁଣି ତାଙ୍କ କମ୍ପାନି ପାଖକୁ ଫେରି ଆସିବା ଜଳଜଳ ଦେଖାଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ପାଇଁ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଟେଣ୍ଡର ପକାଇବାକୁ ହେବ। ଟାଟା କମ୍ପାନି ଏୟାର ଇଣ୍ଡିଆକୁ କିଣିବା ପାଇଁ ଏକରକମ ମନସ୍ଥ କରି ସାରିଛି ଏବଂ ଏଥିପାଇଁ ଯାବତୀୟ...
ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ହେଉଛି ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନ୍‌ରେ ମିଳୁଥିବା ରାଶିକୁ ଆପଣ ନିଜ ଇଛା ମୂତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ...
ପର୍ସନାଲ ଲୋନ୍ ଏବଂ କ୍ରେଡିଟ୍ କାର୍ଡ ଲୋନ୍। ଆକସ୍ମିକ ଖର୍ଚ୍ଚ ପାଇଁ କାମରେ ଆସୁଥିବା ଏହି ଦୁଇ ଲୋନ ବାବଦରେ ଜାଣନ୍ତୁ ସବୁ ତଥ୍ୟ। ଧରି ନିଅନ୍ତୁ ଆପଣଙ୍କର ହଠାତ୍ ଟଙ୍କାର ଆବଶ୍ୟକ ହେଲା। ଆପଣ ହାତ ଉଧାରି ଆଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ବ୍ୟାଙ୍କ ମୁହାଁ ହେଉଛନ୍ତି। ଏବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ପର୍ସନାଲ ଲୋନ୍ ଓ ଅନ୍ୟଟି ହେଉଛି...
ସଞ୍ଚୟ ଭଲ ଅଭ୍ୟାସ। ସଞ୍ଚୟ ଅସମୟରେ ଆପଣଙ୍କୁ ସାହରା ଦେଇଥାଏ। ପ୍ରତିମାସରେ ବିନା ରିସ୍କରେ ଏକ ନିଶ୍ଚିତ ରିଟର୍ଣ୍ଣ ପାଇଁ ରିକରିଂ ଡିପୋଜିଟ୍ (ଆର୍‌ଡି) ଗୋଟିଏ ଭଲ ବିକଳ୍ପ। ଆପଣ ଯଦି ପ୍ରତି ମାସରେ ଗୋଟିଏ ନିଶ୍ଚିତ ରାଶି ବଞ୍ଚାଇବେ ତେବେ କିଛି ସମୟ ପରେ ଆପଣଙ୍କ ପାଖରେ ଗୋଟିଏ ବଡ ରାଶି ଜମା ହୋଇ ପାରିବ। ଆପଣ କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ରିକରିଂ ଡିପୋଜିଟ୍...