ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା ଲାଗିଛି। କମ୍ପାନି ଏହାର ୪୯ ଟଙ୍କାର ସବୁଠାରୁ ଶସ୍ତା ଫ୍ଲାନ୍‌କୁ ବନ୍ଦ କରିଦେଇଛି। ବର୍ତ୍ତମାନ ଏହି ପ୍ଲାନ୍‌ ୭୫ ଟଙ୍କାରେ ଉପଲବ୍ଧ ହେବ। ନିକଟରେ କମ୍ପାନି ଜିଓ ଫୋନ୍‌ ପାଇଁ ଅନ୍‌-ଇନ୍‌-ୱାନ୍‌ ପ୍ଲାନ୍ ଘୋଷଣା...
ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ୟଙ୍ଗ ପ୍ରଫେସନାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୩୦ ୟଙ୍ଗ ପ୍ରଫେସନାଲ୍‌ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ଵାନ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଏନେଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୦ ତାରିଖ। ଏହି ପଦବୀ ୨ବର୍ଷ ପାଇଁ ଚୁକ୍ତି ଭିତ୍ତିକ। ୨ ବର୍ଷ ମଧ୍ୟରେ କାର୍ଯ୍ୟକୁ ଦେଖି ଏହାର ସମୟସୀମା ବଢ଼ାଯିବ କି ନାହିଁ ନିର୍ଦ୍ଧାରଣ କରାଯିବ। ଅଧିକ ତଥ୍ୟ...
ଚୀନ୍‌ ସ୍ମାର୍ଟଫୋନ କମ୍ପାନି ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Redmi K30 ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ସହ କମ୍ପାନି ବିଭିନ୍ନ ଏମ୍‌ଆଇ ପ୍ରଡକ୍ଟ୍‌ସ ମଧ୍ୟ ଲଞ୍ଚ୍‌ କରିଥିଲା। ଏହି କାର୍ଯ୍ୟକ୍ରମରେ କମ୍ପାନି  ନୂଆ ସ୍ମାର୍ଟ ସ୍ପିକର ଲଞ୍ଚ୍‌ କରିଛି, ଯାହାର ନାଁ Redmi XiaoAI Speaker Play। ଏହି ସ୍ପିକରରେ କମ୍ପାନି ଭଏସ ରେକୋଗ୍ନିସନ ଫିଚର ଦେଇଛି। ଏହି ସ୍ମାର୍ଟ ସ୍ପିକରରେ ୫ ୱାଟ୍‌ର ଏକ ସ୍ପିକର...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଆସନ୍ତା ଡିସେମ୍ବର ୧୬ରୁ ଏନ୍‌ଇଏଫ୍‌ଟି(ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବେ। ବର୍ତ୍ତମାନ ଏହା କେବଳ ବ୍ୟାଙ୍କିଙ୍ଗ୍‌ ଆୱାର୍ସ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। ତେବେ ଡିସେମ୍ବର ୧୬ରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜକ୍ସନରେ ୨୪ ଘଣ୍ଟିଆ...
ନୂଆବର୍ଷରେ ଆପଣ ଗାଡ଼ି କିଣିବାକୁ ଚାହୁଁଛନ୍ତି କି? ତେବେ ଏବେଠୁ ନିଜର ଗାଡ଼ି କିଣିଆଣନ୍ତୁ। କାହିଁକି ନା, ନୂଆବର୍ଷରୁ ବିଭିନ୍ନ ଅଟୋମୋବାଇଲ କମ୍ପାନିଗୁଡ଼କ ନିଜ ଗାଡ଼ିର ଦାମ ବଢ଼େଇବାକୁ ଯାଉଛନ୍ତି। ଯଦି ଆପଣ ନୂଆ ବର୍ଷ ପରେ ଗାଡ଼ି କିଣିବେ ତେବେ ବର୍ତ୍ତମାନଠାରୁ ଅଧିକ ଦାମ୍‌ ଦେବାକୁ ପଡ଼ିପାରେ। ଆସନ୍ତା ଜାନୁଆରି ୧ରୁ ଅଟୋମୋବାଇଲ୍ କମ୍ପାନିଗୁଡ଼ିକ ବର୍ଦ୍ଧିତ ଦାମରେ ଗାଡ଼ି ବିକ୍ରି କରିବେ। ହିରୋ ଓ ଟିଭିଏସ୍ କମ୍ପାନିର ବାଇକ୍...
ଅଫ୍ ଲାଇନ୍ ଟ୍ରେଡ ପାଇଁ ବ୍ରୋକରଙ୍କୁ କେବେ ମଧ୍ୟ ଦିଅନ୍ତୁ ନାହିଁ ଦସ୍ତଖସ୍ତ ବିଶିଷ୍ଟ ଇନଷ୍ଟ୍ରକସନ ସ୍ଲିପ୍ କର୍ଭି ଷ୍ଟକ୍ ବ୍ରୋକିଂ ସେବି ନିଶାନାରେ ଅଛି। ଗତ ସପ୍ତାହରେ ସେବି କର୍ଭି ଉପରେ ପ୍ରତିବନ୍ଧକ ଲଗାଇଛି। କାରଣ ହେଉଛି କର୍ଭି ନିଜ ଗ୍ରାହକଙ୍କ ବିନା ଅନୁମତିରେ ସେମାନଙ୍କ ସେୟାରକୁ ବନ୍ଧକ ରଖିଥିଲା। ଏହାସହ ୧୦୯୬ କୋଟି ମୁଲ୍ୟର ପ୍ରତିଭୂତି (ସିକ୍ୟୁରିଟି) ଏହା ନିଜର ଗ୍ରୁପ କମ୍ପାନି କର୍ଭି ରିୟଲିଟି ପ୍ରାଇଭେଟକୁ...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ପକ୍ଷରୁ ମଙ୍ଗଳବାର ବହୁ ପ୍ରତୀକ୍ଷିତ ସ୍ମାର୍ଟଫୋନ୍‌ Redmi K30 ଲଞ୍ଚ୍‌ କରାଯାଇଛି। ଚୀନ୍‌ରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଲଞ୍ଚ୍‌ କରାଯାଇଛି। ଏହି ସ୍ମାର୍ଟଫୋନ୍‌ରେ ୬୪ ମେଗାପିକ୍ସେଲ ରିଅର କ୍ୟାମେରା ଦିଆଯିବା ସହ 5G ସପୋର୍ଟ ମଧ୍ୟ ରହିଛି। ଏଡା ହେଉଛି Redmi K20 ସ୍ମାର୍ଟଫୋନର ଅପଗ୍ରେଡେଡ୍‌ ଭର୍ସନ। Redmi K30 ସ୍ମାର୍ଟଫୋନ୍‌ରେ ରିଅର୍‌ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହା ହେଉଛି...
ସାବଧାନ,ଏମିତି ୮ଟି ଉପାୟରେ ଆପଣ ଠକେଇର ଶିକାର ହୋଇପାରନ୍ତି ... ଡିଜିଟାଲ ଦୁନିଆ ଆମ ଜୀବନକୁ ଯେତିକି ସହଜ କରିଛି ସେତିକି ମୁସ୍କିଲ ମଧ୍ୟ କରିଦେଇଛି। ଗୋଟିଏ କ୍ଲିକରେ ଆମେ ପେମେଣ୍ଟ କରି ପାରିବା, ଇନସ୍ୟୁରାନ୍‌ସ କିଣି ପାରିବା, କୌଣସି ବିଲ ଦେବାକୁ ଲମ୍ବା ଲାଇନରେ ଅପେକ୍ଷା କରିବାକୁ ପଡିବ ନାହିଁ। କିନ୍ତୁ ଏହି ସୁବିଧ ସବୁ ସହ ଲୁଚିକି ରହିଛି ଅନଲାଇନ୍ ଠକେଇର ଭୟ। ଟିକିଏ ଭୁଲ ପାଇଁ...
ରାଜ୍ୟର ସରକାରୀ ଉଦ୍ୟୋଗ ଓଡ଼ିଶା ଖଣି ନିଗମରେ ଖଣି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ www.omcltd.in ସାଇଟ୍‌ରୁ ଆବେଦନପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ଆବେଦନ କରିବାର ଶେଷ ତାରିଖ ଡିସେମ୍ଵର ୨୬। ଡେପୁଟି ଜେନେରାଲ ମ୍ୟାନେଜର ପଦବୀ – ୨ ଦରମା – ୭୮, ୮୦୦ – ୨,୦୯, ୯୦୦ ସିନିୟର ମ୍ୟାନେଜର ପଦବୀ – ୦୪ ଦରମା –...
ବର୍ଷ ବର୍ଷ ଧରି ଟ୍ୟାକ୍ସ ସେଭିଂ ମ୍ୟୁଚୁଆଲ ଫଣ୍ଡ୍ ନିବେଶକଙ୍କ ପାଇଁ ଭଲ ବିକଳ୍ପ ସାବ୍ୟସ୍ତ ହୋଇ ଆସିଛି। ଏମିତିରେ ଟ୍ୟାକ୍ସ ସେଭିଂ ବିକଳ୍ପ ବହୁତ ରହିଛି, ଯେମିତି ନ୍ୟାସନାଲ ପେନସନ ସିଷ୍ଟମ, ନ୍ୟାସନାଲ ସେଭିଂ ସାର୍ଟିଫିକେଟ୍,ପିପିଏଫ ଇତ୍ୟାଦି। ତେବେ ଏସବୁ ମଧ୍ୟରେ ଇକ୍ୱିଟି ଲିଙ୍କଡ୍ ସେଭିଂ ସ୍କିମ୍ (ଇଏଲଏସଏସ) ସବୁଠୁ ଅଧିକ ପସନ୍ଦ କରାଯାଉଥିବା ଟ୍ୟାକ୍ସ ସେଭିଂ ବିକଳ୍ପ। ଏଠାରେ ଆମେ ଆପଣଙ୍କୁ ଏମିତି ୫ଟି କାରଣ ବିଷୟରେ...