କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା ଏସସିଏସଏସ କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ...
ମହଙ୍ଗା ହେବ ଓମଫେଡ କ୍ଷୀର ଦାମ। ଖୁବ୍‌ଶୀଘ୍ର ରାଜ୍ୟ ସରକାର ଓମଫେଡ କ୍ଷୀରର ମୂଲ୍ୟ ବୃଦ୍ଧି କରିପାରନ୍ତି। ଏନେଇ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,”ରାଜ୍ୟର ଘରୋଇ ଦୁବ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଦି କରିଥିବାରୁ ରାଜ୍ୟ ସରକାର ଓମଫେଡ କ୍ଷୀର ଦର ବଢ଼ାଇବା ନେଇ ବିଚାର କରୁଛନ୍ତି। ତେବେ ଖାଉଟି ଏବଂ ଦୁଗ୍ଧଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓମଫେଡ କ୍ଷୀର...
ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା, ଯାହା ଆପଣଙ୍କୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ହାରର ସୁଧ ଦେଇଥାଏ। ଏନଏସସି କ’ଣ? ଏନଏସସି ବା ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସରକାରଙ୍କ ଏକ ପୋଷ୍ଟ ଅଫିସ ସଞ୍ଜୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ...
ଇଏଲଏସଏସ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା। ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ।...
ଅକ୍ଟୋବର ୨୪ ଓ ୨୫, ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଚାଲିବ ସାକ୍ଷାତକାର ସ୍ୱସ୍ତି ହୋଟେଲ ଗ୍ରୁପ୍‌ ପକ୍ଷରୁ ଚିଲିକା କୂଳରେ ଗଢ଼ି ଉଠିଥିବା ଦେଶର ଏକ ଆଗ ଧାଡ଼ିର ରିସର୍ଟ ଭାବେ ପରିଚିତ ‘ସ୍ୱସ୍ତି ଚିଲିକା ରିସର୍ଟ’। ଏହି ଆଧୁନିକ ହୋଟେଲରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରାଯାଉଛି। ଏଥିପାଇଁ ଚଳିତ ମାସ ୨୪ ଓ ୨୫ ତାରିଖ ସକାଳ ୧୦ଟାରୁ ଅପରାହ୍‌ଣ ୪ ପର୍ଯ୍ୟନ୍ତ ସିଧାସଳଖ...
ଜାଣନ୍ତୁ ମ୍ୟୁଚୁଆଲ ଫଣ୍ଡରେ ଲାଭ ଓ କ୍ଷତି ବିଷୟରେ ମ୍ୟୁଚୁଆଲ ଫଣ୍ଡରେ ପୁଞ୍ଜି ନିବେଶ ସୁରକ୍ଷିତ କି? ଏଥିରେ କ୍ଷତି ହେବ ନି ତ କିମ୍ବା ଆପଣ ନିବେଶ କରିଥିବା ଅର୍ଥ ବୁଡ଼ିଯିବନି ତ। କ’ଣ ଆପଣ ଉପଯୁକ୍ତ ଫଣ୍ଡ ଚୟନ କରିଛନ୍ତି କି। ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହୋଇଥାଏ ଓ ଆପଣଙ୍କୁ ଭୟଭୀତ କରାଇଥାଏ। ତେବେ ଏଥିରେ ଡରିବାର କିଛି ନାହିଁ। ବଜାରରେ ଉପଲବ୍ଧ...
ଦେଶରେ ଚାରି ଚକିଆ ଯାନ ବିକ୍ରି କ୍ଷେତ୍ରରେ ଯେଉଁ ମାନ୍ଦାବସ୍ଥା ଦେଖାଯାଇଛି ତାର କାରଣ ଓଲା ଏବଂ ଉବର ଭଳି କାର ଏଗ୍ରିଗେଟରଙ୍କ ପ୍ରଭାବ। ତାଛଡ଼ା ବିଏସ -୬ ନିୟମ ମଧ୍ୟ କାର ବ୍ୟବସାୟ ମାନ୍ଦା ପଡ଼ିବା ପାଇଁ ଦାୟୀ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅଟୋ ସେକ୍ଟରରେ ବିଗତ କିଛି ଦିନ ଧରି ଭୀଷଣ ମାନ୍ଦାବସ୍ଥା ଲାଗିରହିଛି। ଏପରିକି କାର ନିର୍ମାତାମାନେ କାର ଉତ୍ପାଦନ ଉପରେ...
ଘରୋଇ କମ୍ପାନି ପାଇଁ କର୍ପୋରେଟ ଟିକସ ୨୨%କୁ ହ୍ରାସ ନୂଆ ଉତ୍ପାଦନ କମ୍ପାନି ପାଇଁ ୧୫% କର୍ପୋରେଟ ଟିକସ ସିଏସ୍ଆର ଖର୍ଚ୍ଚର ପରିଧି ବୃଦ୍ଧି ଲାଗି ନିଷ୍ପତ୍ତି ଭାରତ ସରକାର ଆୟକର ଆଇନ ୧୯୬୧ ଏବଂ ଅର୍ଥ (ସଂଖ୍ୟା ୨) ଆଇନ ୨୦୧୯ରେ କେତେକ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ କର ନିର୍ଦ୍ଧାରଣ ଆଇନ (ସଂଶୋଧନ) ଅଧ୍ୟାଦେଶ ୨୦୧୯ ଆଗତ କରିଛନ୍ତି। କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ...
ଚାକିରି କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଇପିଏଫ୍‌ (ଏମ୍ପ୍ଲଇଜ ପ୍ରୋଭିଡେଣ୍ଟ ଫଣ୍ଡ)ର ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏହି ବର୍ଦ୍ଧିତ ସୁଧହାର ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଲାଗୁ ହେବ। ଇପିଏଫ୍‌ ସୁଧ ହାର ବଢ଼ାଇବା ପାଇଁ ବହୁଦିନ ଧରି ଚର୍ଚ୍ଚା ହୋଇ ଆସୁଥିଲା। ତେବେ ସରକାର ଆଜି ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି। ଏଣିକି...
  ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି  ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ। ଏହି ଖୁସିକୁ ଦ୍ୱିଗୁଣ କରିଛି ତନିସ୍କ। ସବୁଥର ପରି ଏଥର ମଧ୍ୟ ତନିସ୍କ ନେଇଆସିଛି ନୂଆ ଅଫର୍। ଦେଶର ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପାର୍ବଣ ଅବସରରେ ଆକର୍ଷଣୀୟ ଅଫର୍‌ମାନ ଘୋଷଣା କରିଛି। ଦୀପାବଳି ଅବସରରେ...