ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ଇଟିଏଫ୍‌ ହେଉଛି ମ୍ୟୁଚୁଆଲ ଫଣ୍ଡ୍ ଭଳି। ହେଲେ ଏବିଷୟରେ ଖୁବ୍‌ କମ୍‌ ନିବେଶକ ଜାଣନ୍ତି। ତେବେ ଆସନ୍ତୁ ଇଟିଏଫ୍‌ କ'ଣ ଜାଣିବା। ୧. ଇଟିଏଫ୍ କ'ଣ? ଇଟିଏଫ୍ ବା ଏକ୍ସଚେଞ୍ଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ସେୟାରଙ୍କ ସେଟ୍‌ରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ ବିଶେଷ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ। ଇଟିଏଫ୍ ମ୍ୟୁଚୁଆଲ୍ ଫଣ୍ଡ୍‌ ଭଳି ହୋଇଥାଏ। ତେବେ ଦୁହିଁଙ୍କ...
କେତେକ ଫାଇନାନ୍‌ସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣା ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନ୍‌ସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ସରକାର ଆଧାରକାର୍ଡକୁ ଅନେକ ଜୁରୁରୀ କରିଛନ୍ତି। ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏମିତି କିଛି ବ୍ୟବସ୍ଥା ଅଛି ଯାହା ସାହାଯ୍ୟରେ ଆପଣ ଆଧାରକାର୍ଡ ବନାଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ ଆଧାର ଲାଗି ତେବେ...
ଅନଲାଇନ୍ ସପିଂ ବେଳେ କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସ ଛାଡ଼ନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ ଗ୍ରାହକଙ୍କ ପାଖରେ ବାଛିବା ପାଇଁ ଅନେକ ଅପସନ୍ ଥାଏ,...
ଡିଜିଟାଲ ପେମେଣ୍ଟ: ଆପଣଙ୍କୁ ଲୁଟିବାର ୮ଟି ଉପାୟ ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ ଆପଣଙ୍କୁ ହରାଇବାକୁ...
କ୍ରେଡିଟ୍ କାର୍ଡକୁ ବୁଦ୍ଧିମାନର ସହ ବ୍ୟବହାର କରି ଆପଣ ନିଜ ଟଙ୍କା ବଂଚାଇ ପାରିବେ।  କ୍ରେଡିଟ୍ କାର୍ଡ ହେଉଛି ପ୍ଲାଷ୍ଚିକ୍ ମନିର ଆଉ ଗୋଟିଏ ରୂପ। ଆଗ ଖର୍ଚ୍ଚ କର ତା’ପରେ ଶୁଝ। ଏହା ହେଉଛି କ୍ରେଡିଟ୍ କାର୍ଡର ଫଣ୍ଡା। କ୍ରେଡିଟ୍ କାର୍ଡ କଥା ଉଠିଲେ ମନକୁ ଆସେ କରଜ ଚକ୍ରରେ ପଡିବା ଭୟ। ଖର୍ଚ୍ଚ କରି ଯଦି ଶୁଝି ନପାରିବେ ତେବେ ସୁଧ ଆପଣଙ୍କୁ କାଙ୍ଗାଳ କରିପାରେ। ତେବେ...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ’ଣ ? ଏନ୍‌ପିଏସ୍‌ ଅର୍ଥାତ୍‌ ନାସନାଲ ପେମେଣ୍ଟ ସିଷ୍ଟମ। ନାସନାଲ ପେମେଣ୍ଟ ସିଷ୍ଟମରେ ଯେଉଁ ପେନସନ୍ ଖାତାଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ...
ଡକ୍ଟର ଗୌରହରି ଦାସ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ଓଡ଼ିଶାର ଅନେକ ଅଭାବ ଭିତରୁ ଗୋଟିଏ ଅଭାବ ହେଉଛି ସଫଳ କାହାଣୀର ଅଭାବ। ଏଠି ସଫଳ କାହାଣୀର ଅର୍ଥ ସଫଳ ଉଦ୍‌ଯୋଗୀ ଓଡ଼ିଆମାନଙ୍କର କାହାଣୀ। ଏଭଳି ସଫଳ ଲୋକଙ୍କ ସଂଖ୍ୟା ହାତଗଣତି ହେବ, ଯେଉଁମାନେ...
ଭାରତୀୟ ଷ୍ଟକ୍‌ ମାର୍କେଟ୍‌ରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍‌ ଭୟ। ଗତ ୫ ଦିନ ଧରି ଲଗାତାର ଭାବେ ବଜାରରେ ଧିମା ଦେଖିବାକୁ ମିଳିଛି। ଫଳରେ ନିବେଶକଙ୍କ ୫.୫ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଥିବା ସୂଚନା ମିଳିଛି। ୧୯ ଫେବ୍ରୁଆରିରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ମାର୍କେଟ୍‌ କ୍ୟାପିଟାଲ ୧,୫୮,୭୧,୦୬୫.୩୧ କୋଟି ଟଙ୍କା ଥିଲା। ଏହାର ଏକ ସପ୍ତାହ ପରେ ବୁଧବାର (୨୬ ଫେବ୍ରୁଆରି)କୁ ମାର୍କେଟ୍‌ କ୍ୟାପିଟାଲ୍‌ କମି ଯାଇ ୧,୫୩,୧୯,୪୮୭.୦୮...
ଉପଭୋକ୍ତାଙ୍କଠାରୁ ବ୍ୟବସାୟୀ ଓ ସରକାର ସମସ୍ତଙ୍କ ପାଇଁ ଜିଏସ୍‌ଟି କେମିତି ଲାଭ ଦାୟକ ଆସନ୍ତୁ ଜାଣିବା।   ଜିଏସଟି ମାଧ୍ୟମରେ କର ପାରଦର୍ଶିତା ଓ ଉତ୍ତରଦାୟିତ୍ୱ ବଢିଛି। ଏହା ସରକାରଙ୍କୁ ଲାଭ ତ’ ଦେଉଛି ଏହା ସହିତ ଉପଭୋକ୍ତା ଓ ବ୍ୟବସାୟୀ ମଧ୍ୟ ଏଥିରୁ ଲାଭ ପାଉଛନ୍ତି। ଉପଭୋକ୍ତାଙ୍କ ପାଇଁ କେମିତି ଲାଭଦାୟକ? ଅନେକ ପ୍ରକାରର ଟ୍ୟାକ୍ସ ସମାପ୍ତ ହେବା କାରଣରୁ ଓ ଟ୍ୟାକ୍ସ ଉପରେ ଟ୍ୟାକ୍ସ ନରହିବା କାରଣରୁ ବସ୍ତୁ ମୁଲ୍ୟରେ...