ଭାରତୀୟ ଡାକରେ ଓଡ଼ିଶା ସର୍କଲ ପାଇଁ ୩୦ଟି ପଦବୀରେ ନିଯୁକ୍ତି ଦିଆଯିବ। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପିଏ, ଏସ୍‌ଏପିଏ, ପୋଷ୍ଟମ୍ୟାନ, ମେଲ୍‌ଗାର୍ଡ ଓ ଏମ୍‌ଟିଏସ୍‌ ପଦବୀ ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। କେବଳ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଏହି ପଦବୀ ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ୬ ଜାନୁଆରୀ ୨୦୨୦ ସୁଦ୍ଧା ଆବେଦନ କରିପାରିବେ। ପଦବୀ ପିଏ,ଏସ୍‌ଏପିଏ – (ରେସଲିଙ୍ଗ-୧, ବାସ୍କକେଟ ବଲ୍‌-୧, ଆଥଲେଟିକ-୨, ଫୁଟବଲ୍‌-୩, ହକି-୩, କ୍ରିକେଟ-୩, ଭଲି ବଲ୍‌-୩,...
ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଭାରତରେ ଲଞ୍ଚ୍‌ କରିଛି Vivo V17 ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନରେ ୪ଟି ରିୟର କ୍ୟାମେରା ଦିଆଯାଇଥିବା ବେଳେ ସେଲ୍‌ଫି ପାଇଁ ପଞ୍ଚ୍‌ ହୋଲ୍‌ କ୍ୟାମେରା ଦିଆଯାଇଛି। ସେହିପରି ଏଥିରେ ଫୁଲ୍‌ ଭ୍ୟୁ ଡିସ୍‌ପ୍ଲେ ମଧ୍ୟ ଦିଅଯାଇଛି। ସୋମବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଭୋ ଏହି ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରିଛି। ଭାରତରେ Vivo V17 ସ୍ମାର୍ଟଫୋନର ଦାମ୍‌ ରହିଛି ୨୨,୯୯୦...
ଘରେ ସୁନା ନରଖି ବ୍ୟାଙ୍କରେ ଫିକ୍ସ କରନ୍ତୁ, ସୁଧ ମିଳିବ କ'ଣ ଆପଣ ଏହା ଜାଣିଛନ୍ତି କି ଘରେ ଥିବା ସୁନାକୁ ବ୍ୟାଙ୍କରେ ରଖି ଆପଣ ସେଥିରୁ ଟଙ୍କା ଆୟ କରିପାରିବେ? ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଭାମ୍ପଡ୍ ଗୋଲ୍ଡ ଡିପୋଜିଟ୍ ସ୍କିମ ଏଭଳି ସୁବିଧା ଦେଉଛି। ଏହି ସ୍କିମ୍ ଅନ୍ତର୍ଗତରେ ଆପଣ ନିଜ ପାଖରେ ଥିବା ସୁନା କିମ୍ବା ଗହଣାକୁ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଭାବେ ରଖି ପାରିବେ।...
ଭାରତର ସବୁଠାରୁ ବଡ଼ କାର ନିର୍ମାତା କମ୍ପାନି ମାରୁତି ସୁଜୁକି ନୂଆବର୍ଷଠାରୁ କାର୍‌ଗୁଡ଼ିକର ଦାମ୍‌ ବଢ଼ାଇବାକୁ ଘୋଷଣା କରିଛି। ଗତ ଏକ ବର୍ଷ ମଧ୍ୟରେ କଞ୍ଚାମାଲ୍‌ ଦରରେ ବୃଦ୍ଧି ଲାଗି ରହିଥିବାରୁ କମ୍ପାନି ବାଧ୍ୟ ହୋଇ ଗାଡ଼ି ମୂଲ୍ୟ ବଢ଼ାଇବା କୁହାଯାଇଛି। ତେବେ ଗାଡ଼ିର ମୂଲ୍ୟ କେତେ ପ୍ରତିଶତ ବଢ଼ିବ ସେନେଇ କୌଣସି ଓଊଛନା ଦିଆଯାଇନାହିଁ। ସେୟାର ବଜାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଏବଂ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ)କୁ ଏନେଇ...
ପିଆଜ ନାଁ କହିଲେ ଲୋକଙ୍କୁ ଏବେ ଡର ଲାଗୁଛି। ପିଆଜ ଦାମ୍ ଯେତିକି ଅଛି ସାଧାରଣ ଲୋକଠୁ ଆରମ୍ଭ କରି ବାବୁ ସାହେବ୍ ପର୍ଯ୍ୟନ୍ତ ସମସ୍ତେ ଏବେ ଚିନ୍ତାରେ। ପିଆଜ ଦର ଦିନକୁ ଦିନ ହାଟ୍ରିକ୍‌ ମାରୁଛି। ପିଆଜ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ବୁଧବାର ପିଆଜ କିଲୋପିଚ୍ଛା ୧୨୦ ଟଙ୍କା ଥିବା ବେଳେ ଆଜି ୧୫୦କୁ ଛୁଇଁଲାଣି। କଟକରେ ଏବେ ବ୍ୟବସାୟୀମାନେ ୧୫୦ ଟଙ୍କାରେ ବିକ୍ରି କରୁଛନ୍ତି। ପିଆଜ ଦର ଏତେ...
ନୀଳାମ୍ବର ରଥ ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାର କୌଣସି ସ୍ଥାନରେ ଜମି ଖୋଜୁଛନ୍ତି କି? ଜାଣନ୍ତୁ ଓଡ଼ିଶା ସରକାରଙ୍କ ଲ୍ୟାଣ୍ଡ ବ୍ୟାଙ୍କ ବ୍ୟବସ୍ଥାରେ କେଉଁଠି କେତେ ଦରରେ ମିଳିପାରିବ ଶିଳ୍ପ ଉପଯୋଗୀ ସରକାରୀ ଜାଗା? ରାଜ୍ୟର ବିଭିନ୍ନ ଶିଳ୍ପାଞ୍ଚଳରେ ଶିଳ୍ପ ପ୍ରସାର ପାଇଁ ଇଡକୋ ପକ୍ଷରୁ ଜମି ଯୋଗାଇ ଦିଆଯାଇଥାଏ। ନିକଟରେ ଇଡକୋର ବୋର୍ଡ ଅଫ୍ ଡାଇରେକ୍ଟର୍ସ ବୈଠକରେ ବିଭିନ୍ନ ଜିଲ୍ଲାରେ ଥିବା ଶିଳ୍ପାଞ୍ଚଳଗୁଡ଼ିକର ଜମି ବାବଦ ମୂଲ୍ୟ ସ୍ଥିର କରାଯାଇଛି। ତା’ ଭିତରେ ଭୁବନେଶ୍ୱରରେ ଏକର ପିଛା ସର୍ବାଧିକ ଦେଢ଼ କୋଟି ଟଙ୍କା ରହିଛି। ୨୫ ଅକ୍ଟୋବର ୨୦୧୯ରେ ବସିଥିବା  ବୋର୍ଡ ଅଫ୍ ଡାଇରେକ୍ଟର ବୈଠକରେ ଇଡକୋ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।...
ଅନଲାଇନ୍ ସପିଂ ବେଳେ ଆପଣ  କେମିତି ପେମେଣ୍ଟ୍ କରନ୍ତି ? କ୍ୟାସ ଅନ୍ ଡେଲିଭରି ଅପସନ୍ ଚୟନ କରନ୍ତି ନା କାର୍ଡ୍ ଦ୍ୱାରା ପେମେଣ୍ଟ କରନ୍ତି ? ଯଦି ଆପଣ ଡେବିଟ୍ କାର୍ଡରେ ପେମେଣ୍ଟ କରୁଛନ୍ତି ତେବେ ତୁରନ୍ତ ଏଇ ଅଭ୍ୟାସକୁ ତ୍ୟାଗ କରନ୍ତୁ.. ଆପଣ ଅନ୍ ଲାଇନ୍ ସପିଂ କରୁଛନ୍ତି କି? ୯୯ ପ୍ରତିଶତ ସମ୍ଭାବନା ରହିଛି ଯେ, ଆପଣ ଅନଲାଇନରେ ସପିଂ ନିଶ୍ଚୟ କରୁଥିବେ। ଅନଲାଇନ ସପିଂରେ...
ସରକାର ଆଧାରକାର୍ଡକୁ ଅନେକ ଜୁରୁରୀ କରିଛନ୍ତି। ସମସ୍ତ ଜରୁରୀ କାମ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏ ପରିସ୍ଥିତିରେ ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ନାହିଁ କିମ୍ବା ଆଧାର ଲାଗି ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟ ନାହିଁ ତେବେ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ କାରଣ ଏମିତି କିଛି ବ୍ୟବସ୍ଥା ଅଛି ଯାହା ସାହାଯ୍ୟରେ ଆପଣ ଆଧାରକାର୍ଡ ବନାଇପାରିବେ। ଯଦି ଆପଣଙ୍କ ପାଖରେ କୌଣସି ଡକ୍ୟୁମେଣ୍ଟ ନାହିଁ ଆଧାର ଲାଗି ତେବେ...
ତିନୋଟି ପ୍ରଶ୍ନ ନିଜକୁ ପଚାରିବା ପରେ ଆରମ୍ଭ କରନ୍ତୁ ମ୍ୟୁଚୁଆଲ ଫଣ୍ଡରେ ନିବେଶ। ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଛନ୍ତି କି? ତେବେ ପ୍ରଥମେ ଆପଣ କ'ଣ ପାଇଁ ନିବେଶ କରୁଛନ୍ତି ତାହା ଜାଣନ୍ତୁ। ଦ୍ୱିତୀୟରେ, ଆପଣଙ୍କ ହାତରେ କେତେ ସମୟ ରହିଛି। ତୃତୀୟ,ଏହା ଜାଣନ୍ତୁ ଯେ, ଆପଣ କେତେ ରିସ୍କ ନେଇ ପାରିବେ। ବର୍ତ୍ତମାନ ସମସ୍ତେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବାକୁ ଚାହୁଁଛନ୍ତି। ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ,...
ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍‌। ଏବେ ଆସିଲା ନୂଆ ଅଲ୍‌-ଇନ-ୱାନ ପ୍ଲାନ୍‌। ଜାଣନ୍ତୁ କ’ଣ ରହିଛି ? ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲା। ଆସନ୍ତା ଡିସେମ୍ବର ୬ରୁ ରିଲାଏନ୍ସ ଏହାର ପୁରୁଣା ପ୍ଲାନ୍‌ ସବୁ ବନ୍ଦ ବନ୍ଦ ହୋଇଯିବ। ଏହାର ଭିତରେ ବୁଧବାର ଜିଓ ନୂଆ ପ୍ଲାନ୍‌ଗୁଡ଼ିକର ଘୋଷଣା କରିଛି।...