ପଇସା ପ୍ଲସ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୪.୩୪ ଅପରାହ୍‌ଣ (ଆଇ ଏସ୍ ଟି), ୨୭ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୨୯,୮୧୫.୫୯   ୧୩୧.୧୮ ହ୍ରାସ (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି(ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି(ବି.ଏସ୍.ଇ) ଆକ୍ସିସ୍ ବ୍ୟାଙ୍କ୍ : ୪.୯୮ % ବୃଦ୍ଧି ବାଜାଜ୍ ଫାଇନାନ୍ସ : ୮.୮୭ % ହ୍ରାସ ଆଇଟିସି : ୩.୬୩ % ବୃଦ୍ଧି ହିରୋ ମୋଟୋକର୍ପୋରେସନ : ୮.୦୪ % ହ୍ରାସ ଏନ୍.ଟି.ପି.ସି : ୩.୧୭ % ବୃଦ୍ଧି ଭାରତି...
କରୋନା ପାଇଁ କେନ୍ଦ୍ରର ପ୍ୟାକେଜ – ଗରିବ ଓ ଅସହାୟଙ୍କ ପାଇଁ ଚିନ୍ତା। କରୋନା ମୁକାବିଲା ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଘୋଷଣା କରିଛନ୍ତି ଆର୍ଥିକ ପ୍ୟାକେଜ। ଏଥିରେ ଚାଷୀ, ନିର୍ମାଣ ଶ୍ରମିକ, ମହିଳା, ସ୍ଵୟଂସହାୟକ ଗୋଷ୍ଠୀ, ଇପିଏଫ୍‌ଧାରୀ ଏବଂ ଗରିବ ତଥା ସମାଜର ଅସହାୟ ବର୍ଗ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇପାରିବ। ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି। ଆସନ୍ତୁ ନଜର...
ବହୁଦିନର ଅପେକ୍ଷା ପରେ ଶେଷରେ ଲଞ୍ଚ୍‌ ହେଲା ନୂଆ Redmi K30 Pro ସ୍ମାର୍ଟଫୋନ୍‌। ମଙ୍ଗଳବାର ଏହି ସ୍ମାର୍ଟଫୋନ୍‌କୁ ଚୀନ୍‌ରେ ଲଞ୍ଚ୍‌ କରିଛି ସାଓମିର ସବ୍‌ ବ୍ରାଣ୍ଡ୍‌ ଏମ୍‌ଆଇ। ଏହାସହିତ K30 Zoom Edition ନାଁରେ କମ୍ପାନି ଏହାର ଅନ୍ୟ ଏକ ଭାରିଏଣ୍ଟକୁ ଲଞ୍ଚ କରିଥିବା ଘୋଷଣା କରିଛି। ଏଥିରେ ଗ୍ରାହକ ପାଇବେ ନୂଆ କ୍ୱାଲକମ୍ ସ୍ନାପଡ୍ରାଗନ ୮୬୫ ପ୍ରୋସେସର, ୩୩ ୱାଟ୍ ଫାଷ୍ଟ୍‌ ଚାର୍ଜିଂ ଏବଂ ଲାଟେଷ୍ଟ...
ସୋସିଆଲ ମିଡିଆ, ଓ୍ଵାର୍କ ଫ୍ରମ ହୋମ, ଅନଲାଇନ ଏଜୁକେଶନ ସହ ଭିଡିଓ ଷ୍ଟ୍ରିମିଂର ବ୍ୟାପକ ବ୍ୟବହାର ଯୋଗୁଁ ଭାରତୀୟ ଇଣ୍ଟରନେଟ ସେବାରେ ହଲଚଲ୍। କରୋନା ଲାଗି ଚାରି ଆଡ଼େ ସଟ୍‌ଡାଉନ। ଗୋଟିଏ ପଟେ ଲୋକ ଘରେ ବସିବସି ନେଟଫ୍ଲିକ୍ସ ଆମାଜନ, ହଟଷ୍ଟାର ଓ ୟୁଟ୍ୟୁବ ଭଳି ଓଟିଟି ମାଧ୍ୟମରେ ବିଭିନ୍ନ ଭିଡିଓ ଦେଖୁଛନ୍ତି। ଅନ୍ୟପଟେ ହଜାର ହଜାର କର୍ମଚାରୀ ଓ୍ଵାର୍କ ଫ୍ରମ ହୋମ ବା ଘରେ ରହି କାମ କରୁଥିବାରୁ...
କରୋନା କବଳରୁ ବର୍ତ୍ତିଲାନି ଷ୍ଟକ୍ ବଜାର। କରୋନା ଭାଇରସର ସଂକ୍ରମଣ ଭୟରେ ସାରା ଦେଶରେ ଭୟ ଲାଗି ରହିଛି। ଭାଇରସ ବ୍ୟାପିବା ଭୟରେ ଦେଶର ଷ୍ଟକ୍ ବଜାରରେ ତୀବ୍ର ହ୍ରାସ ଯୋଗୁଁ ବଜାରରେ ସୋମବାର ଲୋୟର ସର୍କିଟ ଜାରି କରାଯାଇଥିଲା। ହେଲେ ଲୋୟର ସର୍କିଟ ଖୋଲିବା ପରେ ବିକ୍ରି ଜୋରଦାର ଧରିଥିଲା। ଗତକାଲି ବଜାର ଖୋଲିବା ସହିତ ସେନସେକ୍ସ ୩୧୮୫.୮୪ ପଏଣ୍ଟ ହ୍ରାସ ପାଇ ୨୬,୭୩୦.୧୨ ରହିଥିବା ବେଳେ ନିଫ୍ଟି...
ବନ୍ଦ କରନ୍ତୁ ନାହିଁ ଏସଆଇପି, ବଜାର ଯେତେ ଖସିବ ରିଟର୍ଣ୍ଣ ସେତେ ଅଧିକ ହୋଇପାରେ.. କରୋନା ସେୟାର ବଜାରକୁ ଆଣ୍ଠେଇ ଦେଇଛି କହିଲେ ଭୁଲ ହେବ ନାହିଁ। ସେୟାର  ବଜାର ଏବେ ଦୁଇବର୍ଷ ତଳ ସ୍ଥିତିରେ ଅଛି। ଏହି ପତନ ଏତେ ଶୀଘ୍ର ବନ୍ଦ ହେବା ସମ୍ଭବ ନୁହେଁ ବୋଲି ଆର୍ଥିକ ବିଶେଷଜ୍ଞ କୁହନ୍ତି। ଗୋଟିଏ ସପ୍ତାହରେ ସେନସେକ୍ସ ୯ ହଜାରରୁ ଅଧିକ ପଏଣ୍ଟ ହରାଇ ସାରିଛି। ନିଫ୍ଟ ଅବସ୍ଥା...
ସେୟାର ବଜାର ମାନ୍ଦା ଥିବା ବେଳେ ବୁଝି ବିଚାରି ନିବେଶ କରିବାକୁ ପଡ଼ିବ। ଷ୍ଟକ ମାର୍କେଟରେ ଯେତେବେଳେ ବି ସୂଚକାଙ୍କ ତୀବ୍ରଗତିରେ ନିମ୍ନମୁଖୀ ହୁଏ ସେତେବେଳେ ଭ୍ୟାଲୁ ଇନଭେଷ୍ଟର ସେୟାର ମାର୍କେଟ୍ ମୁହାଁ ହୁଅନ୍ତି। ତେବେ ଆପଣଙ୍କୁ ଜଣେ ନିବେକ ହିସାବରେ ଏହି ସମୟରେ ସତର୍କ ରହିବାକୁ ପଡିବ। ମାର୍କେଟରେ ଏହିଭଳି ପରିସ୍ଥିତିରେ ସବୁକିଛି ଅଚାନକ ଘଟିଥାଏ। ଉଦାହରଣ ସ୍ୱରୁପ ୨୭ ଫେବ୍ରୁଆରି ଦିନ ବେଂଚମାର୍କ ନିଫ୍ଚି ୫୦ରେ MSCI...
ଏହାର ଉତ୍ତର ଉଭୟ ହଁ ଓ ନା, କିଛି କଥାକୁ ଦୃଷ୍ଟିରେ ରଖିଲେ ଆପଣଙ୍କ ନୋମିନି ଦୁର୍ଭାଗ୍ୟଜନକ ପରିସ୍ଥିତିରେ ପାଇ ପାରିବେ ବୀମାରାଶି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନା ଭାଇରସକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରି ସାରିଛି। ବିଶ୍ୱର ପ୍ରାୟ ୧୭୫ ଦେଶରେ କରୋନା କାୟା ବିସ୍ତାର କରିସାରିଲାଣି। ପ୍ରାୟ ୨ ଲକ୍ଷ ଲୋକ ଏହା ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୮ ହଜାର ୫ଶହ ପ୍ରାଣ...
ଇଏଲଏସ୍‌ଏସ୍‌ରେ ଆପଣ ଦେଉଥିବା ଟଙ୍କା ସେୟାର ମାର୍କେଟରେ ନିବେଶ ହୋଇଥାଏ, ଏବେ ନିବେଶ କଲେ ପାଇବେ ବମ୍ପର ରିଟର୍ଣ୍ଣ। ବ୍ୟାଙ୍କ୍‌ରେ ନିବେଶରୁ ଭଲ ରିଟର୍ଣ୍ଣ ମିଳେ ନାହିଁ। ସେଭିଂସ ଓ ଏଫଡି ଉପରେ ସୁଧ ଧିରେ ଧୀରେ କମିବାରେ ଲାଗିଛି। ଏଣେ କରୋନା ମାଡ଼ରେ ସେୟାର ମାର୍କେଟ୍ କ୍ରାସ କରିସାରିଛି। ଏମିତିରେ ଆପଣ ଇଏଲଏସ୍‌ଏସ୍‌ରେ ନିବେଶ କରିବା କେତେଦୁର ଠିକ୍ ହେବ? ଡେଟ୍ ଫଣ୍ଡରେ କମ୍ ରିଟର୍ଣ୍ଣ ଏହି ପ୍ରଶ୍ନର ଉତ୍ତର ଜାଣିବା...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ’ଣ କରିବା ଠିକ୍ ହେବ?...