କେତେକ ଫାଇନାନସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣକ ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ,କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ'ଣ କରିବେ ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...
ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ଚାହୁଁଛନ୍ତି କି? ଏବେ ଆଉ ୭ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବନି। ମାତ୍ର ୩ଦିନ ଭିତରେ ନିଜ ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନୂଆ ଗାଇଡଲାଇନ୍ ଅନୁସାରେ, ଏଣିକି ଲୋକମାନେ ମାତ୍ର ତିନି ଦିନରେ ନିଜର ନମ୍ବରକୁ ପୋର୍ଟାବିଲିଟି କରିପାରିବେ। ଏହି ସେବା ଡିସେମ୍ବର ୧୬ରୁ ଲାଗୁ ହେବାକୁ ଯାଉଛି। ପୂର୍ବରୁ ଲୋକମାନଙ୍କୁ ମୋବାଇଲ୍ ନମ୍ବର ପୋର୍ଟାବିଲିଟି କରିବାକୁ ୭ଦିନ...
ଏକାଧିକ ସେଭିଂ ଆକାଉଣ୍ଟ୍ ଖୋଲି ଇନକମ୍ ଟ୍ୟାକ୍ସ ଫାଙ୍କିବା ଯୁଗ ଶେଷ ଆପଣ ଯଦି ଘରୋଇ କ୍ଷେତ୍ରରେ କାମ କରୁଥିବେ ତେବେ ଏକାଧିକ ସେଭିଂ ଆକାଉଣ୍ଟ ଅପରେଟ୍ କରିବା ଅନୁଭବ ଆପଣଙ୍କର ଥିବ। ଉଦାହରଣ ଭାବେ ଅନୁଙ୍କୁ ନିଅନ୍ତୁ। ଅନୁଙ୍କ ପାଖରେ ଏକାଧିକ ଜିରୋ ବାଲାନ୍ସ ସେଭିଂ ଆକାଉଣ୍ଟ୍ ରହିଛି। କାରଣ ହେଲା କମ୍ପାନୀ ବଦଳିବା ସହ ତାଙ୍କର ସାଲାରି ଆକାଉଣ୍ଟ୍ ବଦଳେ। ଅଲଗା ଅଲଗା ବ୍ୟାଙ୍କ ଖାତାରୁ ସେ...
ନୀଳାମ୍ବର ରଥ ଓଡ଼ିଶା ଷ୍ଟାର୍ଟଅପ ପଲିସିରେ ପଞ୍ଜିକୃତ ସଂସ୍ଥା ପାଇବେ ସୁବିଧା ପର୍ଫମାନ୍ସ ସିକ୍ୟୁରିଟି କ୍ଷେତ୍ରରେ ମଧ୍ୟ ମିଳିବ ରିହାତି ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ ଆପଣଙ୍କ ଷ୍ଟାର୍ଟଅପ କମ୍ପାନି ଓଡ଼ିଶାରେ ରହିଛି କି? ଆପଣଙ୍କ କମ୍ପାନି ଓଡ଼ିଶା ଷ୍ଟାର୍ଟଅପ ପଲିସି ୨୦୧୬ ଅଧୀନରେ ପଞ୍ଜିକୃତ ହୋଇଛି କି? କୌଣସି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ଆପଣ ଭାଗ ନେଉଛନ୍ତି କି? ତେବେ ଜାଣିରଖନ୍ତୁ, ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ ଇଏମଡି...
ରିଟାୟରମେଣ୍ଟ୍ ପ୍ଲାନିଂର କଥା ଉଠିଲେ ଦୁଇଟି ନିବେଶ- ପିପିଏଫ୍ ଓ ଏନପିଏସକୁ ନେଇ ଚର୍ଚ୍ଚା ହୁଏ। ତେବେ ଏହି ଦୁଇଟି ନିବେଶ ମଧ୍ୟରୁ ସର୍ବୋତ୍ତମ କିଏ ? ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୁଏ ଓ ୬ ବର୍ଷ ପରେ ଆଂଶିକ ଉଠାଣ ସୁବିଧା ଏନପିଏସରେ ପ୍ରତିବର୍ଷ ଅତିକମରେ ୧୦୦୦ ଟଙ୍କା ନିବେଶ,ସର୍ବାଧିକ ନିବେଶ ଉପରେ କିଛି ମଧ୍ୟ ପ୍ରତିବନ୍ଧକ ନାହିଁ ଇନକମ୍ ଗ୍ୟାରେଣ୍ଟି ଦୃଷ୍ଟିରୁ ପିପିଏଫ୍...
ଦେଶରେ ଏଣିକି ଶସ୍ତା କଲ୍ କରିବାର ଯୁଗ ସରିବାକୁ ଯାଉଛି। କାରଣ ଏୟାରଟେଲ୍ ଓ ଆଇଡିଆ ପରେ ଏବେ ଜିଓ ନିଜର କଲ୍ ଦର ମହଙ୍ଗା କରିବାକୁ ଯାଉଛି। ଏନେଇ କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ, ଜିଓ ଡିସେମ୍ବର ୬ ତାରିଖରୁ ନିଜର କଲ୍ ରେଟ୍ ଓ ଡାଟାର ବ୍ୟବହାର ପାଇଁ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ନେବ। ଏଥିପାଇଁ ଜିଓ ତାର ଟାରିଫ୍ ପ୍ଲାନଗୁଡ଼ିକର ମୂଲ୍ୟକୁ ୪୦...
ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ଟି କଥାକୁ ମନରେ ରଖନ୍ତୁ,ନହେଲେ କରଜ ଜାଲରେ ଛନ୍ଦି ହୋଇଯିବେ..  ଆପଣଙ୍କ କ୍ରେଡିଟ୍ କାର୍ଡ୍ ଆଉଟଷ୍ଟାଣ୍ଡିଂ ଢେର ଅଧିକ? ଉତ୍ତର ଯଦି ହଁ, ତେବେ ତୁରନ୍ତ ସତର୍କ ହୋଇଯାନ୍ତୁ। ପୁରୁଣା କରଜ ନଶୁଝା ହେବା ପର୍ଯ୍ୟନ୍ତ ନୁଆ କିଛି କିଣନ୍ତୁ ନାହିଁ। ୧ରୁ ୩ ମାସ ମଧ୍ୟରେ ପୁରୁଣା ବକେୟା ସବୁ ଶୁଝିବା ପାଇଁ ରଣନୀତି ତିଆରି କରନ୍ତୁ। ସବୁ...
ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଏକ ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରିବାକୁ ଯାଉଛି। ଏହାର ନାଁ ହେଉଛି Vivo V17। ଆସନ୍ତା ଡିସେମ୍ବର ୯ରେ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରାଯିବ। ଗତ ସେପ୍ଟେମ୍ବର ମାସରେ ୬ଟି କ୍ୟାମେରା ବିଶିଷ୍ଟ Vivo V17 Pro ସ୍ମାର୍ଟଫୋନ ଲଞ୍ଚ୍‌ କରାଯାଇଥିଲା। ଏବେ ଏହାର ତଳ ଭାରିଏଣ୍ଟ Vivo V17 ଲଞ୍ଚ୍‌ ହେବାକୁ ଯାଉଛି। Vivo V17 ସ୍ମାର୍ଟଫୋନରେ ପପ୍‌...
କେମିତି ଅଳ୍ପ ଅଳ୍ପ ଜମା କରି ସୁରକ୍ଷିତ କରିପାରିବେ ଭବିଷ୍ୟତ NPS କ'ଣ ? ନ୍ୟାସନାଲ ପେନସନ୍ ସିଷ୍ଟମରେ ଯେଉଁ ପେନସନ୍ ଖାତା ଗୁଡିକର ପରିଚାଳନା ହୋଇଥାଏ, ସେଥିରେ ସବସ୍କ୍ରାଇବର ନିୟମିତ ଭାବେ ନିଜ ଯୋଗଦାନ ଦେଇପାରିବେ। ଯାହାଫଳରେ ସେମାନଙ୍କ ପାଇଁ ଅବସରକାଳୀନ ଭତ୍ତା ଯୋଗାଡ ହୋଇଥାଏ। ଏହା ସହ ଯୋଗଦାନ ଅବଧି କାଳରେ ଆୟକରରେ ମଧ୍ୟ ରିହାତି ମିଳିଥାଏ। ଏଭଳି ଅନେକ ଉପାୟ ଅଛି ଯାହା ଜରିଆରେ ଆପଣ ଟିୟର...