ମାସିକ ୧୦ ହଜାର ଟଙ୍କା ପେନସନ୍ ପାଇବାକୁ ଚାହୁଁଛନ୍ତି ତ’ ତୁରନ୍ତ କରନ୍ତୁ ନିବେଶ। ମାର୍ଚ୍ଚ ୩୧ରେ ବନ୍ଦ ହୋଇଯିବ ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା। ବରିଷ୍ଠ ନାଗରିକଙ୍କୁ ମାସିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ଦେଉଥିବା ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ୩୧ ମାର୍ଚ୍ଚ ପରେ ବନ୍ଦ ହେବ। ଆପଣ ଯଦି ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ତୁରନ୍ତ କିମ୍ବା ୩୧ ମାର୍ଚ୍ଚ...
୧୯୩୭ ଡିସେମ୍ବର ୨୭ରେ ସୁରାଟରେ ଜନ୍ମ ହୋଇଥିଲେ ରତନ ଟାଟା। ମୁମ୍ବାଇରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେ କର୍ଣ୍ଣଲେ୍ ବିଶ୍ୱବିଦ୍ୟାଳୟରେ ଆର୍କିଟେକ୍ଚର ବିଷୟରେ ପାଠ ପଢ଼ିଥିଲେ। ପରେ ହାଭାର୍ଡ ବିଜିନେସ୍‌ ସ୍କୁଲରୁ ସେ ଆଡଭାନ୍ସ ମ୍ୟାନେଜମେଣ୍ଟ କୋର୍ସ କରିଥିଲେ। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୯୯୧ରେ ସେ ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ। ରତନ ଟାଟାଙ୍କ ଅମଳରେ କମ୍ପାନି ସଫଳତାର ପାହାଚ...
ଆପଣଙ୍କ ଆଧାର କାର୍ଡ ହଜିଯାଇଛି କି? ଆଉ ଆପଣ ନୂଆ ଆଧାର କାର୍ଡ ପାଇବାକୁ ଚେଷ୍ଟା କରୁଛନ୍ତି। ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଜରୁରୀ। ଆପଣ ମାତ୍ର ୧୫ଦିନ ଭିତରେ ପୁଣିଥରେ ନିଜର ଆଧାର କାର୍ଡ ପାଇପାରିବେ। ଏଥିପାଇଁ ଆପଣଙ୍କୁ କୁଆଡ଼େ ଯିବାକୁ ମଧ୍ୟ ପଡ଼ିବନି। ଆପଣ ଘରେ ବସି ଅନଲାଇନରେ ପୁରୁଣା ଆଧାର ନମ୍ବରରେ ଆଉ ଗୋଟିଏ ନୂଆ ଆଧାର କାର୍ଡ ପାଇପାରିବେ। କେମିତି ପାଇବେ ଆଧାରକାର୍ଡ? ...
ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ...
ଗତ ସପ୍ତାରେ ସେୟାର ବଜାର ନିମ୍ନଗାମୀ ହୋଇଥିଲା। କରୋନା  କାରଣରୁ ବଜାରରେ ଏଭଳି ସ୍ଥିତି ଦେଖା ଦେଇଛି। ସପ୍ତାହ ଆରମ୍ଭରେ ସେନସେକ୍ସ ୪୦,୭୭୨ ଥିଲା ଯାହା ଶୁକ୍ରବାର ଦିନ ୬ ପ୍ରତିଶତ ହ୍ରାସ ସହ ୩୮,୨୯୭ରେ ପହଞ୍ଚିଛି। ଯାହାକୁ ନେଇ ନିବେଶକ ଚିନ୍ତିତ ଅଛନ୍ତି। ଏମିତିରେ ଜଣେ ନିବେଶକ ଭାବେ ଆପଣ କଣ କରିବା ଉଚିତ? ନିଜ ଲକ୍ଷ୍ୟ ଉପରେ ନଜର ରଖନ୍ତୁ ସର୍ବପ୍ରଥମେ ଏହା ସବୁବେଳେ ମନେ ରଖନ୍ତୁ ଯେ,...
ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି ଟଙ୍କା ସୁରକ୍ଷିତ ଅଛି ତ? ୟେସ୍ ବ୍ୟାଙ୍କ ଦେବାଳିଆ ଘୋଷିତ ହେବା ଦ୍ୱାରା ଜଗନ୍ନାଥଙ୍କ କୋଟି କୋଟି ଟଙ୍କା ବୁଡ଼ିଯିବନି ତ? ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ଏଭଳି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୟେସ୍ ବ୍ୟାଙ୍କରେ ଏବେ ଶ୍ରୀମନ୍ଦିର କର୍ପସ ପାଣ୍ଠିର ୫୪୫ କୋଟି...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ - ୬ ମାର୍ଚ୍ଚ ୨୦୨୦ ଜାଣନ୍ତୁ, କାହାର ଲାଭ କାହାର କ୍ଷତି ସେନସେକ୍ସ ହାର – ୩୭,୫୭୬.୬୨   ୮୯୩.୯୯ ହ୍ରାସ  (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ବାଜାଜ୍ ଅଟୋ: ୧.୨୦ % ବୃଦ୍ଧି ଟାଟା ମୋଟର୍ସ: ୯.୦୭ % ହ୍ରାସ ମାରୁତି ସୁଜୁକି: ୧.୦୩ % ବୃଦ୍ଧି ଟାଟା ଷ୍ଟିଲ୍: ୬.୫୧ % ହ୍ରାସ ଏସିଆନ୍ ପେଣ୍ଟ୍ସ: ୦.୧୩ % ବୃଦ୍ଧି ଏସବିଆଇ:...
ଆହୁରି ମହଙ୍ଗା ହୋଇପାରେ ମୋବାଇଲ ଦର। ଟେଲିକମ ରେଗୁଲେଟୋରୀ ଅଥୋରିଟି ଅଫ୍‌ ଇଣ୍ଡିଆ (TRAI) ମୋବାଇଲ ଇଣ୍ଟରନେଟ୍‌ ଓ କଲ୍‌ ପାଇଁ ଏକ ଫ୍ଲୋର ପ୍ରାଇଜ୍‌ ଆଣିବାକୁ ଯାଉଛି। ତେବେ ରିଲାଏନ୍ସ ଜିଓ ଏହି ଫ୍ଲୋର ପ୍ରାଇଜ୍‌ ୧ ଜିବି ଡାଟାକୁ ୧୫ ଟଙ୍କା କରିବା ପାଇଁ ଟ୍ରାଇକୁ ପରାମର୍ଶ ଦେଇଛି। ଭାରତୀୟ ଟେଲିକମ୍ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଖରାପ ସ୍ଥିତିଦେଇ ଗତି କରୁଛି। ନିକଟରେ ବିଭିନ୍ନ ଟେଲିକମ କମ୍ପାନି ନିଜର...
ଅନେକ ଲୋକ ପ୍ରାୟ ସବୁବେଳେ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନଥିବା ନେଇ ଅଭିଯୋଗ କରିଥାନ୍ତି। ଧନି ନହୋଇଥିବାରୁ ଆମ ଭିତରୁ ଅନେକ ଦୁଃଖ କରନ୍ତି। ଯେତେବେଳେ ଆମେ ଆଖପାଖରେ ଆର୍ଥିକ ରୁପରେ ଶକ୍ତିଶାଳି ବ୍ୟକ୍ତିଙ୍କୁ ଦେଖୁ, ସେତେବେଳେ ଆମେ ହିନମାନ୍ୟତାର ଶିକାର ହେଉ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ, ଆମେ ଯେଉଁ ଟଙ୍କା ଆୟ କରୁଛୁ ତାହା କଣ ପର୍ଯ୍ୟାପ୍ତ? ଆମ ଉପାର୍ଜନ ଯଥେଷ୍ଟ କି...
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତୀୟ ଘରୋଇ ବ୍ୟାଙ୍କ 'YES Bank'। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ୟେସ୍‌ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନରେ ରଖିଛି। ଏଥିସହିତ ବ୍ୟାଙ୍କ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରିଛି। ଆଗାମୀ ୩୦ ଦିନ ଯାଏଁ ୟେସ୍‌ ବ୍ୟାଙ୍କ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି। ଅନ୍ୟପକ୍ଷରେ ଗ୍ରାହକଙ୍କ କୌଣସି ଟଙ୍କା ବୁଡ଼ିବ ନାହିଁ...