ପିଲାଙ୍କୁ କ୍ରେଡିଟ୍ କାର୍ଡ ଓ ଡେବିଟ୍ କାର୍ଡ ମଧ୍ୟରେ ଫରକକୁ ଭଲକରି ବୁଝାଇ ଦିଅନ୍ତୁ। ଏବେ କିଣନ୍ତୁ ପରେ ପେମେଣ୍ଟ କରନ୍ତୁ। ଏଭଳି ଆକର୍ଷକ ଟ୍ୟାଗ୍ ଲାଇନ୍ ସହ କ୍ରେଡିଟ୍ କାର୍ଡ ବିକ୍ରି ହୋଇଥାଏ। ଯୁବବର୍ଗ ମଧ୍ୟରେ କ୍ରେଡିଟ୍ କାର୍ଡ ବେଶି ଆଦୃତ ହେଉଛି। କାରଣ ଏହା ସେମାନଙ୍କୁ ଆର୍ଥିକ ସ୍ୱାଧିନତାର ଅନୁଭବ କରାଇଥାଏ। କ୍ରେଡିଟ୍ କାର୍ଡର ଫାଇଦା ଯେତିକି କ୍ଷତି ମଧ୍ୟ ସେତିକି। ଯଦି ଏହାକୁ ଠିକ୍ ଭାବେ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୧୩ ମାର୍ଚ୍ଚ ୨୦୨୦ ସେନସେକ୍ସ ହାର – ୩୪,୧୦୩.୪୮     ୧,୩୨୫.୩୪ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଏସ୍.ବି.ଆଇ: ୧୩.୮୭ % ବୃଦ୍ଧି ନେସଲେ ୧୬.୨୬ % ହ୍ରାସ ଟାଟା ଷ୍ଟିଲ୍: ୧୩.୪୮ % ବୃଦ୍ଧି ଏସିଆନ୍ ପେଣ୍ଟ୍ସ: ୨.୩୫ % ହ୍ରାସ ଏଚ୍.ଡି.ଏଫ୍.ସି: ୧୦.୩୩ % ବୃଦ୍ଧି ଏଚ୍.ୟୁ.ଏଲ୍: ୧.୨୭ % ହ୍ରାସ ନିଫ୍ଟି ହାର ୯,୯୫୫.୨୦   ୩୬୫.୦୫ ବୃଦ୍ଧି (ଏନ୍.ଏସ୍.ଇ) ଅଧିକ ଲାଭ କରିଥିବା...
ଏସ୍‌ବିଆଇ ଆଣିଲା ୫ଟି ନୂଆ ନିୟମ – ଜାଣନ୍ତୁ, କ'ଣ ମିଳିବ ସୁବିଧା? ଆପଣଙ୍କରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଅଛି କି? ଯଦି ଅଛି, ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଦେଶର ସବୁଠୁ ବଡ଼ ବ୍ୟାଙ୍କ୍ ଏସବିଆଇ ତାର ଗ୍ରାହକମାନଙ୍କ ପାଇଁ କିଛି ନୂଆ ନିୟମ ଆଣିଛି। ଏହି ନିୟମ ଫଳରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ପ୍ରାୟ ୪୪ କୋଟି...
ୟେସ୍‌ ବ୍ୟାଙ୍କର ୫% ସେୟାର ହୋଲ୍ଡର ହେବ ଆଇସିଆଇସିଆଇ ବ୍ୟାଙ୍କ! ୟେସ୍‌ ବ୍ୟାଙ୍କକୁ ମିଳିଲା ଆଉ ଏକ ସାହାରା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ୭୨୫୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିବା ବେଳେ ଏବେ ଆଇସିଆଇସିଆଇ ବ୍ୟାଙ୍କ ଆଗକୁ ଆସିଛି। ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ୟେସ୍‌ ବ୍ୟାଙ୍କରେ ୧ ହଜାର କୋଟି ଟଙ୍କା ନିବେଶ କରିବାକୁ ମଞ୍ଜୁରି ଦେଇଛି। ଷ୍ଟକ୍‌ ମାର୍କେଟ୍‌ ମିଳିଥିବା ସୂଚନା ଅନୁଯାୟୀ,...
ପ୍ରତ୍ୟକ୍ଷ ଟିକସରେ ବିବାଦର ସମାଧାନ ପାଇଁ ଏହା ହେଉଛି ମୋଦି ସରକାରଙ୍କ ଯୋଜନା। ଲମ୍ବା ସମୟ ଧରି ପଡ଼ି ରହିଥିବା ପ୍ରତ୍ୟକ୍ଷ କର ମାମଲାର ହେବ ସମାଧାନ। 'ବିବାଦ ସେ ବିଶ୍ୱାସ ସ୍କିମ୍' କେନ୍ଦ୍ର ସରକାରଙ୍କ ଏଭଳି ଏକ ଯୋଜନା, ଯେଉଁଥିରେ ଡାଇରେକ୍ଟ ଟ୍ୟାକ୍ସ(ଆୟକର) ସହ ସଂପର୍କିତ ବିବାଦର ସମାଧାନର ସୁବିଧା କରଦାତା ଉଠାଇ ପାରିବେ। ଗତ ମାର୍ଚ୍ଚ ୪ ତାରିଖରେ ବିବାଦ ସେ ବିଶ୍ୱାସ ବିଲ୍‌ ଲୋକସଭାରେ ପାରିତ...
ମହିଳାଙ୍କୁ ଶସ୍ତା ସୁଧ ହାରରେ ଲୋନ୍ ମିଳିବା ସହ ସଞ୍ଚୟ ଖାତାରେ ମିଳେ ଅଧିକ ସୁଧ। ଆଧୁନିକ ସମୟରେ ମହିଳା ଆଗକୁ ବଢୁଛନ୍ତି। ଏମିତିରେ ସେମାନଙ୍କ ସାମ୍ନାରେ ଆର୍ଥିକ ସମସ୍ୟା ମଧ୍ୟ ଉଭା ହୋଇଥାଏ। ତେବେ ଏହି ସମସ୍ୟା ସବୁ ନିଦାନ ପାଇଁ ସରକାରୀ ଓ ଘରୋଇ ସଂଗଠନ ଆଗକୁ ଆସିଛନ୍ତି। ଫଳରେ ମହିଳା ଏବେ ଆର୍ଥିକ ସ୍ୱାବଳମ୍ବୀ ହୋଇ ପାରିଛନ୍ତି। ମହିଳାଙ୍କୁ ଆର୍ଥିକ ଭାବେ ସ୍ୱାବଳମ୍ବୀ କରିବା ପାଇଁ...
ଆଉ କେଇଦିନ ଭିତରେ ସରିବ ଚଳିତ ଆର୍ଥିକ ବର୍ଷ କିନ୍ତୁ ଏଯାଏଁ ଯଦି ଟ୍ୟାକ୍ସ ସେଭର କିଣି ନାହାନ୍ତି ତେବେ ଅନଲାଇନ୍ ବିକଳ୍ପ ବାଛନ୍ତୁ। ଆର୍ଥିକ ବର୍ଷ ଶେଷ ହେବାକୁ ଅଳ୍ପ କେଇ ଦିନ ବାକି ଅଛି। ତଥାପି ଯଦି ଆପଣ ଅଧିକ ଟ୍ୟାକ୍ସ ବଞ୍ଚାଇବା ପାଇଁ କୌଣସି ରାସ୍ତା ବାଛି ନାହାନ୍ତି ତେବେ ଏବେ ଗୋଟିଏ ରାସ୍ତା ଅଛି। ଆଉ ତା’ ହେଉଛି ଅନଲାଇନ୍ ବିକଳ୍ପ। ଅନଲାଇଇନ୍ ବିକଳ୍ପ...
ଏମିତିରେ ଆପଣଙ୍କୁ ବଞ୍ଚାଇପାରେ ଧାରା ୮୦ ଜି’। ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୧୯-୨୦ରେ ଯଦି ଆପଣଙ୍କ କରଯୋଗ୍ୟ ଆୟ ୫ ଲକ୍ଷରୁ କମ ତେବେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ। କିନ୍ତୁ ଯଦି ଆପଣଙ୍କ ବାର୍ଷିକ ଆୟ ୫ ଲକ୍ଷରୁ ଟଙ୍କାଏ ବି ଅଧିକ ତେବେ ଆପଣଙ୍କୁ ସ୍ଲାବ୍ ହିସାବରେ ପୁରା ଟ୍ୟାକ୍ସ ଦେବାକୁ ପଡ଼ିବ। ଆୟକର ଧାରା ୮୭ ଏ’ ଅନୁସାରେ ଯଦି ଆପଣଙ୍କ ଆୟ...
ଏନଏଫଓ ଓ ଆଇପିଓ ବିଷୟରେ ଜାଣନ୍ତୁ ଫଣ୍ଡ୍ ଦେଉଥିବା କମ୍ପାନି ନ୍ୟୁ ଫଣ୍ଡ ଅଫର ଅର୍ଥାତ NFOର ଆରମ୍ଭ କରିଥିଲେ। ଏଥିରେ ସେମାନଙ୍କ ପାଖରେ ନିଜ ପ୍ରଡକ୍ଟକୁ ପୁରା କରିବା ପାଇଁ କୌଣସି ଅସଲ ଉତ୍ପାଦ ନଥାଏ। ଫଣ୍ଡ କମ୍ପାନୀ କୌଣସି ଏକ ବିଷୟକୁ ଆଧାର କରି ଲମ୍ବା ଅବଧିର ଫାଇଦା ଦେବା ପାଇଁ NFOକୁ ଉତାରିଥାନ୍ତି। ଆସନ୍ତୁ NFO ବିଷୟରେ ଜାଣିବା। NFO କ'ଣ? ଫଣ୍ଡ କମ୍ପାନି ନୂଆ ସ୍କିମ୍ ଆରମ୍ଭ...
ଫାଇନାନ୍ସିଆଲ ପ୍ଲାନିଂରେ ଟର୍ମ ପଲିସି କିଣିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାନ୍ତି। ଟର୍ମ ପଲିସି ସବୁ ବିଶେଷଜ୍ଞଙ୍କ ପରାମର୍ଶ ତାଲିକାରେ ସବୁଠାରୁ ଆଗରେ ଥାଏ। ଆକସ୍ମିକ ବିପତ୍ତି ଯେମିତି ପଲିସି ଧାରକଙ୍କ ମୃତ୍ୟୁ ଭଳି ପରିସ୍ଥିତିରେ ଟର୍ମ ପଲିସି ପରିବାରକୁ ଆର୍ଥିକ ସୁରକ୍ଷା ଦେଇଥାଏ। ତେବେ ଏଥିରେ ପ୍ଲାନର ମ୍ୟାଚୁରିଟି ପରେ ପଲିସି ଧାରକଙ୍କୁ କୌଣସି ଟଙ୍କା ମିଳିନଥାଏ। ଟର୍ମ ପ୍ଲାନରେ ବୀମା କିଣୁଥିବା ବ୍ୟକ୍ତି ଆଗରୁ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ...