ଆଧାରକାର୍ଡ ଭଳି ପାନ୍‌କାର୍ଡ ବି ଏବେ ଗୋଟିଏ ଜରୁରୀ ପ୍ରମାଣପତ୍ର। ବ୍ୟାଙ୍କରେ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ବିଦେଶ ଯାତ୍ରା ଯାଏଁ, ଅନେକ ଜରୁରୀ କାମରେ ପାନ୍‌କାର୍ଡର ଆବଶ୍ୟକତା ରହୁଛି। ଆସନ୍ତୁ, ଜାଣିବା କେଉଁ କେଉଁ ଜରୁରୀ କାମ ପାଇଁ ପାନ୍‌କାର୍ଡର ଆବଶ୍ୟକତା ରହିଛି। ବ୍ୟାଙ୍କରେ ନୂଆ ଆକାଉଣ୍ଟ୍ ଖୋଲିବା ଏବଂ ‘ଫିକ୍ସ୍ ଡିପୋଜିଟ୍’ କରିବା ପାଇଁ ପାନ୍‌କାର୍ଡ ନିହାତି ଜରୁରୀ। ଯେକୌଣସି ବ୍ୟାଙ୍କରେ ୫୦ ହଜାର କିମ୍ବା ତା’ଠାରୁ ଅଧିକ...
ଅନଲାଇନରେ ପୁରୁଣା ଇନ୍-ଅପରେଟିଭ୍ ପିଏଫ୍ ଆକାଉଣ୍ଟକୁ ଟ୍ରେସ୍‌ କରି ନିଜ ପଇସା ଟ୍ରାନ୍‌ସଫର କରିବା ସହଜ ନହେଲେ ବି ଅସମ୍ଭବ ନୁହେଁ। ଏହା ଆପଣଙ୍କ ସହ ମଧ୍ୟ ହୋଇଥିବ। କାରଣ ଏମିତି ଅନେକ ସମୟରେ ହୁଏ ଯେ, ଆମେ ଅଲଗା ଅଲଗା କମ୍ପାନିରେ କାମ କରିବା ବେଳେ ଆମ ନାମରେ ଅଲଗା ପିଏଫ୍ ଆକାଉଣ୍ଟରେ ଟଙ୍କା ଜମା ହୋଇଥାଏ। ତେଣୁ ଚାକିରି ଓ କମ୍ପାନି ବଦଳିବା ସହ ଆମ ପୁରୁଣା...
ନିଜ ମାସିକ ଖର୍ଚ୍ଚ ଉପରେ ଲଗାମ କସି କରଜ ଜାଲରୁ ଜଣେ ମୁକୁଳି ପାରିବେ କରଜ କେବଳ ଆପଣଙ୍କ କ୍ରେଡିଟ୍ ସ୍କୋରକୁ ଖରାପ କରେ ନାହିଁ ,ଏହା ମଧ୍ୟ ଆପଣଙ୍କ ପାରିବାରିକ ଜୀବନକୁ ନଷ୍ଟ କରିଦିଏ। ଆମ ଆଖପାଖରେ ଏମିତି ଲୋକ ଥାନ୍ତି ଯେଉଁମାନେ ବଦଖର୍ଚ୍ଚୀ ହୋଇଥାନ୍ତି। ଭାବିଚିନ୍ତି ଖର୍ଚ୍ଚ ନକରି ସେମାନେ କରଜ ଜାଲରେ ପଡି ଛଟପଟ ହୁଅନ୍ତି। ଏମିତି କିଛି ବ୍ୟକ୍ତି ଥାନ୍ତି ଯେଉଁମାନେ ଏକରୁ ଅଧିକ...
ଇଏଲ୍‌ଏସ୍‌ଏସ୍‌ (ଇକୁଇଟି ଲିଙ୍କ୍ଡ ସେଭିଙ୍ଗ ସ୍କିମ୍) ହେଉଛି ମ୍ୟୁଚୁଆଲ ଫଣ୍ଡର ଏକ ପ୍ରକାର ସ୍କିମ୍ ବା ଯୋଜନା। ତେବେ ଏହା ଅନ୍ୟ ସମସ୍ତ ସ୍କିମଗୁଡ଼ିକଠାରୁ ବହୁତ ଭିନ୍ନ। କାରଣ ଏହା ଏକପ୍ରକାର ଟିକସମୁକ୍ତ ଓ ନିବେଶକଙ୍କ ପାଇଁ ଅଧିକ ଲାଭଦାୟକ ଯୋଜନା। ଧାରା ୮୦ସି ଅନୁଯାୟୀ ଏଥିରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡ଼ିନଥାଏ ଏବଂ ଏଥିରୁ ଅଧିକ ରିଟର୍ନ ବା ଲାଭ ମିଳିଥାଏ। ଅର୍ଥାତ...
ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ମଧ୍ୟରେ ବାଛିବାକୁ ପଡ଼େ, ତ’ ଭାବିଚିନ୍ତି ନିଷ୍ପତି ନିଅନ୍ତୁ। ପର୍ସନାଲ ଲୋନ୍ ଓ ପର୍ସନାଲ ଲାଇନ୍ ଅଫ୍ କ୍ରେଡିଟ୍ ଭଳି ପ୍ରଡକ୍ଟ ଅଧିକ ସଂଖ୍ୟାରେ ଚାକିରିଆଙ୍କ ମଧ୍ୟରେ ଲୋକପ୍ରିୟ ହେବାରେ ଲାଗିଛି। ଏହାର କରାଣ ହେଉଛି ଏହି ଲୋନ୍ ସବୁ ସହଜରେ ମିଳିଥାଏ। ଏଥିପାଇଁ କିଛି ମଧ୍ୟ ବନ୍ଧକ ରଖିବାକୁ ପଡ଼ିନଥାଏ। ଏହାସହ ଏଭଳି ଋଣକୁ କିସ୍ତିରେ ଶୁଝା ଯାଇଥାଏ।...
ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଅ।ଇ ଏସ୍ ଟି), ୧୨ ଫେବ୍ରୁଆରି, ୨୦୨୦ ସେନସେକ୍ସ ହାର – ୪୧,୫୬୫.୯୦  ୩୪୯.୭୬ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ଏଚୟୁଏଲ୍: ୫.୦୦% ବୃଦ୍ଧି ଏସବିଆଇ: ୧.୩୪% ହ୍ରାସ କୋଟକ ମହିନ୍ଦ୍ରା: ୨.୨୪% ବୃଦ୍ଧି ଇଣ୍ଡସିଣ୍ଡ ବ୍ୟାଙ୍କ୍:୧.୧୬ % ହ୍ରାସ ନେସଲେ: ୧.୮୪% ବୃଦ୍ଧି ସନ୍ ଫାର୍ମା: ୦.୯୬% ହ୍ରାସ   ନିଫ୍ଟି ହାର ୧୨,୨୦୧.୨୦   ୯୩.୩୦ ବୃଦ୍ଧି (ଏନ୍.ଏସ୍.ଇ) ଅଧିକ ଲାଭ କରିଥିବା...
କ’ଣ ଆପଣ ବି ପିପିଏଫ (ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡ) ଆକାଉଣ୍ଟ ବା ସାର୍ବଜନିକ ଭବିଷ୍ୟନିଧି ଜମାଖାତା ଖୋଲିଛନ୍ତି କି? ଯଦି ନୁହେଁ ତେବେ ତୁରନ୍ତ ଏକ ପିପିଏଫ ଆକାଉଣ୍ଟ ଖୋଲନ୍ତୁ ଏବଂ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ। କାରଣ ଏଥିରେ ଏଭଳି ବ୍ୟବସ୍ଥା ରହିଛି, ଯାହା ଆପଣଙ୍କ ସ୍ୱପ୍ନକୁ ସୁନିଶ୍ଚିତ ସାକାର କରିଥାଏ। ଏହାବାଦ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ସରକାରୀ ଯୋଜନା ହୋଇଥିବାରୁ ରିସ୍କ...
କର୍ପୋରେଟ୍ କମ୍ପାନି ଜାରି କରୁଥିବା ଏନସିଡି ଫିକ୍ସଡ୍ ଡିପୋଜିଟ୍ ତୁଳନାର ଦେଇଥାଏ ଅଧିକ ରିଟର୍ଣ୍ଣ, ତେବେ  ନିବେଶ ପୂର୍ବରୁ କମ୍ପାନିକୁ ଭଲକରି ଜାଣନ୍ତୁ.. ଯଦି ଆପଣ ଭଲ ରିଟର୍ଣ୍ଣ ପାଇଁ ଭଲ ଫିକ୍ସଡ୍ ଡିପୋଜିଟର ସଂଧାନରେ ଅଛନ୍ତି ତେବେ ଆପଣ ବଜାରରେ ଉପଲବ୍ଧ ଥିବା ଅନ୍ୟ ବିକଳ୍ପ ବାବଦରେ ମଧ୍ୟ ଚିନ୍ତା କରିବା ଉଚିତ ହେବ। ଆପଣ NCD ଅର୍ଥାତ ନନ୍-କନଭର୍ଟିବଲ ଡିବେଞ୍ଚର୍ସରେ ନିବେଶ କରିପାରିବେ। ଗତ କିଛି ବର୍ଷ...
ନୀଳାମ୍ବର ରଥ କୌଣସି ସମସ୍ୟାକୁ ଆହ୍ୱାନ ବା ନୂଆ କଥା ଶିଖିବାର ଏକ ସୁଯୋଗ ବୋଲି ବିଚାରକରି ଯେଉଁମାନେ ତା’ର ସମାଧାନର ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି କର୍ପୋରେଟ୍ ଫ୍ଲୋର୍‌ରେ ସେମାନଙ୍କର ଆଦର ବେଶୀ। ସାଧାରଣ ଜୀବନରେ ଭୁଲ୍ ଭଟ୍‌କା ବା ସମସ୍ୟା କିଛି ନୂଆ କଥା ନୁହେଁ। କିନ୍ତୁ ଅନେକ ସମୟରେ ଛୋଟ ଛୋଟ ସମସ୍ୟା ଦିନେ ବିରାଟ ଆକାର ଧାରଣ କରିଥାଏ। ଯେଉଁ ସମସ୍ୟାକୁ ଛୁଞ୍ଚିରେ ସମାଧାନ କରାଯାଇପାରିଥାନ୍ତି ତାକୁ କଟୁରୀ ଲଗାଇଲେ ମଧ୍ୟ ବେଳେ ବେଳେ ସମ୍ଭାଳିବା ସହଜ ହୁଏ ନାହିଁ। ବିଶେଷକରି ଚାକିରି ଜୀବନ ବା କର୍ପୋରେଟ୍ ଫ୍ଲୋର୍‌ରେ ବିଭିନ୍ନ ସମସ୍ୟାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ଅନେକ ସମୟରେ...
ମାସକୁ ମାତ୍ର ୫୫ ଟଙ୍କାର ପ୍ରିମିୟମ ଭରି ୬୦ ବର୍ଷ ବୟସ ପରେ ପାଆନ୍ତୁ ଆଜୀବନ ମାସିକ ୩୦୦୦ ହଜାର ଟଙ୍କାର ପେନସନ। ଏଣିକି ଗରିବ କୃଷକ ଓ ଶ୍ରମିକଙ୍କ ସମେତ ସମସ୍ତ ପ୍ରକାର ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକମାନଙ୍କୁ ମିଳିବ ସାମାଜିକ ସୁରକ୍ଷା। ଏଥିପାଇଁ କେନ୍ଦ୍ର ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା। ତେବେ ଆସନ୍ତୁ ଜାଣିବା କେଉଁମାନେ, କିପରି ଏହି ଯୋଜନାରେ କରିବେ...