ଦୀର୍ଘ ୮୮ ବର୍ଷ ତଳେ ଜେଆରଡି ଟାଟା ଯେଉଁ ଏୟାର ଲାଇନ୍ସର ମୂଳଦୁଆ ପକାଇଥିଲେ ତାହା ଆଜି ପୁଣି ତାଙ୍କ କମ୍ପାନି ପାଖକୁ ଫେରି ଆସିବା ଜଳଜଳ ଦେଖାଯାଉଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାର ଇଣ୍ଡିଆ ପାଇଁ ମାର୍ଚ୍ଚ ୧୭ ତାରିଖ ମଧ୍ୟରେ ଟେଣ୍ଡର ପକାଇବାକୁ ହେବ। ଟାଟା କମ୍ପାନି ଏୟାର ଇଣ୍ଡିଆକୁ କିଣିବା ପାଇଁ ଏକରକମ ମନସ୍ଥ କରି ସାରିଛି ଏବଂ ଏଥିପାଇଁ ଯାବତୀୟ...
ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ହେଉଛି ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନ୍‌ରେ ମିଳୁଥିବା ରାଶିକୁ ଆପଣ ନିଜ ଇଛା ମୂତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ...
ପର୍ସନାଲ ଲୋନ୍ ଏବଂ କ୍ରେଡିଟ୍ କାର୍ଡ ଲୋନ୍। ଆକସ୍ମିକ ଖର୍ଚ୍ଚ ପାଇଁ କାମରେ ଆସୁଥିବା ଏହି ଦୁଇ ଲୋନ ବାବଦରେ ଜାଣନ୍ତୁ ସବୁ ତଥ୍ୟ। ଧରି ନିଅନ୍ତୁ ଆପଣଙ୍କର ହଠାତ୍ ଟଙ୍କାର ଆବଶ୍ୟକ ହେଲା। ଆପଣ ହାତ ଉଧାରି ଆଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ବ୍ୟାଙ୍କ ମୁହାଁ ହେଉଛନ୍ତି। ଏବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ପର୍ସନାଲ ଲୋନ୍ ଓ ଅନ୍ୟଟି ହେଉଛି...
ଜିଓ ତା’ର ଗ୍ରାହକଙ୍କ ପାଇଁ ପୁଣି ଏକ ଖୁସି ଖବର ଆଣିଛି। ଏଣିକି ଜିଓ ବ୍ୟବହାରକାରୀମାନେ ବିନା ନେଟ୍‌ୱର୍କରେ କଲ୍ କରିପାରିବେ। ଜିଓ ତରଫରୁ ଏଭଳି ନୂଆ ବ୍ୟବସ୍ଥାକୁ ଆରମ୍ଭ କରାଯାଇଛି। ଏହାଦ୍ୱାରା ନେଟ୍‌ୱର୍କ ନଥିଲେ ମଧ୍ୟ ଗ୍ରାହକମାନେ ୱାଇ-ଫାଇ ଜରିଆରେ ଫୋନ୍ କଲ୍ କରିପାରିବେ। ଏଥିରେ ଲୋକମାନେ ସାଧାରଣ କଲ୍ ପରି କଥା ହୋଇପାରିବେ। ଏଥିସହିତ ଏଥିପାଇଁ କୌଣସି ଅଧିକ ଶୁଳ୍କ ଦେବାକୁ ପଡ଼ିବନି ବୋଲି କମ୍ପାନି ପକ୍ଷରୁ...
ସଞ୍ଚୟ ଭଲ ଅଭ୍ୟାସ। ସଞ୍ଚୟ ଅସମୟରେ ଆପଣଙ୍କୁ ସାହରା ଦେଇଥାଏ। ପ୍ରତିମାସରେ ବିନା ରିସ୍କରେ ଏକ ନିଶ୍ଚିତ ରିଟର୍ଣ୍ଣ ପାଇଁ ରିକରିଂ ଡିପୋଜିଟ୍ (ଆର୍‌ଡି) ଗୋଟିଏ ଭଲ ବିକଳ୍ପ। ଆପଣ ଯଦି ପ୍ରତି ମାସରେ ଗୋଟିଏ ନିଶ୍ଚିତ ରାଶି ବଞ୍ଚାଇବେ ତେବେ କିଛି ସମୟ ପରେ ଆପଣଙ୍କ ପାଖରେ ଗୋଟିଏ ବଡ ରାଶି ଜମା ହୋଇ ପାରିବ। ଆପଣ କୌଣସି ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ରିକରିଂ ଡିପୋଜିଟ୍...
ପର୍ସନାଲ ଲୋନ ପାଇଁ ଆବଶ୍ୟକ ଏହି ସବୁ ସର୍ବନିମ୍ନ ପ୍ରମାଣପତ୍ର ସାଧାରଣତଃ ବିଭିନ୍ନ ଆବଶ୍ୟକତା ପୂରଣ ପାଇଁ ଆମର ଅର୍ଥ ଆବଶ୍ୟକ ହୋଇଥାଏ। ଯଦି ସେହି ପରିମାଣର ଅର୍ଥ ଆମ ପାଖରେ ନ ଥାଏ, ତେବେ ଆମେ ଋଣ କରିଥାଉ। କେତେକ ଲୋକ ବିଭିନ୍ନ ଋଣ ସୁଝିବାକୁ ପର୍ସନାଲ ଲୋନ କରିଥାନ୍ତି। ସେହିପରି କିଏ ବିଭିନ୍ନ ଜିନିଷ କିଣିବା ପାଇଁ ତ ଆଉ କିଏ ବାହାରକୁ ବୁଲିବାକୁ ଯିବା ପାଇଁ, ବିବାହ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ଏଭଳି...
ସେୟାର ମାର୍କେଟରେ ଅଧିକ ଟଙ୍କା ଲଗାଇବାକୁ ପଡ଼େ, ଅନ୍ୟପକ୍ଷରେ ମାତ୍ର ୫୦୦ ଟଙ୍କାରୁ ଆରମ୍ଭ କରିପାରିବେ ମ୍ୟୁଚୁଆଲ ଫଣ୍ଡ୍। ରିସ୍କ ନେବାର ପୁରସ୍କାର ହେଉଛି ଲାଭ। ଆପଣ ଯଦି ରିସ୍କ ନେଉଛନ୍ତି ଓ ରିସ୍କ ନେବା ଦ୍ୱାରା ଲାଭ ହେବ ବୋଲି ସଠିକ ଅନୁମାନ କରିପାରୁଛନ୍ତି ତେବେ ଆପଣ ସିଧାସଳଖ ସେୟାର ମାର୍କେଟରେ ଟ୍ରେଡିଂ କରିବା ଠିକ୍ ରହିବ। ଆପଣ ଯଦି କମ୍ପାନିଙ୍କ ଗତିବିଧି, ସେମାନଙ୍କ ଆର୍ଥିକ ସ୍ଥିତି ଓ...
ଉନ୍ନତମାନର ଲାଇଭ୍ ଷ୍ଟ୍ରିମିଂ ସେବା ଏକାଧିକ ସୋସିଆଲ୍ ଚ୍ୟାନେଲରେ ଲାଇଭ୍ ଷ୍ଟ୍ରିମିଂ ତା’ ସାଙ୍ଗକୁ ଅତ୍ୟାଧୁନିକ ଭିଡିଓ ପ୍ରଡକ୍ସନ ଓଡ଼ିଶାର ଆଗଧାଡ଼ିର ମିଡିଆ ଏଜେନ୍ସି ‘ଓଏଲ୍ ଡିଜିଟାଲ୍‌’ (ଓଡ଼ିଶାଲାଇଭ୍ ମିଡିଆର ଏକ ଅଂଶ) ପକ୍ଷରୁ ଲାଇଭ୍ ଷ୍ଟ୍ରିମିଂ ସେବା ଯୋଗାଇ ଦିଆଯାଉଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କମ୍ପାନି ଏହି ଡିଜିଟାଲ୍ ସେବା ଦେଉଛି। ଆଜିର ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ବେଳେ ୱେବସାଇଟ୍ ଏବଂ ସୋସିଆଲ୍ ମିଡିଆରେ ସିଧା ପ୍ରସାରଣ ଏକ ନୂଆ ଧାରାରେ ପରିଣତ ହୋଇଛି। ବିଶେଷକରି ବଡ଼ ବଡ଼ ଇଭେଣ୍ଟ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି.. କ’ଣ ଆପଣ ଆୟକର ଦେଉଛନ୍ତି କି? ଯଦି ଦେଉନାହାନ୍ତି ତେବେ ଦେବା ଉଚିତ କି? ଆପଣଙ୍କ ବାର୍ଷିକ ଆୟ କ’ଣ ଆୟକର ଦେବା ଯୋଗ୍ୟ କି? ଯଦି ନୁହେଁ, ତଥାପି ଆପଣ ଆୟକର ଦେବା ଆବଶ୍ୟକ କି? ଏଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ସୃଷ୍ଟି ହେବା ସ୍ୱଭାବିକ। ସାଧାରଣତଃ ଇନକମ୍ ଟ୍ୟାକ୍ସ ଆକ୍ଟ-୧୯୬୧ ଅନୁଯାୟୀ,...