ଭାସ୍କର ପରିଚ୍ଛା କରୋନା ସଂକ୍ରମଣକୁ ରୋକିବା ପାଇଁ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକଡାଉନ ଅବଧିକୁ ଆହୁରି ୩ ଦିନ ବଢାଇଛନ୍ତି। ଅର୍ଥାତ ମେ’ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ କୌଣସି ଅର୍ଥନୈତିକ ଗତିବିଧି ସମ୍ଭବ ନୁହେଁ। ଏଣୁ କରୋନା ଯୋଗୁଁ ଓଡ଼ିଶାର ଆର୍ଥିକ ଅବସ୍ଥା ଖରାପ ହେବା ବର୍ତ୍ତମାନଠାରୁ ସ୍ପଷ୍ଟ ଦେଖାଗଲାଣି। ଲକଡାଉନ ନଉଠିବା ପର୍ଯ୍ୟନ୍ତ ସାଧାରଣ ଜୀବନ ଯାତ୍ରା ବି ସମ୍ଭବ ନୁହେଁ। ଏହି...
ଲକ୍‌ଡାଉନ୍‌ରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ମେଡିକାଲ ଇନ୍‌ସୁରାନ୍ସ ବାଧ୍ୟତାମୂଳକ। ସାରା ଦେଶରେ ଲକ୍‌ଡାଉନର ଦ୍ୱିତୀୟ ଫେଜ୍ ଲାଗୁ କରାଯାଇଛି। ଆସନ୍ତା ମେ ୩ ପର୍ଯ୍ୟନ୍ତ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିବ। ଏହି ସମୟରେ ସମସ୍ତ କାମ ବନ୍ଦ ରହିବ। ଏନେଇ ଗୃହ ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ପକ୍ଷରୁ ନୂଆ ଗାଇଡ୍‌ଲାଇନ୍ ଜାରି କରାଯାଇଛି। ହେଲେ ଦେଶର ଅର୍ଥନୀତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୦ ପରଠୁ କିଛି ସେକ୍ଟରରେ କାମ...
ନୀଳାମ୍ବର ରଥ ମନେରଖନ୍ତୁ, ବଡ଼ ବଡ଼ ଶିକ୍ଷାଗତ ଯୋଗ୍ୟତା, ଲମ୍ବା ଅଭିଜ୍ଞତା ବା ଉଚ୍ଚ ପଦପଦବୀ ସବୁବେଳେ ଆପଣଙ୍କୁ ସଫଳତା ଆଣିଦେବ ନାହିଁ। ଆପଣ ଯଦି ଭଲ ରୂପେ ‘କମ୍ୟୁନିକେଟ୍’, 'କୋଲାବରେଟ୍' ଏବଂ 'କନସେଣ୍ଟ୍ରେଟ୍' କରି ଶିଖିନାହାନ୍ତି ବା ଏହି ୩-ସି ମନ୍ତ୍ରକୁ ଅଭ୍ୟାସରେ ପକାଇନାହାନ୍ତି। ଅଲଗା ଅଲଗା ଜାଗାରେ ରହି, ଅଲଗା ଅଲଗା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟରେ କାମ କଲା ବେଳେ ତାଳମେଳ ଠିକ୍ ନ ରହିବା ସ୍ଵାଭାବିକ କଥା। ଏମିତି ସାଧାରଣ ଭାବେ ଭାବିଲେ, ଏହା ଅଡୁଆ ଲାଗି ନ ପାରେ। କିନ୍ତୁ ଯେତେବେଳେ ଆମେ କୌଣସି ଜରୁରୀକାଳୀନ ବା ଅତି ଗୁରୁତ୍ଵପୂର୍ଣ୍ଣ ପ୍ରୋଜେକ୍ଟ ସହ ଯୋଡ଼ି ହୋଇଥାଉ, ସେତେବେଳେ ସମନ୍ଵୟଜନିତ ସାମାନ୍ୟ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...
ପଇସା ପ୍ଲସ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୪.୩୦ ଅପରାହ୍‌ଣ (ଆଇ ଏସ୍ ଟି), ୧ ଏପ୍ରିଲ୍, ୨୦୨୦ ସେନସେକ୍ସ ହାର – ୨୮,୨୬୫.୩୧     ୧,୨୦୩.୧୮ ହ୍ରାସ (ବି.ଏସ୍.ଇ) ଅଧିକ ଲାଭ କରିଥିବା କମ୍ପାନି(ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି(ବି.ଏସ୍.ଇ) ହିରୋ ମୋଟୋକର୍ପୋରେସନ: ୨.୨୧ % ବୃଦ୍ଧି ଟେକ୍ ମହିନ୍ଦ୍ରା : ୯.୨୧ % ହ୍ରାସ ବାଜାଜ୍ ଅଟୋ : ୧.୧୨ % ବୃଦ୍ଧି କୋଟକ ମହିନ୍ଦ୍ରା : ୮.୮୧ % ହ୍ରାସ ବାଜାଜ୍ ଫାଇନାନ୍ସ : ୦.୪୦ %...
ଲକ୍‌-ଡାଉନ୍ ସମୟରେ ଜିଓ ପକ୍ଷରୁ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ ୧୭ ଯାଏଁ ୧୦୦ମିନିଟ୍ ଟକ୍‌ଟାଇମ୍ ଏବଂ ୧୦୦ ଏସ୍‌ଏମ୍‌ଏସ୍‌ ବିଲ୍‌କୁଲ୍‌ ଫ୍ରି। ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ଆଣିଛି ନୂଆ ସୁବିଧା। ସମସ୍ତ ଜିଓଫୋନ୍ ଗ୍ରାହକଙ୍କୁ ଏପ୍ରିଲ୍ ୧୭ ଯାଏଁ ୧୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ଏବଂ ୧୦୦ ମାଗଣା ଏସ୍‌ଏମ୍‌ଏସ୍ ଦେବା ନେଇ ଘୋଷଣା କରାଯାଇଛି। ଏଥିସହିତ ଏହି ଲକ୍‌ଡାଉନ୍ ସମୟରେ ଦୋକାନଗୁଡ଼ିକରେ ରିଚାର୍ଜ କରିବାରେ ସକ୍ଷମ ନ...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫.୩୦ ସନ୍ଧ୍ୟା (ଆଇ ଏସ୍ ଟି), ୩୧ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୨୯,୪୬୮.୪୯    ୧,୦୨୮.୧୭ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଆଇଟିସି : ୭.୮୪ % ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍ : ୧୪.୬୮ % ହ୍ରାସ ରିଲାୟାନ୍ସ : ୭.୭୬ % ବୃଦ୍ଧି ମାରୁତି ସୁଜୁକି: ୧.୨୩ % ହ୍ରାସ ଓଏନଜିସି : ୭.୬୪ % ବୃଦ୍ଧି ବାଜାଜ୍ ଫାଇନାନ୍ସ :...
ଏମ୍‌ଏସ୍‌ଏମ୍‌ଇ ବା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରର ପୁନରୁଦ୍ଧାର ପାଇଁ ବାଙ୍ଗାଲୋରରେ ରହୁଥିବା ଓଡ଼ିଆ ବରିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ଓମ୍‌ ପ୍ରକାଶ ଜଗତିଙ୍କ ପରାମର୍ଶ। ଅନ୍ତତଃ ୬ ମାସ ପାଇଁ ଆମକୁ ମାନସିକ ଭାବରେ ପ୍ରସ୍ତୁତ ରହିବାକୁ ପଡ଼ିବ। ଅଭିଜ୍ଞ କର୍ମଚାରୀମାନଙ୍କୁ ବର୍ତ୍ତମାନ ପରିସ୍ଥିତିରେ ଛଟେଇ କରିବା ଠିକ୍‌ ହେବ ନାହିଁ। କିଭଳି ବ୍ୟାପକ ଛଟେଇ ନହେବ ସେ ଦିଗରେ ଘରୋଇ ସଂସ୍ଥାମାନଙ୍କ ପ୍ରତି ସରକାରଙ୍କର...
କରୋନା ଭାଇରସ କାରଣରୁ ଦେଶରେ ୨୧ ଦିନ ଲକଡାଉନ୍ ଜାରି ହୋଇଛି। ଏହି ପରିସ୍ଥିତିରେ ସେହି ମାନେ ଅଧିକ ଚିନ୍ତାରେ ଅଛନ୍ତି ଯେଉଁମାନେ ପ୍ରତି ମାସରେ ହୋମ, ପର୍ସନାଲ କିମ୍ବା କାର ଲୋନର ଇଏମଆଇ ଦେଇଥାନ୍ତି। ଶୁକ୍ରବାର ଦିନ ରିଜର୍ଭ ବ୍ୟାଙ୍କ ସାଧାରଣ ଗ୍ରାହକଙ୍କ ଏହି ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେଇଛି। କିନ୍ତୁ ଲୋକଙ୍କ ମନରେ ଏବେ ମଧ୍ୟ ଅନେକ ପ୍ରଶ୍ନ ରହିଛି। ଆସନ୍ତୁ ୮...
ଆର୍‌ବିଆଇ କମାଇଲା ରେପୋ ରେଟ୍ ୫.୧୫ରୁ ୪.୪୫ ପ୍ରତିଶତକୁ ଖସିଲା ସୁଧହାର ଗ୍ରାହକଙ୍କୁ ୩ ମାସ ଯାଏଁ ଇଏମ୍‌ଆଇରେ ମହଲତ ସବୁ ବ୍ୟାଙ୍କ ସିଆର୍‌ଆର୍‌ରେ ୧୦୦ ବେସିସ୍‌ ପଏଣ୍ଟ ହ୍ରାସ ଲୋକଙ୍କ ଟଙ୍କା ବ୍ୟାଙ୍କରେ ସୁରକ୍ଷିତ ରହିଛି: ଆର୍‌ବିଆଇ ବ୍ୟାଙ୍କ ୠଣ ଶୁଝିବା ପାଇଁ ୩ ମାସର ମହଲତ କରୋନା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମ୍ବାଦିକ ସମ୍ମିଳନୀ...