ଓଡ଼ିଶା ପାଇଁ ଚିଟ୍ ଫଣ୍ଡ୍ କମ୍ପାନି କିଛି ନୂଆ ନୁହେଁ, ତେବେ ପ୍ରକୃତରେ ଚିଟ୍ ଫଣ୍ଡରେ ନିବେଶ କେତେ ସୁରକ୍ଷିତ? ନିକଟ ଅତିତରେ ଚିଟ୍ ଫଣ୍ଡ ସହ ଜଡିତ ଅନେକ ସ୍କାମ୍ ସାମନାକୁ ଆସିଛି। ଏହି କାରଣରୁ ଚିଟ୍ ଫଣ୍ଡ୍ ଏବେ ପୋଞ୍ଜି ସ୍କାମ ଭାବେ ପରିଚିତ। ତେବେ ସେଭିଂ ଓ କ୍ରେଡିଟ୍ ସହ ଜଡିତ ଏହି ପ୍ରଡକ୍ଟକୁ କ'ଣ ସଞ୍ଚୟ ପାଇଁ ବଛା ଯାଇପାରିବ କି? ଏଭଳି କରିବା...
ସମ୍ପର୍କୀୟଙ୍କଠାରୁ ଋଣ ନେବାର ଫାଇଦା ଅଛି କିନ୍ତୁ ମିଳେନା ଟ୍ୟାକ୍ସ ରିହାତି... ଅଭାବ ଅସୁବିଧା ସମୟରେ ପରିବାର ଓ ସମ୍ପର୍କୀୟ କାମରେ ଆସିଥାନ୍ତି। ବେଳେ ବେଳେ ଆମେ ନିଜ ସଂପର୍କୀୟଙ୍କଠାରୁ ଧାର ଉଧାର ନେଇଥାଉ। ବ୍ୟାଙ୍କ କିମ୍ବା ଫାଇନାନ୍ସ କମ୍ପାନିଙ୍କଠାରୁ ଧାର ନେବା ତୁଳନାରେ ଏହା ଶସ୍ତା ପଡ଼ିଥାଏ। କିନ୍ତୁ ଯେମିତି କୁହନ୍ତି, ଅର୍ଥ ଅନର୍ଥର କାରଣ, ଅର୍ଥ ପାଇଁ ସମ୍ପର୍କ ମଧ୍ୟ ଭାଙ୍ଗିଯିବାର ଆପଣଙ୍କ ଆଖପାଖରେ ଅନେକ ଉଦାହରଣ...
ପଇସା ପ୍ଲସ୍ ଷ୍ଟକ୍ ମ।ର୍କେଟ୍ ଅପଡେଟ୍ ୭.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୭ ଫେବ୍ରୁଆରି ୨୦୨୦ ସେନସେକ୍ସ ହାର – ୪୧,୧୪୧.୮୫  ୧୬୪.୧୮ ହ୍ରାସ (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଏନଟିପିସି: ୩.୩୦% ବୃଦ୍ଧି ଟାଟା ମୋଟର୍ସ: ୨.୯୪% ହ୍ରାସ ଓଏନଜିସି: ୧.୯୧% ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍: ୨.୬୯% ହ୍ରାସ ଏଚସିଏଲ୍ ଟେକ୍: ୧.୩୬% ବୃଦ୍ଧି ଏମ୍ ଆଣ୍ଡ ଏମ୍: ୧.୯୫% ହ୍ରାସ   ନିଫ୍ଟି ହାର ୧୨,୦୯୮.୩୫   ୩୯.୬୦ ହ୍ରାସ (ଏନ୍.ଏସ୍.ଇ) ଅଧିକ...
ପର୍ସନାଲ ଲୋନ୍ ଆଚାନକ ଆସୁଥିବା ଖର୍ଚ୍ଚର ବୋଝକୁ ହାଲୁକା କରେ କିନ୍ତୁ ପର୍ସନାଲ ଲୋନ୍ ପାଇବା ପାଇଁ କାଗଜପତ୍ର ଦୋରସ୍ତ ହୋଇଥିବା ଜରୁରୀ… ପର୍ସନାଲ ଲୋନ୍ ଖୁବ୍ କମ ସମୟରେ ମିଳିଥାଏ। ଜରୁରୀ ଖର୍ଚ୍ଚ ତୁଲାଇବା ପାଇଁ ଏଭଳି ଲୋନ୍ ବେଶ ସହାୟକ ହୋଇଥାଏ। କିନ୍ତୁ ପର୍ସନାଲ ଲୋନ୍ ପାଇବା ବେସ କାଠିକର ପାଠ। କାରଣ ହୋମ୍ ଲୋନ୍ କିମ୍ବା କାର ଲୋନ୍ ତୁଳନାରେ ଏହା ବ୍ୟାଙ୍କ ପାଇଁ ଟିକେ୍...
ନିବେଶ ନିଷ୍ପତି ସହଜ ହୋଇନଥାଏ, କେତେ ନିବେଶ କରିବେ,କେମିତି କରିବେ ଏବଂ ସବୁଠୁ ବଡ ପ୍ରଶ୍ନ ହେଲା ନିବେଶ ପାଇଁ ସଠିକ ସୁଯୋଗର ସନ୍ଧାନ.. ସଠିକ ନିବେଶ ସୁଯୋଗ ଖୋଜି ପାରିବା ଯଦି କଳା ତେବେ ନିବେଶର ସଠିକ ରଣନୈତିକ ବ୍ୟବହାର ହେଉଛି ବିଜ୍ଞାନ। ତେଣୁ ପୁଞ୍ଜି ନିବେଶ କରିବା ପୂର୍ବରୁ ଆପଣଙ୍କୁ ପାଂଚଟି ପ୍ରସଙ୍ଗ ବାବଦରେ ଗୁରୁତ୍ୱର ସହ ଚିନ୍ତା କରିବାକୁ ପଡିବ। ନିବେଶ ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ : ଆପଣ କେତେ...
କିସ୍ତି ଭରିବାର ସଠିକ୍ ଯୋଜନା କରି ଋଣବୋଝରୁ ପାଇପାରିବେ ମୁକ୍ତି। ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମେ ଋଣ କରିଥାଉ। ତେବେ ଏହି ଆବଶ୍ୟକତା ପୂରଣ କରିବାକୁ ଯାଇ ଆମେ ଏତେ ପରିମାଣର ଋଣ କରି ବସୁ ଯେ, ତାହା ପରବର୍ତ୍ତୀ ସମୟରେ ଆମ ପାଇଁ ବୋଝ ହୋଇଯାଏ। ବିଭିନ୍ନ ପ୍ରକାର ଋଣ କରି ଏହାର କିସ୍ତି କିପରି ପରିଶୋଧ କରିବାକୁ ହେବ ତାହା ଆମେ ବୁଝିପାରିନଥାଉ। ଫଳରେ ଋଣବୋଝ...
ଇନକମ୍ ଷ୍ଟେଜରେ ରିସ୍କ ନିଅନ୍ତୁ, ଫ୍ୟାମିଲି ଷ୍ଚେଜରେ ଟିକେ ସମ୍ଭାଳିକି ନିବେଶ କରନ୍ତୁ … ଜୀବନର ଅଲଗା ଅଲଗା ଷ୍ଟେଜରେ ବଦଳୁଥିବା ଳକ୍ଷ୍ୟ ଅନୁସାରେ ନିବେଶରେ ପରିବର୍ତ୍ତନ ଆବଶ୍ୟକ। ଫାଇନାନସିଆଲ ପ୍ଲାନର ମାନେ ଜୀବନକୁ ତିନୋଟି ଭାଗରେ ବିଭକ୍ତ କରନ୍ତି। ପ୍ରଥମ ଷ୍ଟେଜ୍ ୨୧ରୁ ୪୦ ବର୍ଷ। ପ୍ରଥମ ଷ୍ଟେଜ ହାଇ ଇନକମ, ଗ୍ରୋଥର ସମୟ। ଦ୍ୱିତୀୟ ଷ୍ଟେଜ୍ ୪୧ରୁ ୫୫ ବର୍ଷ। ଦ୍ୱିତୀୟ ଷ୍ଟେଜ ମଧ୍ୟମ ଗ୍ରୋଥ୍ ଫ୍ୟାମିଲି...
‘କୃଷି ଓଡ଼ିଶା-୨୦୨୦’ରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କହିଲେ – ଯୁବ ଚାଷୀ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବା ରାଜ୍ୟ ଓ ଦେଶ ପାଇଁ ଶୁଭସଙ୍କେତ। ‘‘ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର କୃଷି ବଜେଟ୍‌ ଏବଂ କୃଷି ନୀତି ଚାଷୀଙ୍କ ମୁହଁରେ ହସ ଫୁଟାଇଛି। ଦିନକୁ ଦିନ ବହୁ ଯୁବ ଚାଷୀ ଚାଷ ପ୍ରତି ଆକର୍ଷିତ ହେଉଛନ୍ତି। ଏହା ହେଉଛି ଆମ ରାଜ୍ୟ...
  ଉଚ୍ଚଶିକ୍ଷା ବିଭାଗ ପରେ ରାଜ୍ୟ ସରକାରଙ୍କ କୃଷି ବିଭାଗ ମଧ୍ୟ ଗୁରୁବାର ୫- ଟି ଅଧୀନକୁ ଆସିଛି। ଏନେଇ କୃଷି ବିଭାଗ ସଚିବ ସୌରଭ ଗର୍ଗ ସୂଚନା ଦେଇଛନ୍ତି। କୃଷି ବିଭାଗ ୫- ଟି ଅଧୀନକୁ ଆସିବା ପରେ ଏଣିକି ଚାଷୀମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରାଯିବ। ବିଭିନ୍ନ ବିଷୟରେ ଚାଷୀମାନଙ୍କଠାରୁ ମତାମତ ଗ୍ରହଣ କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି। ଚାଷୀମାନେ ସେମାନଙ୍କର ଅଭିଯୋଗକୁ କାଳିଆ ଅଭିଯୋଗ ପୋର୍ଟାଲ...
ସୁଭାଷ ଶତପଥୀ ‘ଉଦ୍ୟୋଗ ଗୁରୁ’ – ଆମ ସମୟର ଆଗଧାଡ଼ିର ଉଦ୍ୟୋଗୀଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପରେ ଆଧାରିତ ଏକ ୱେବ୍ ସିରିଜ୍।  ଜାଣନ୍ତୁ ‘ରୁଚି’ର ପ୍ରତିଷ୍ଠାତା ଶରତ ସାହୁଙ୍କ ଜୀବନ କାହାଣୀର କିଛି ପୃଷ୍ଠା। ପାଟିରେ ରୂପା ଚାମଚ ଧରି ଜନ୍ମହୋଇ, ପରିବେଶ ଓ ପରିସ୍ଥିତିର ସୁଯୋଗ ନେଇ ସଫଳତାର ଶୀର୍ଷରେ ପହଞ୍ଚିଥିବା ବ୍ୟକ୍ତିଙ୍କ ଉଦାହରଣ ଏ ଦୁନିଆରେ ବିରଳ ନୁହେଁ। ଏହି ସବୁ ଶ୍ରେଷ୍ଠ ବ୍ୟକ୍ତିଙ୍କ ସାଫଲ୍ୟ ପଛରେ ଅନେକ...