ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଏହାର iQoo Neo 855 ନାମକ ସ୍ମାର୍ଟଫୋନ ଚୀନ୍‌ରେ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନରେ ସ୍ନାପଡ୍ରାଗନ ୮୫୫ ପୋସେସର ଦିଆଯାଇଥିବା ବେଳେ ଏଥିରେ ୩୩ ୱାଟ୍‌ ଫାଷ୍ଟ୍‌ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି। ଏହା ହେଉଛି ପୂର୍ବରୁ ଲଞ୍ଚ୍‌ ହୋଇଥିବା iQoo Neo ସ୍ମାର୍ଟଫୋନ ଭଳି। ଏହାକୁ ଗତ ଜୁଲାଇରେ ସ୍ନାପଡ୍ରାଗନ ୮୪୫ ପ୍ରେସେସର ସହ ଲଞ୍ଚ୍‌ କରାଯାଇଥିଲା। Vivo iQoo Neo 855...
କେନ୍ଦ୍ର ସରକାରଙ୍କ ସିଏସ୍ଆଇଏସ୍ ଯୋଜନାରେ ଶିକ୍ଷାଋଣ ନେଇ ପାଆନ୍ତୁ ରିହାତି ସେଣ୍ଟ୍ରାଲ ସେକ୍ଟର ଇଣ୍ଟରେଷ୍ଟ ସବସିଡି (ସିଏସ୍ଆଇଏସ୍) ଯୋଜନା ସାଧାରଣତଃ ବର୍ତ୍ତମାନ ଉଚ୍ଚଶିକ୍ଷା ଅଧିକ ବ୍ୟୟବହୁଳ ହୋଇଗଲାଣି। ଅର୍ଥାତ୍ ୧୦ବର୍ଷ କିମ୍ବା ୧୫ ବର୍ଷ ତଳେ ଯେଉଁ କୋର୍ସର ଖର୍ଚ୍ଚ ୫ଲକ୍ଷ ଥିଲା, ଏବେ ତାହା ୧୫ରୁ ୨୦ଲକ୍ଷରୁ ଅଧିକ ଟଙ୍କା ହୋଇଗଲାଣି। ତେଣୁ ସାଧାରଣ ଗରିବ ପରିବାର ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନଙ୍କ ପାଇଁ ଉଚ୍ଚଶିକ୍ଷା ଧିରେ ଧିରେ...
ଦୀପାବଳିର ୫ ଦିନ ମଧ୍ୟରୁ ପ୍ରଥମ ଦିନ ପାଳନ କରାଯାଏ ‘ଧନତେରସ୍‌’ ବା ‘ଧନ ତ୍ରୟୋଦଶୀ’ ପର୍ବ। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଏହି ଦିନ ସୁନା କିଣିବା ଶୁଭ ବୋଲି ମନେ କରାଯାଏ। ଖାସ୍‌ ସେଥିପାଇଁ ରାଜଧାନୀ ଭୁବନେଶ୍ୱରର ଅଳଙ୍କାର ସୋ’ରୁମଗୁଡ଼ିକରେ ଏବେ ଗ୍ରାହକଙ୍କ ବେଶ ଭିଡ଼। ରାଜଧାନୀ ଭୁବନେଶ୍ୱରର ଅଶୋକନଗର ରାଜମହଲ...
  ସୁନା ଗହଣା ଗଢ଼ା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି  ହୀରା ଗହଣା ମୂଲ୍ୟରେ ୨୫% ପର୍ଯ୍ୟନ୍ତ ରିହାତି ଆସୁଛି ଧନତେରସ୍ ଓ ଦୀପାବଳି। ସମସ୍ତଙ୍କ ମୁହଁରେ ହସ ଓ ଉଲ୍ଲାସ। ଏହି ଖୁସିକୁ ଦ୍ୱିଗୁଣ କରିଛି ତନିସ୍କ। ସବୁଥର ପରି ଏଥର ମଧ୍ୟ ତନିସ୍କ ନେଇଆସିଛି ନୂଆ ଅଫର୍। ଦେଶର ବହୁ ଭରସାଯୋଗ୍ୟ ଗହଣା ବ୍ରାଣ୍ଡ୍ ତନିସ୍କ ପାର୍ବଣ ଅବସରରେ ଆକର୍ଷଣୀୟ ଅଫର୍‌ମାନ ଘୋଷଣା କରିଛି। ଦୀପାବଳି ଅବସରରେ...
“ବେଟି ବଚାଓ ବେଟି ପଢ଼ାଓ” ଅଭିଯାନର ଅଧିନରେ କାମ କରୁଥିବା ଏହି ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ଏକ କ୍ଷୁଦ୍ର ସଞ୍ଚୟ ଯୋଜନା ଯାହା କେବଳ ଜନ୍ମଠାରୁ ୧୦ ବର୍ଷ ବୟସ୍କ ଝିଅମାନଙ୍କ ପାଇଁ ଉଦ୍ଦିଷ୍ଟ। ଡାକଘର କିମ୍ବା ଘରୋଇ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶାଖାମାନଙ୍କରେ ମଧ୍ୟ ଏହି ଖାତା ଖୋଲି ପାରିବେ। ଖାତା ଖୋଲିବା ଦିନଠାରୁ ୨୧ ବର୍ଷ ପର୍ଯ୍ୟନ୍ତ ଖାତାଟି କାର୍ଯ୍ୟକ୍ଷମ ରହିବ ଏବଂ ସାଧାରଣତଃ...
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ ସେକ୍ସନ ୮୦-ସି: ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
ଏନଏସସି (ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ) ହେଉଛି ଏକ ପୋଷ୍ଟ ଅଫିସ ସଞ୍ଚୟ ଯୋଜନା, ଯାହା ଆପଣଙ୍କୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ହାରର ସୁଧ ଦେଇଥାଏ। ଏନଏସସି କ’ଣ? ଏନଏସସି ବା ନ୍ୟାଶନାଲ ସେଭିଙ୍ଗ ସାର୍ଟିଫିକେଟ ହେଉଛି ସରକାରଙ୍କ ଏକ ପୋଷ୍ଟ ଅଫିସ ସଞ୍ଜୟ ଯୋଜନା। ଏଥିରେ ଯେକୌଣସି ଭାରତୀୟ ନାଗରିକ ଟଙ୍କା ନିବେଶ କରି ଲାଭବାନ ହୋଇପାରିବେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଆପଣ ଏକ ନିର୍ଦ୍ଦିଷ୍ଟ ପରିମାଣର ସୁଧ...
କେବଳ ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭାରତ ସରକାର କରିଛନ୍ତି ଏସସିଏସଏସ ବା ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା, ଜାଣନ୍ତୁ ଏ ସମ୍ପର୍କିତ ସୂଚନା ଏସସିଏସଏସ କ’ଣ ସାଧାରଣତଃ ବରିଷ୍ଠ ନାଗିରକ ଏବଂ ଅବସରପ୍ରାପ୍ତ କର୍ମଚାରୀମାନେ ଅର୍ଥକୁ ନେଇ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାରଣ ଏହି ବୟସରେ ସେମାନଙ୍କ ରୋଜଗାରର କୌଣସି ପନ୍ଥା ନ ଥାଏ। ତେଣୁ କେନ୍ଦ୍ର ସରକାର ସେମାନଙ୍କ ପାଇଁ ୨୦୦୪ ଅକ୍ଟୋବରରୁ ଏସସିଏସଏସ...
‘ସବ୍‌କା ବିଶ୍ୱାସ ଲିଗାସି ଡିସ୍‌ପୁଟ ରିଜୋଲ୍ୟୁସନ ସ୍କିମ୍‌’ ମାଧ୍ୟମରେ ଆବେଦନ କରି ପୁରୁଣା ସର୍ଭିସ୍‌ ଟ୍ୟାକ୍ସ ଏବଂ ସେଣ୍ଟ୍ରାଲ ଏକ୍ସାଇଜ୍‌ ସମ୍ପର୍କୀତ ବିବାଦରେ ପେନାଲ୍‌ଟି ଏବଂ ସୁଧ ସମ୍ପୂର୍ଣ୍ଣ ଛାଡ଼ ପାଆନ୍ତୁ। ତା’ ସାଙ୍ଗକୁ ନିଅନ୍ତୁ ବାକି ଥିବା ଟିକସ ପରିମାଣ ଉପରେ ୬୦ରୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଛାଡ଼। ସର୍ଭିସ ଟ୍ୟାକ୍ସ ଓ ସେଣ୍ଟ୍ରାଲ ଏକ୍ସାଇଜ୍‌ ଟିକସ ବାବଦରେ ବକେୟା ଥିବା କରଦାତାମାନଙ୍କ ପାଇଁ ଖୁସି ଖବର। ସବୁ...