ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍ ୬.୦୦ ସନ୍ଧ୍ୟା (ଆଇ ଏସ୍ ଟି), ୩ ମାର୍ଚ୍ଚ, ୨୦୨୦ ସେନସେକ୍ସ ହାର – ୩୮,୬୨୩.୭୦  ୪୭୯.୬୮ ବୃଦ୍ଧି (ବି.ଏସ୍.ଇ) ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) ସନ୍ ଫାର୍ମା: ୬.୬୪ % ବୃଦ୍ଧି ଆଇଟିସି: ୦.୮୭ % ହ୍ରାସ ଟାଟା ଷ୍ଟିଲ୍: ୬.୪୩ % ବୃଦ୍ଧି ଏଚଡିଏଫସି: ୦.୦୭ % ହ୍ରାସ ଓଏନଜିସି: ୪.୭୧ % ବୃଦ୍ଧି   ନିଫ୍ଟି ହାର ୧୧,୩୦୩.୩୦  ୧୭୦.୩୦ ବୃଦ୍ଧି (ଏନ୍.ଏସ୍.ଇ)    ଅଧିକ...
ଜୁଲାଇ ୩୧ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ। ଜାଣନ୍ତୁ, କେମିତି କରିବେ ଆଇଟିଆର୍‌ ଫାଇଲ୍। ୨୦୧୯-୨୦ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ଆସନ୍ତା ଜୁଲାଇ ୩୧। ଆୟକର ରିଟର୍ଣ୍ଣ ଫାଇଲ ତାରିଖ ପାଖେଇ ଆସିବା ସହ ଅନେକଙ୍କର ହାର୍ଟବିଟ୍ ବଢିଯାଇଥାଏ। ତରବରରେ ରିଟର୍ଣ୍ଣ ଫାଇଲ କରିବା ଚକ୍କରରେ ଅନେକ ଭୁଲ ହୁଏ। ଯାହା ଆଗକୁ ଚାଲି ମହଙ୍ଗା ପଡ଼ିପାରେ। ତେଣୁ...
ଅନ୍‌ଲାଇନ୍‌ରେ ଜିଏସ୍‌ଟି ପଞ୍ଜିକରଣ ପାଇଁ କେଉଁ ସବୁ କାଗତପତ୍ର ଆବଶ୍ୟକ, ଆପଣ ଜାଣିବା ନିହାତି ଜରୁରୀ.. ଜିଏସଟି ପଞ୍ଜିକରଣ ପାଇଁ ଆପଣ  Goods and Services Tax Network (GSTN) ତରଫରୁ ଆରମ୍ଭ କରା ଯାଇଥିବା ଜିଏସଟି ପୋର୍ଟାଲର ସାହାଯ୍ୟ ନେଇ ପାରିବେ। ଏଥିପାଇଁ ଆପଣଙ୍କୁ www.gst.gov.in ରେ ଲଗ୍ ଇନ୍ କରିବାକୁ ପଡିବ। ୱେବ୍‌ସାଇଟ୍‌କୁ ଯିବା ପରେ ‘Register Now’ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଯାହାକୁ ଆପଣ ‘Taxpayers’...
ଜିଏସ୍‌ଟି ମାନେ ଗୁଡ୍‌ସ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ। ଉତ୍ପାଦ ଓ ସେବା ପାଇଁ ଅସୁଲ ହେଉଥିବା ଏହି ଟ୍ୟାକ୍ସ ସଂପୂର୍ଣ୍ଣ ଦେଶ ପାଇଁ ଏକ ପ୍ରକାରର। ଅର୍ଥାତ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ। ଆସନ୍ତୁ ଜାଣିବା ଯେଉଁ ଟ୍ୟାକ୍ସ ଆପଣ ଜିଏସଟି ଭାବେ ଦେଉଛନ୍ତି ତାକୁ ସରକାର କେମିତି ଅସୁଲ କରନ୍ତି। ଉଦାହରଣ ଦ୍ୱାରା ବୁଝନ୍ତୁ ଗୋଟିଏ ପ୍ୟାଣ୍ଟ କପଡାକୁ ଉଦାହରଣ ଭାବେ ଧରନ୍ତୁ। ଏହା ଉତ୍ପାଦକ(କମ୍ପାନି)ଠାରୁ ଉପଭୋକ୍ତାଙ୍କ ପାଖରେ ପହଞ୍ଚିଥାଏ।...
ସବୁ ପ୍ରକାର ଲୋନ୍ ହେଉଛି ଏକ ପ୍ରକାର ସେବା, ତେଣୁ ଆପଣଙ୍କୁ ଏହା ଉପରେ ମଧ୍ୟ ଜିଏସ୍‌ଟି ଦେବାକୁ ପଡ଼େ। ପୂର୍ବରୁ ଲୋନ୍ ଉପରେ ସେବା କର ଲାଗୁ ହେଉଥିଲା। ବର୍ତ୍ତମାନ ସେବା କରର ସ୍ଥାନ ନେଇଛି ଜିଏସଟି। ଆଗରୁ ଆପଣଙ୍କୁ ସେବା କର ଭାବେ ୧୫ ପ୍ରତିଶତ ଦେବାକୁ ପଡୁଥିଲା। ଏବେ ଜିଏସଟି ଭାବେ ଦେବାକୁ ପଡୁଛି ୧୮ ପ୍ରତିଶତ।  ଅନେକ ବ୍ୟକ୍ତିଙ୍କ ଧାରଣା ଯେ, ସେବା କର...
ଟ୍ୟାକ୍ସ ସଞ୍ଚୟ ପାଇଁ ଏଫ୍‌ଡି ଭଲ ମାଧ୍ୟମ, ଯେଉଁଥିରେ କେବଳ ଟ୍ୟାକ୍ସ ବଞ୍ଚେନା, ଭଲ ରିଟର୍ଣ୍ଣ ମଧ୍ୟ ମିଳେ.. ଯଦି ଆପଣ ଟ୍ୟାକ୍ସ ବଞ୍ଚାଇବା ସହ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଫିକ୍ସଡ୍ ଡିପୋଜିଟ୍ ଏକ ଭଲ ବିକଳ୍ପ। ଆୟକର ଧାରା ୮୦ ସି’ ଅନ୍ତର୍ଗତରେ 'ଟ୍ୟାକ୍ସ ସେଭିଂ ଏଫ୍‌ଡି' ଟ୍ୟାକ୍ସ ସଞ୍ଚୟର ଏକ ଭଲ ମାଧ୍ୟମ। ଟ୍ୟାକ୍ସ ସଞ୍ଚୟ ଉଦେଶ୍ୟରେ ଅନେକ ବ୍ୟକ୍ତି ଏଥିରେ ନିବେଶ କରିଥାନ୍ତି।...
ଅନେକ ଜାଣିନାହାନ୍ତି ଯେ, ପର୍ସନାଲ ଲୋନ୍ ଉପରେ ଆପଣ ଟ୍ୟାକ୍ସ ବେନିଫିଟ୍ ପାଇ ପାରିବେ.. ପର୍ସନାଲ ଲୋନର ବ୍ୟବହାର ଆଧାର ଉପରେ ମଧ୍ୟ ଆପଣ ଟ୍ୟାକ୍ସ ବେନିଫିଟ୍ ଦାବି କରି ପାରିବେ। ସାଧାରଣତଃ ପର୍ସନାଲ ଲୋନ୍ ନେବା ବେଳେ ଲୋନ୍ ନେଉଥିବା ବ୍ୟକ୍ତିଙ୍କୁ ତା’ର ବ୍ୟବହାର ଲକ୍ଷ୍ୟ କଥା ଜଣାଇବା ବାଧ୍ୟତାମୁଳକ ହୋଇ ନଥାଏ। କିନ୍ତୁ କୌଣସି ବିଶେଷ ଲକ୍ଷ୍ୟ ପାଇଁ ଯଦି ଆପଣ ପର୍ସନାଲ ଲୋନ୍ ବ୍ୟବହାର କରୁଛନ୍ତି...
ଯଦି ଆର୍ଥିକ ସ୍ଥିତି ଠିକ୍ ନାହିଁ ତେବେ ନିବେଶ ଓ ଲୋନ୍ ରିପେମେଣ୍ଟ୍ ଭିତରୁ ଗୋଟିଏ ବିକଳ୍ପ ବାଛନ୍ତୁ। ବର୍ଷ ଶେଷରେ ବୋନସ, ଆୟକର ରିଫଣ୍ଡ୍ କିମ୍ବା ଅନ୍ୟ କୌଣସି ସ୍ରୋତରୁ ଯଦି ଆପଣଙ୍କୁ ମୋଟା ରକମ ମିଳେ ତେବେ ଆପଣ କଣ କରିବେ? ହାତ ଖୋଲା ଖର୍ଚ୍ଚ ନା ନିବେଶ କିମ୍ବା ପୁରୁଣ କରଜ ଶୁଝିବେ? ଏହି ପ୍ରଶ୍ନ ଅନେକ ସମୟରେ ଆମ ସମ୍ମୁଖରେ ଉଭା ହୋଇଥାଏ। ତେବେ...
ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ।...
୬ ମାସର ମହଲତ ଶେଷ ହୋଇଛି। କାଲିଠୁ ନିସ୍ତାର ନାହିଁ। ବେପରୁଆ ଗାଡ଼ି ଚାଳନା କରୁଥିବା ଏବଂ ଟ୍ରାଫିକ ଉଲ୍ଲଂଘନ କରୁଥିବା ଗାଡ଼ି ଚାଳକଙ୍କୁ ଧରିବା ପାଇଁ ପୋଲିସ ପ୍ରସ୍ତୁତ ହୋଇ ରହିଛି। ଆସନ୍ତାକାଲିଠୁ ରାଜ୍ୟରେ ଜୋରଦାର ଟ୍ରାଫିକ ଧରପଗଡ଼ କରିବାକୁ ପରିବହନ କମିସନର ସବୁ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। ୧୦ଟି ଦିଗ ପ୍ରତି ଧ୍ୟାନ ଦେବାକୁ କମିସନର ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ମଦ୍ୟପ ଡ୍ରାଇଭର...