ଆପଣ ନିଜ ସେଭିଂ ଆକାଉଣ୍ଟ ଦ୍ୱାରା ବିଲ୍ ପୈଠ କରିବା ସହ ନିବେଶ ମଧ୍ୟ କରିପାରିବେ.. ସଞ୍ଚୟ ଖାତା ଗୋଟିଏ କିନ୍ତୁ ଫାଇଦା ଅନେକ। ସଞ୍ଚୟ ଓ ନିବେଶର ଯାତ୍ରା ସାଧାରଣତଃ ସର୍ବପ୍ରଥମେ ସେଭିଂ ଆକାଉଣ୍ଟରୁ ହିଁ ଆରମ୍ଭ ହୋଇଥାଏ। ସେଭିଂ ଆକାଉଣ୍ଟ ଖୋଲିବାର ମୁଖ୍ୟ ଉଦ୍ଦେଶ୍ୟ ନିଜ ଟଙ୍କାକୁ ସୁରକ୍ଷିତ ରଖିବା ହୋଇଥାଏ। ଏହା ସହ ଅର୍ଥ ଦେଣନେଣ ମଧ୍ୟ ଗୋଟିଏ ପ୍ରମ୍ମୁଖ କାରଣ। ଏହାସହ ଖାତା ଆପଣଙ୍କ...
ଡିମାଟ୍ ଆକାଉଣ୍ଟ୍ ଧାରକ ନିଜ ବ୍ରୋକରଙ୍କ ସହାୟତାରେ ଷ୍ଟକ୍ ଏସ୍‌ଆଇପି ଆରମ୍ଭ କରିପାରିବେ। ଏହା ସାହାଯ୍ୟରେ ଆଗରୁ ନିର୍ଦ୍ଧାରିତ ଥିମ୍ କିମ୍ବା ସେୟାର ସେଟ୍‌ରେ ନିୟମିତ ରୂପରେ ନିବେଶ କରିପାରିବେ.. ସଞ୍ଚୟ ଓ ନିବେଶ ଅଭ୍ୟାସ ବଢାଇବା ପାଇଁ ନିୟମିତ ଭାବେ ଅଳ୍ପ କିଛି ଟଙ୍କା ଅଲଗା ରଖିବା ଭଲ ହୋଇଥାଏ। ଏଥିରେ ନିବେଶକ ନିଜ ନିୟମିତ ଖର୍ଚ୍ଚକୁ ମ୍ୟାନେଜ୍ କରିପାରିବେ। ଏହା ସମୟ ବଢ଼ିବା ସହ ଆପଣ ଏକ...
ଏହି ପଲିସି ବୀମା ଧାରକଙ୍କ ଆକସ୍ମିକ ମୃତ୍ୟୁରେ ପରିବାରକୁ ଦେଇଥାଏ କମ ପ୍ରିମିୟମରେ ଅଧିକ ଆର୍ଥିକ ସାହାଯ୍ୟ।  ଜୀବନ ବୀମାର ବିଭିନ୍ନ ପ୍ଲାନ ମଧ୍ୟରୁ ଆଉ ଗୋଟିଏ ହେଉଛି ହୋଲ୍ ଲାଇଫ୍ ଇନସ୍ୟୁରାନ୍ସ। ଆପଣଙ୍କ ପରେ ଆପଣଙ୍କ ପରିବାରର ଆର୍ଥିକ ସୁରକ୍ଷା କଥା ସବୁବେଳେ ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଏବେଠାରୁ ଗୋଟିଏ ଫଣ୍ଡ ତିଆରି କରିବା ବାବଦରେ ଚିନ୍ତା କରିବାକୁ ପଡ଼ିବ। ଏହି ଲକ୍ଷ୍ୟକୁ ଆପଣ ହୋଲ୍...
ଗୋଟିଏରେ ଆପଣ କମ ପ୍ରିମିୟମରେ ବଡ଼ କଭରେଜ୍ ପାଆନ୍ତି, ଆରଟିରେ ମହଙ୍ଗା ପ୍ରିମିୟମ ଦେଇ ଉତ୍ତରାଧିକାରୀଙ୍କ ପାଇଁ ପାଣ୍ଠି ତିଆରି କରନ୍ତି।  ଯଦି ଆପଣ ଚାହାନ୍ତି ଯେ, ଆପଣଙ୍କ ପରେ ଆପଣଙ୍କ ପରିବାର ଉପରେ କୌଣସି ଆର୍ଥିକ ବୋଝ ନପଡୁ ତେବେ ଆପଣଙ୍କ ପକ୍ଷରେ ବୀମା ନେବା ଅତ୍ୟନ୍ତ ଜରୁରୀ। ନିଜ ପାଇଁ ବୀମା କଭର କରାଇବ ଜଣେ ପରିବାର ମୁଖ୍ୟ ପାଇଁ ଅତ୍ୟନ୍ତ ଜରୁରୀ। କାରଣ ପରିବାର ମୁଖ୍ୟ...
ଗୃହ ବୀମା ଆପଣଙ୍କୁ ପ୍ରାକୃତିକ ବିପଦର ମୁକାବିଲା ପାଇଁ ତୟାର ରଖେ କାରଣ ଆପଣ ଘର ଥରୁଟିଏ ତିଆରି କରନ୍ତି.. ଘର ଆମ ସମସ୍ତଙ୍କ ସ୍ୱପ୍ନ। ସାଧାରଣତଃ ଜଣେ ମଧ୍ୟବିତ ପରିବାର କିମ୍ବା ନିମ୍ନ ମଧ୍ୟବିତ ପରିବାର ଜୀବନରେ ଥରଟିଏ ଘର ତିଆରି କରନ୍ତି। ଘର ଗୋଟିଏ ଥରର ନିବେଶ ହୋଇଥାଏ। ଆମେ କେହି ମଧ୍ୟ ବାରମ୍ବାର ଘରେ ନିବେଶ କରିବାକୁ ଚାହୁଁନା କି କରୁନା। କିନ୍ତୁ ଦୁର୍ଭାଗ୍ୟବଶତଃ ଘର...
ଅଧିକାଂଶ କର୍ମଚାରୀଙ୍କ ପାଇଁ ଏକ କୋଟିର ଫଣ୍ଡ୍ ଅସମ୍ଭବ ଲାଗିପାରେ କିନ୍ତୁ ଏହା ସମ୍ଭବ.. ସମସ୍ତଙ୍କ ଇଛା କୋଟିପତି ହେବା। ଚାକିରି କରିଥିବା ବ୍ୟକ୍ତି ଚାହାନ୍ତି ସେମାନଙ୍କ ଅବସରକାଳୀନ ଜୀବନ ଟେନସନ୍ ଫ୍ରି ହେଉ। ଆମ ଜୀବନରେ ଟଙ୍କାର ମହତ୍ତ୍ୱ ରହିଛି। ତେଣୁ ଜ୍ଞାନି ଗୁଣି କହିଛନ୍ତି, ଟଙ୍କା ଭଗବାନ ନହେଲେ ବି ଭଗବାନଙ୍କଠାରୁ କମ ନୁହେଁ। ଏମିତିରେ ରିଟାୟରମେଣ୍ଟ ପରେ ସୁରକ୍ଷିତ ଆର୍ଥିକ ଭବିଷ୍ୟତ ପାଇଁ ଦରକାର ଭଲ...
ଆପଣ କେଉଁ ବୀମା କରିବେ, କାହିଁକି କରିବେ? ଫାଇଦା କେତେ କ୍ଷତି କେତେ? ସମୟ ଓ ଜୀବନ ଅନିଶ୍ଚିତ। କିଛି ବି ଆପଣଙ୍କ ଜୀବନରେ ଘଟିପାରେ। ଘଟଣା ଦୁର୍ଘଟଣା ପାଇଁ ଆପଣଙ୍କୁ ସବୁବେଳେ ପ୍ରସ୍ତୁତ ରହିବାକୁ ପଡ଼େ। ସେହିଭଳି ଗୋଟିଏ ପ୍ରସ୍ତୁତିର ନାମ ହେଉଛି ଜୀବନ ବୀମା। ଆପଣଙ୍କ ଅନୁପସ୍ଥିତିରେ ଆପଣଙ୍କ ପରିବାରକୁ ସୁରକ୍ଷାର ପ୍ରତିସ୍ରୁତି ଦେଇଥାଏ ବୀମା। ତେବେ ବଜାରରେ ହାଉଜାଉ ବୀମା ପ୍ରଡକ୍ଟଙ୍କ ଭିତରେ ଆପଣଙ୍କ ପାଇଁ...
ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆପଣଙ୍କ ପର୍ସ ପାଇଁ ବି ଭାରି..। ଧୂମପାନ ସ୍ୱସ୍ଥ୍ୟ ପାଇଁ ହାନିକାରକ। ଏକଥା ସମସ୍ତେ ଜାଣିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୂସାରେ ୧୨ ପ୍ରତିଶତ ସିଗାରେଟ୍ ପିଉଥିବା ବ୍ୟକ୍ତିଙ୍କ ଘର ହେଉଛି ଭାରତ। ଯେଉଁମାନଙ୍କ ମଧ୍ୟରୁ ବାର୍ଷିକ ୧ କୋଟି ଲୋକ ଧୂମପାନ ଜନିତ ରୋଗ କାରଣରୁ ପ୍ରାଣ ହରାଇଥାନ୍ତି। ଧୂମପାନ କେବଳ ସ୍ୱାସ୍ଥ୍ୟ ପାଇ ନୁହେଁ ଆପଣଙ୍କ ପର୍ସ ପାଇଁ ମଧ୍ୟ...
ମନି ବ୍ୟାକ୍ ପଲିସି କ'ଣ? ଏହା କେମିତି ଅନ୍ୟ ପାରମ୍ପାରିକ ଜୀବନ ବୀମାଠାରୁ ଅଲଗା ଆସନ୍ତୁ ଜାଣିବା.. ମନିବ୍ୟାକ୍ ପଲିସି ଭାରତରେ ବିକ୍ରି ହେଉଥିବା କିଛି ସର୍ବାଧିକ ଜୀବନ ବୀମା ପଲିସି ମଧ୍ୟରୁ ଗୋଟିଏ। ମନି ବ୍ୟାକ୍ ପଲିସି ବାସ୍ତବରେ ଗୋଟିଏ ଧରଣର ଏଣ୍ଡାୱମେଣ୍ଟ ପଲିସି। ଏହି ପଲିସିରେ ପଲିସିଧାରକଙ୍କୁ ମ୍ୟାଚୁରିଟି ପରେ ଏକାଥରକେ ଏକ ନିଶ୍ଚିତ ରାଶି ମିଳିବା ବଦଳରେ ନିୟମିତ ଅନ୍ତରାଳରେ ବୀମା ରାଶିର ନିଶ୍ଚିତ ପ୍ରତିଶତ...
ପଲିସି ସରେଣ୍ଡର କରିବା ଅର୍ଥ ହେଉଛି, ପ୍ରିମିୟମର ସେହି ଭାଗ ଯାହାକୁ ଆଗରୁ ଦିଆଯାଇଛି ତାକୁ ପଲିସି ଧାରକଙ୍କୁ ଫେରସ୍ତ ମିଳିବ। ୩୦ ବର୍ଷୀୟା ଶୁଭଶ୍ରୀ ବିପିଓରେ କାମ କରନ୍ତି। ନିୟମିତ ସଞ୍ଚୟ ତାଙ୍କ ଅଭ୍ୟାସ। ସେ ଗତ ୫ରୁ ୬ ବର୍ଷ ହେବ ନିବେଶ କରିଆସୁଛନ୍ତି। ତେବେ ଏବେ ତାଙ୍କ ପାଇଁ ମୁଣ୍ଡବିନ୍ଧା ହେଉଛି ତାଙ୍କର କିଛି ଇନସ୍ୟୁରାନ୍ସ ପଲିସି। ଟ୍ୟାକ୍ସ ବଞ୍ଚାଇବା ପାଇଁ ସେ କିଛି ଏଣ୍ଡାୱମେଣ୍ଟ ପଲିସି...