ପାର୍ଟି ସହ ସ୍ମାର୍ଟ୍ ପ୍ଲାନିଂ ବି କରନ୍ତୁ ଯେମିତି ହେବେ କରଜ ମୁକ୍ତ ପ୍ରଥମେ ଜାଣନ୍ତୁ ଆପଙ୍କ ଉପରେ କେତେ କରଜ ଅଛି ଏକରୁ ଅଧିକ କରଜ ନେଇଥିଲେ ତାକୁ ଗୋଟିଏ ସ୍ଥାନକୁ ସିଫ୍ଟ କରନ୍ତୁ ଯଦି କାହାକୁ ଟଙ୍କା ଫେରାଇବାର ଅଛି ତେବେ ରେଗୁଲାର ରିପେମେଣ୍ଟ୍ କରିବାକୁ, ଅଦରକାରୀ ଖର୍ଚ୍ଚ କାଟ୍ କରନ୍ତୁ ନୂଆ ଲଗଜରି ସାମଗ୍ରୀ କିଣନ୍ତୁ ନାହିଁ ,ଯଦି କିଛି ଅଦରକାରୀ ସାମଗ୍ରୀ ଅଛି...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାଓମି ନିଜର ଲାଟେଷ୍ଟ୍‌ ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ Mi Band 3i ଗତ ମାସରେ ଭାରତରେ ଲଞ୍ଚ୍‌ ହୋଇଥିଲା। ଆସନ୍ତା ଡିସେମ୍ବର ୧୬ରୁ ଏହାର ବିକ୍ରି ଫ୍ଲିପ୍‌କାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ସ୍ମାର୍ଟ ବ୍ୟାଣ୍ଡ୍‌ରେ ଓଏଲ୍‌ଇଡି ଡିସ୍‌ପ୍ଲେ ରହିଥିବା ବେଳେ ୨୦ ଦିନର ବ୍ୟାଟେରୀ ମଧ୍ୟ ଦିଆଯାଇଛି। ଏନେଇ ସାଓମି ଇଣ୍ଡିଆ ଅଫିସିଆଲ ଆକାଉଣ୍ଟ୍‌ରେ ସୂଚନା ଦିଆଯାଇଛି। ଏହି ଫିଟ୍‌ନେସ୍‌ ବ୍ୟାଣ୍ଡ୍‌ର ଦାମ୍‌ ହେଉଛି ୧,୨୯୯...
ଭୁଲ ଫଣ୍ଡ,ବୀମାରେ ନିବେଶ କରିଥିଲେ କେମିତି ଖୋଜିବେ ଏଗଜିଟ୍ ଡୋର? ଅନେକ ସମୟରେ ଆମେ ଆମ ଆଖ ପାଖରେ ଥିବା ନିବେଶ ଜ୍ଞାନୀଙ୍କ କଥାରେ ପଡି ଏମିତି ମ୍ୟୁଚୁଆଲ ଫଣ୍ଡ କିମ୍ବା ବୀମାରେ ନିବେଶ କରିଥାଉ ଯାହା ଆମ ପାଇଁ ଠିକ୍ ହୋଇନଥାଏ। କିନ୍ତୁ ଥରେ ନିବେଶ ଆରମ୍ଭ କରିବା ପରେ ଇଛା ନଥାଇ ମଧ୍ୟ ନିବେଶ ଜାରି ରଖିଥାଉ। ତେବେ ଏଭଳି ପରିସ୍ଥିତିର କ'ଣ କରିବା ଠିକ୍ ହେବ?...
ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍‌ ଭାରତରେ ଏହାର ୩ଟି ସ୍ମାର୍ଟଫୋନର ଦାମ୍‌ କମ୍‌ କରିଦେଇଛି। ମ୍ୟାକ୍ସ୍‌ ପ୍ରୋ ଏମ୍‌୧, ମ୍ୟାକ୍ସ ଏମ୍‌୨, ମ୍ୟାକ୍ସ ଏମ୍‌ ୧ ସ୍ମାର୍ଟଫୋନର ଦାମ୍‌ ଶସ୍ତା ହୋଇଛି। ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ ଗ୍ରାହକ ନୂଆ ଦାମ୍‌ରେ ଏହି ସ୍ମାର୍ଟଫୋନଗୁଡ଼ିକୁ କିଣି ପାରିବେ। ଲୋକପ୍ରିୟ ଆସସ୍‌ ମ୍ୟାକ୍ସ୍‌ ପ୍ରୋ ଏମ୍‌୧ ସ୍ମାର୍ଟଫୋନ୍‌ର ଦାମ୍‌ ୫୦୦ ଟଙ୍କା ଶସ୍ତା ହୋଇଛି। ଗ୍ରାହକ ବର୍ତ୍ତମାନ ଏହି ସ୍ମାର୍ଟଫୋନର 3GB+32GB ଭାରିଏଣ୍ଟକୁ...
ମାଇକ୍ରୋସଫ୍ଟ ଲଞ୍ଚ୍‌ କରିଛି ଏକ ନୂଆ ଆପ୍‌। Windows Insider ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟିଂ ଚାଲିଛି। ଏହି ଆପ୍‌ ଜରିଆରେ ଏଣିକି Windows କମ୍ପ୍ୟୁଟରରେ ଫୋନ୍‌ ଭଳି ମିଳିବ କଲିଂ ସୁବିଧା। ଏହି ଆପ୍‌ ଜରିଆରେ କମ୍ପ୍ୟୁଟରରେ ଆପଣ କଲ୍‌ କରିବା ସହିତ କଲ୍‌ ରିସିଭ୍‌ ମଧ୍ୟ କରିପାରିବେ। ଏହି ଆପ୍‌ର ନାଁ ହେଉଛି Your Phone। ଏହି ଆପ୍‌କୁ ଆପଣଙ୍କ ମୋବାଇଲ୍‌ରେ ଇନ୍‌ଷ୍ଟଲ କରିବାକୁ...
ଗତ କିଛି ଦିନ ଧରି ଅଟୋମୋବାଲ କମ୍ପାନିଗୁଡ଼ିକ ନିଜ ଗାଡ଼ିର ଦାମ୍‌ ବଢ଼ାଇବା ନେଇ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ନିସାନ ମୋଟର ଇଣ୍ଡିଆ। ଆସନ୍ତା ନୂଆ ବର୍ଷରୁ ନିସାନ୍‌ ନିଜର ଗାଡ଼ିର ଦାମ୍‌ ୫ ପ୍ରତିଶତ ବଢ଼ାଇବା ନେଇ ଘୋଷଣା କରିଛି। ଏନେଇ ନିସାନ ମୋଟର ଇଣ୍ଡିଆର ଅଧ୍ୟକ୍ଷ ରାକେଶ ଶ୍ରୀବାସ୍ତବ କହିଛନ୍ତି, “ଗାଡ଼ି ନିର୍ମାଣରେ ବ୍ୟବହୃତ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ କମ୍ପାନି...
ସାମସଙ୍ଗ Galaxy M40 ସ୍ମାର୍ଟଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର ରିହାତି। ଏହି ଫୋନ୍‌ ଭାରତରେ ୧୯,୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହା ୧୭,୯୯୯ ଟଙ୍କାରେ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ସାମସଙ୍ଗ୍‌ ଅନ୍‌ଲାଇନ୍‌ ଷ୍ଟୋର୍‌ରେ ମିଳୁଛି। ତେବେ ସ୍ମାର୍ଟଫୋନ୍‌ ଦାମ୍‌ କମିଥିବା ନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାନାହିଁ। ସାମସଙ୍ଗ Galaxy M40 ସ୍ମାର୍ଟଫୋନର ସ୍ପେସିଫିକେସନ ଦେଖିବାକୁ ଗଲେ ଏଥିରେ ୬.୩ ଇଞ୍ଚ୍‌ର...
ETF ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ ଶେୟାର ନିର୍ଦ୍ଦିଷ୍ଟ ଇଣ୍ଡେକ୍ସକୁ ଟ୍ରାକ୍ କରିଥାଏ,ଏହା  ମ୍ୟୁଚୁଆଲ ଫଣ୍ଡ ଭଳି.. ଭାରତ ବଣ୍ଡ୍ ଇଟିଏଫ୍ ବଜାରକୁ ଖୁବଶୀଘ୍ର ପ୍ରବେଶ କରିବାକୁ ଯାଉଛି। ମ୍ୟୁଚୁଆଲ ଫଣ୍ଡ୍ ସହିତ ଅନେକ ନିବେଶକ ଇଟିଏଫ୍ ସମ୍ପର୍କରେ ଅଧିକ ଜାଣନ୍ତି ନାହିଁ। ଆସନ୍ତୁ ଇଟିଏଫ କଣ ଜାଣିବା... 1. ଇଟିଏଫ୍ କଣ? ଇଟିଏଫ୍ ବା ଏକ୍ସଚେଂଜ୍ ଟ୍ରେଡେଡ୍ ଫଣ୍ଡ୍ କିଛି ଶେୟାରଙ୍କ ସେଟରେ ନିବେଶ କରିଥାଏ। ସାଧାରଣତଃ ଏହା ଏକ...
ପୋଷ୍ଟାଲ ସେଭିଂ ଆକାଉଣ୍ଟରେ ନିବେଶ ଦିଏ ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ଭାରତୀୟ ଡାକ ସେବା କେବଳ ଚିଠି ବାଣ୍ଟେନାହିଁ ଏହା ମଧ୍ୟ ଉପଭୋକ୍ତାଙ୍କୁ ସଂଚୟ ସ୍କିମ୍ ଦେଇଥାଏ। ଏଭଳି ସ୍କିମ୍ ଗୁଡିକର ବିଶେଷତା ହେଲା ଏହା ପଛରେ ଥାଏ ଭାରତ ସରକାରଙ୍କ ଗ୍ୟାରେଣ୍ଟି। ପୋଷ୍ଟାଲ ସେଭିଂ ସ୍କିମ୍ ମଧ୍ୟରୁ କିଛିରେ ନିବେଶ ଉପରେ ଆପଣ ଆୟକର ଆଇନର ସେକ୍ସନ ୮୦(ସି) ଅନ୍ତର୍ଗତରେ ଟ୍ୟାକ୍ସ ରିହାତି ମଧ୍ୟ ପାଇ...
ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିଲେ,ଏହା ଆପଣ ଜାଣିବା ନିହାତି ଜରୁରୀ ମ୍ୟୁଚୁଆଲ୍ ଫଣ୍ଡରୁ କେମିତି ଆୟ ହୁଏ ? ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଭଲ ରିଟର୍ଣ୍ଣ ମିଳିଥାଏ। କିନ୍ତୁ ଏହା ସହ ଏହାର ଟ୍ୟକ୍ସ ଦିଗକୁ ମଧ୍ୟ ଜାଣିବା ଜରୁରୀ। ମ୍ୟୁଚୁଆଲ ଫଣ୍ଡ୍ ନିବେଶରୁ ଦୁଇ ପ୍ରକାରର ଆୟ ହୋଇଥାଏ। ପ୍ରଥମତଃ ଡିଭିଡେଣ୍ଡ୍ ଓ ଦ୍ୱିତୀୟ ହେଲା କ୍ୟାପିଟାଲ୍ ଗେନ୍ କିମ୍ବା ଲସ୍। ଦୁଇ ମାମଲାରେ ଟ୍ୟାକ୍ସ ଅଲଗା ପ୍ରକାରର ହୋଇଥାଏ।...