ଚୀନ ସ୍ମାର୍ଟଫୋନ ନିର୍ମାତା ରିଅଲମି ନିକଟରେ ଭାରତରେ ଲଞ୍ଚ୍‌ କରିଛି ବହୁ ପ୍ରତିକ୍ଷିତ ସ୍ମାର୍ଟଫୋନ Realme X2। କମ୍ପାନି ଏହାକୁ ୧୫ ହଜାରରୁ ୨୦ ହଜାର ସ୍ମାର୍ଟଫୋନ୍‌ ସେଗ୍‌ମେଣ୍ଟେରେ ପ୍ରତିଯୋଗିତା ପାଇଁ ଆଣିଛି। ଏହାକୁ ଟକ୍କର ଦେବାକୁ ବଜାରରେ ଆଗରୁ ରହିଛି ସାଓମିର Redmi K20 ସ୍ମାର୍ଟଫୋନ୍‌। ଆସନ୍ତୁ ଜାଣିବା ଏହି ଦୁଇଟି ସ୍ମାର୍ଟଫୋନ୍‌ ମଧ୍ୟରେ କ’ଣ ରହିଛି ଫରକ୍‌? Realme X2 ସ୍ମାର୍ଟଫୋନ୍‌ ବଜାରରେ Realme X2 ସ୍ମାର୍ଟଫୋନ୍‌ର ୩ଟି...
ପିପିଏଫ୍ ଖାତାକୁ ୧୫ ବର୍ଷ ପରେ ମଧ୍ୟ ପୁନଃଚାଲୁ କରାଯାଇପାରିବ ପିପିଏଫ ଆକାଉଣ୍ଟ୍ ୧୫ ବର୍ଷରେ ମ୍ୟାଚୁର ହୋଇଥାଏ। ଯଦି ଆପଣଙ୍କର ପିପିଏଫ୍ ଆକାଉଣ୍ଟ୍ ଅଛି ଏବଂ ଏହା ଆଗାମୀ ୫ ବର୍ଷରେ ମ୍ୟାଚୁର ହେବାକୁ ଯାଉଛି ତେବେ ଏହି ୫ଟି କଥାର ତଥ୍ୟ ଆପଣଙ୍କ ପାଖରେ ରହିବା ଜରୁରୀ। ପିପିଏଫ୍ ନିବେଶ ପାଇଁ ଉପଲବ୍ଧ ସବୁଠୁ ଭଲ ସ୍କିମ୍ ମଧ୍ୟରୁ ଗୋଟିଏ ପିପିଏଫରେ ନିବେଶ ହୋଇଥିବା ପ୍ରିନସିପାଲ ଆମାଉଣ୍ଟ୍...
ସ୍ୱର୍ଣ୍ଣ ଋଣ ନେବା ବେଳେ ପରଖନ୍ତୁ,ପ୍ରଶ୍ନ ପଚାରନ୍ତୁ ଅନେକ ସମୟରେ ହଠାତ ଟଙ୍କାର ଆବଶ୍ୟକତା ପଡେ। ଏମିତି ଘରେ ଥିବା ସୁନା କାମରେ ଆସେ। ସରକାରୀ କିମ୍ବା ଘରୋଇ ବ୍ୟାଙ୍କରେ ବନ୍ଧା ରଖି ଆପଣ ଋଣ ନେଇ ପାରିବେ। ଋଣ ଟଙ୍କା ଶୁଝିବା ପରେ ଆପଣ ନିଜ ସୁନା ପୁଣି ଫେରିପାଇବେ। ପର୍ସନାଲ ଲୋନ୍ ମୁକାବିଲାରେ ଗୋଲ୍ଡ ଲୋନ୍ ସୁଧ କମ ହୋଇଥାଏ। ଏହାସହ ଏଭଳି ଋଣ ମଧ୍ୟ ଫଟାଫଟ୍...
ଫିକ୍ସଡ ଡିପୋଜିଟ୍ ବିଷୟରେ ଆପଣ ଶୁଣିଥିବେ କିନ୍ତୁ କେବେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ କଥା ଶୁଣିଛନ୍ତି? ଏହି ପ୍ଲାନ କେଉଁମାନଙ୍କ ପାଇଁ ବିଶେଷ ଉପଯୋଗୀ? କ'ଣ ପାଇଁ ଆପଣ ଫିକ୍ସଡ୍ ଡିପୋଜିଟ(ଏଫଡି) ବଦଳରେ ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି)କୁ ବାଛିବା ଅଧିକ ବୁଦ୍ଧିମାନର କାମ ହେବ? ଆସନ୍ତୁ ଜାଣିବା ଏ ବିଷୟରେ.... ଫିକ୍ସଡ୍ ଡିପୋଜିଟର ବିକଳ୍ପ କିଏ? ଫିକ୍ସଡ୍ ମ୍ୟାଚୁରିଟି ପ୍ଲାନ (ଏଫଏମପି) ହେଉଛି ଏକ୍ ଡେଟ୍ ପ୍ରଡକ୍ଟ। ଏହାକୁ...
ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପୋତ୍ସାହନ ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ବଡ଼ ଘୋଷଣା କରିଛି। ଏନ୍‌ଇଏଫ୍‌ଟି (ନ୍ୟାସନାଲ ଇଲେକ୍ଟ୍ରୋନିକ ଫଣ୍ଡ ଟ୍ରାନ୍ସଫର) ଜରିଆରେ ଆପଣ ଯେକୌଣସି ସମୟରେ ଗୋଟଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ଆକାଉଣ୍ଟକୁ ଟଙ୍କା ପଠାଯାଇପାରିବ। NEFT ଜରିଆରେ କେବଳ ବ୍ୟାଙ୍କିଙ୍ଗ୍‌ ସମୟ ଅର୍ଥାତ୍‌ ସକାଳ ୮ଟାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଉପଲବ୍ଧ ରହିଛି। କିନ୍ତୁ ଏବେଠାରୁ ଏନ୍ଇଏଫ୍‌ଟି ଟ୍ରାଞ୍ଜାକ୍ସନରେ ୨୪ ଘଣ୍ଟିଆ ସୁବିଧା ମିଳିବ। ଏନ୍ଇଏଫ୍‌ଟି ଜରିଆରେ...
ଆଜିର ଦିନରେ ଆଧାରକାର୍ଡ ଭାରତରେ ଏକ ପ୍ରମୁଖ ପରିଚୟ ପତ୍ରର ମାନ୍ୟତା ପାଇଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଏହି ପରିଚୟ ପତ୍ର ରହିଥିବା ଦେଖିବାକୁ ମିଳେ। ତେବେ ଆଧାରକାର୍ଡକୁ ନେଇ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି ହୋଇଛି। ଯଦି ଆପଣଙ୍କ ଆଧାରକାର୍ଡ ଛୋଟ ବେଳେ ଅର୍ଥାତ୍‌ ୧୫ ବର୍ଷ ବୟସ ପୂର୍ବରୁ କରିଛନ୍ତି, ତେବେ ତୁରନ୍ତ ନିଜ ଆଧାରକାର୍ଡକୁ...
ତିନି ମାସ ଲୋନ୍ ନଶୁଝିଲେ କ୍ରେଡିଟ୍ ସ୍କୋର ହୋଇପାରେ ଖରାପ ଆପଣ ଯଦି କୌଣସି ବ୍ୟାଙ୍କରୁ ହୋମ୍ ଲୋନ୍ ନେଇଛନ୍ତି ତେବେ ଠିକ୍ ସମୟରେ ଇଏମଆଇ ପୈଠ କରିବା ଆପଣଙ୍କ ନୈତିକ କର୍ତ୍ତବ୍ୟ। କିନ୍ତୁ କିଛି ଆକସ୍ମିକ କାରଣରୁ ବେଳେ ବେଳେ ଇଏମଆଇ ଦେବାରେ ଅସୁବିଧା ହୋଇଥାଏ। ତେବେ ଇଏମଆଇ ଯଦି ଆପଣ କୌଣସି କାରଣରୁ ଦେଇ ପାରୁନାହାନ୍ତି ତେବେ ଆପଣଙ୍କ ପାଖରେ ବିକଳ୍ପ କ'ଣ ଅଛି? କଣ ବିକଳ୍ପ...
ଅନ୍ତର୍ଜାତୀୟ ବଜାରରେ ଗତ ନଭେମ୍ବର ମାସରେ ଲଞ୍ଚ୍‌ ହୋଇଥିଲା ନୂଆ Moto Razr 2019 ସ୍ମାର୍ଟଫୋନ। ବର୍ତ୍ତମାନ ଏହାକୁ ଭାରତରେ ଲଞ୍ଚ୍‌ କରାଯିବ। ଏନେଇ କମ୍ପାନି ପକ୍ଷରୁ ଟିଜର ଜାରି କରାଯାଇଛି। ଗୋଟେ ସମୟରେ Moto Razr ମୋବାଇଲ ଫୋନ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲା। ବର୍ତ୍ତମାନ ଏହାକୁ ନୂଆ ରୂପରେ ପୁଣିଥରେ ବଜାରକୁ ଛଡ଼ାଯାଇଛି। ଏହି ନୂଆ Razr 2019 ସ୍ମାର୍ଟଫୋନରେ ଫୋଲ୍‌ଡ ଡିସ୍‌ପ୍ଲେ ରହିଛି। ମୋଟରୋଲା...
ଇନକମ୍ ଷ୍ଟେଜରେ ରିସ୍କ ନିଅନ୍ତୁ,ଫ୍ୟାମିଲି ଷ୍ଚେଜରେ ଟିକେ ସମ୍ଭାଳିକି ନିବେଶ କରନ୍ତୁ ... ଜୀବନର ଅଲଗା ଅଲଗା ଷ୍ଟେଜରେ ବଦଳୁଥିବା ଳକ୍ଷ୍ୟ ଅନୁସାରେ ନିବେଶରେ ପରିବର୍ତ୍ତନ ଆବଶ୍ୟକ। ଫାଇନାନସିଆଲ ପ୍ଲାନର ମାନେ ଜୀବନକୁ ତିନୋଟି ଭାଗରେ ବିଭକ୍ତ କରନ୍ତି। ପ୍ରଥମ ଷ୍ଟେଜ୍ ୨୧ରୁ ୪୦ ବର୍ଷ। ପ୍ରଥମ ଷ୍ଟେଜ ହାଇ ଇନକମ, ଗ୍ରୋଥର ସମୟ। ଦ୍ୱିତୀୟ ଷ୍ଟେଜ୍ ୪୧ରୁ ୫୫ ବର୍ଷ। ଦ୍ୱିତୀୟ ଷ୍ଟେଜ ମଧ୍ୟମ ଗ୍ରୋଥ୍ ଫ୍ୟାମିଲି ପାଇଁ...
ଭୋଡାଫୋନ ଗ୍ରାହକଙ୍କ ପାଇଁ ଖୁସି ଖବର। କମ୍ପାନି ତା’ର ଗ୍ରାହକଙ୍କ ପାଇଁ ନୂଆ ରିଚାର୍ଜ ପ୍ଲାନ ଆଣିଛି। ନୂଆ ପ୍ଲାନରେ ଗ୍ରାହକମାନେ ମାତ୍ର ୧୯ ଟଙ୍କାରେ ଅନଲିମିଟେଡ କଲିଂର ସୁବିଧା ପାଇପାରିବେ।୧୯ ଟଙ୍କାରେ ମାଗଣା କଲ୍ ଗ୍ରାହକମାନେ ୧୯ ଟଙ୍କା ରିଚାର୍ଜ କରି ଦୁଇ ଦିନ ପାଇଁ ଯେକୌଣସି ନେଟୱାର୍କକୁ ମାଗଣାରେ କଲ୍ କରିପାରିବେ। ଏହି ପ୍ଲାନରେ ଗ୍ରାହକମାନେ ୧୫୦MB ଇଣ୍ଟରନେଟ୍ ମଧ୍ୟ ବ୍ୟବହାର କରିପାରିବେ। ତା ସହିତ ଏହି...