ଚାଇନାର ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ହୁଆୱେ ୨୫ ମେ ରେ ଲଞ୍ଚ କରିଛି ନୂଆ ୫ ଜି ସ୍ମାର୍ଟଫୋନ୍ (Huawei Enjoy Z 5G)। ଏହି ହ୍ୟାଣ୍ଡସେଟର ବଜାର ଦର ରହିଛି ୧୬୯୯ ୟୁଆନ୍ (ପ୍ରାୟ ୧୮,୦୦୦ ଟଙ୍କା)। ବର୍ତ୍ତମାନ ପାଇଁ ଏହା କେବଳ ଚାଇନାର ଘରୋଇ ବଜାରରେ ବିକ୍ରି ହେବ। ହୁଆୱେ ଏନ୍ଞ୍ଜଏ ଜେଡ୍ ୫ ଜିରେ କ’ଣ ରହିଛି ସୁବିଧା: ଏହି ସ୍ମାର୍ଟଫୋନ୍ ମିଡନାଇଟ୍ ବ୍ଲାକ୍, ସ୍କାଏ ବ୍ଲୁ...
ମେ ୨୧ରୁ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବୁକିଂ ପ୍ରକ୍ରିୟା। ମେ ୨୫ରୁ ଘରୋଇ ବେସାମରିକ ବିମାନ ଚଳାଚଳ ସେବା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି। ଏନେଇ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ବୁଧବାର ଦିନ ଏକ ଟୁଇଟ୍ ମାଧ୍ୟମରେ ଜଣାଇଛନ୍ତି। ବିମାନ ଚଳାଚଳ ମନ୍ତ୍ରାଳୟ ଦ୍ୱାରା ଯାତ୍ରୀମାନଙ୍କ ଗତିବିଧି ପାଇଁ ଏକ ପୃଥକ ଏସଓପି ମଧ୍ୟ ଜାରି କରାଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ବୁଧବାରଠାରୁ ଟିକେଟ୍...
ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟ୍ରେନ୍ ସେବା। ଜୁନ୍ ୧ରୁ ୨୦୦ଟି ଯାତ୍ରୀବାହି ଟ୍ରେନ୍ ସେବା (ଉଭୟ ଏସି/ନନ୍ ଏସି) ଆରମ୍ଭ ହେବ ବୋଲି ବୁଧବାର ଏକ ଟ୍ୱିଟ୍ ମାଧ୍ୟମରେ ଜଣାଇଛି ଭାରତୀୟ ରେଳ ବିଭାଗ। ୨୧ ମେ ଅର୍ଥାତ୍ ଆଜି ସକାଳ ୧୦ ଟାରୁ ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଯାଇଛି। ଏହି ବୁକିଂ ପ୍ରକ୍ରିୟା କେବଳ IRCTC ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ହିଁ...
ମ୍ୟୁଚୁଆଲ ଫଣ୍ଡ ସମ୍ପର୍କରେ ସମସ୍ତ ସୂଚନା ଜାଣନ୍ତୁ ପଇସା ପ୍ଲସ୍‌ରେ। ମ୍ୟୁଚୁଆଲ ଫଣ୍ଡ୍‌ କ’ଣ, ଜାଣନ୍ତୁ କିପରି କରିବେ ପୁଞ୍ଜି ନିବେଶ? ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ...
ଦିନେ ଲୋକଙ୍କ ପାଖରେ ବ୍ୟାଙ୍କ ଲକର ଥିଲା ବଡ଼ଲୋକୀର ଏକ ପରିଚୟ। ଏବେ କିନ୍ତୁ ଏହା ହୋ‍ଇଛି ଚିନ୍ତାର ଏକ ବଡ଼ କାରଣ। କାହିଁକି ନା ବ୍ୟାଙ୍କବାଲା ଆପଣଙ୍କୁ ଲକର ଯୋଗାଇ ଦେଉଛନ୍ତି ସତ, ହେଲେ ଏଥିରେ ଥିବା ଆପଣଙ୍କ ମୂଲ୍ୟବାନ ଜିନିଷର ସୁରକ୍ଷା ସେମାନଙ୍କ ଦାୟିତ୍ୱ ନୁହେଁ। ଏକଥା ପଇସା ପ୍ଲସ୍ କହୁନାହିଁ; କହିଥିଲେ ଖୋଦ୍‌ ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାବ୍‍। ବ୍ୟାଙ୍କ ଲକରରେ ଥିବା ମୂଲ୍ୟବାନ...
ସେକ୍ସନ ୮୦-ସିରେ ଥିବା ସୁବିଧା ବିଷୟରେ ଜାଣନ୍ତୁ, ୧.୫ ଲକ୍ଷ ଟଙ୍କା ଉପରେ ଟିକସ ରିହାତି ପାଆନ୍ତୁ। ବିଭିନ୍ନ ପ୍ରକାର ନିବେଶ, ଖର୍ଚ୍ଚ, ପେମେଣ୍ଟ ବା ଦେୟ ଏବଂ ଆୟ ଉପରେ ଲାଗୁ ହେଉଥିବା ଟ୍ୟାକ୍ସ (ଟିକସ)ରେ ରିହାତି ପାଇବା ନିମନ୍ତେ ଆଇନରେ ବ୍ୟବସ୍ଥା ରହିଛି। ଫାଇନାନ୍ସ ଆକ୍ଟ-୨୦୦୫ ଅନୁଯାୟୀ ସେକ୍ସନ ୮୦ସି ଆପଣଙ୍କୁ ୧.୫ ଲକ୍ଷ ଟଙ୍କାର କାରବାର ଉପରେ ଟିକସ ଛାଡ଼ ପାଇବାର ଅଧିକାର ପ୍ରଦାନ କରିଥାଏ। ତେବେ ସବୁ...
ସ୍ମଲ କ୍ୟାପ୍ ଫଣ୍ଡ୍‌ର ନିବେଶ ପୂର୍ବରୁ କ’ଣ ସବୁ ଜାଣିବା ଆପଣଙ୍କ ପକ୍ଷରେ ଜରୁରୀ… ସେୟାର ବଜାରରେ ଟ୍ରେଡିଂର ସବୁଠୁ ବଡ ସତ୍ୟ ହେଉଛି, ରିସ୍କ ଅଧିକ ଓ ଅଧିକ ରିଟର୍ଣ୍ଣ ସମ୍ଭାବନା ମଧ୍ୟ ଥାଏ। ବର୍ତ୍ତମାନ ସମୟରେ ବଜାର ରେକର୍ଡ ସ୍ତରରେ ପହଞ୍ଚିଛି। ଏମିତିରେ ଆପଣ ଯଦି ସେୟାର ବଜାରରେ ନିବେଶ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ପକ୍ଷରେ କେଉଁ କ୍ୟାଟେଗୋରିରେ ନିବେଶ କରିବା ଲାଭ ଦାୟକ ହେବ?...
ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣା ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନ୍‌ସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା ଡେବିଟ୍, କ୍ରେଡିଟ୍ କାର୍ଡ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ମାଗଣା ବୀମା ମିଳିବାର ସମ୍ଭାବନା...
ପଇସା ପ୍ଲସ ବ୍ୟୁରୋ ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ ନିଜର ୬ଟି କ୍ରେଡିଟ୍ ସ୍କିମକୁ ବନ୍ଦ କରି ଦେଇଛି। ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଏଭଳି ସ୍କିମରେ ପୁଞ୍ଜି ଫସିବାର ଭୟ ନିବେଶକଙ୍କୁ ଘାରିଛି। ତେବେ ଏହା ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍ କଂପାନିଙ୍କ ସଂଗଠନ ଏମଫି ନିବେଶକଙ୍କୁ ଭୟଭୀତ ନହେବାକୁ  ଆଶ୍ୱାସନ ଦେଇଛି। ଆସନ୍ତୁ ଜାଣିବା କ୍ରେଡିଟ୍ ରିସ୍କ ଫଣ୍ଡ ସହ ସଂପର୍କିତ ସବୁ...
VPF ଆପଣଙ୍କୁ ନିଜ EPFରେ ଅତିରିକ୍ତ ଯୋଗଦାନ କରିବା ସହ ଆକର୍ଷକ ରିଟର୍ଣ୍ଣର ସୁଯୋଗ ଦେଇଥାଏ। ଆସନ୍ତୁ ଜାଣିବା, VPF କେମିତି କାମ କରିଥାଏ ଓ  EPF ଆକାଉଣ୍ଟରେ କେମିତିଆପଣ ସ୍ୱେଚ୍ଛାକୃତ ଯୋଗଦାନ କରିପାରିବେ। କୋଭିଡ୍-୧୯ କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଜୋରଦାର ଝଟ୍‌କା ଲାଗିଛି। ଯେଉଁଥିପାଇଁ ଅନେକ କଂପାନି ନିଜ କର୍ମଚାରୀଙ୍କ ଦରମା କାଟୁଛନ୍ତି କିମ୍ବା ଛଟେଇ କରୁଛନ୍ତି। ଅର୍ଥବ୍ୟବସ୍ଥାରେ ଲାଗି ରହିଥିବା ଏହି ଅଚଳାବସ୍ଥା ପାଇଁ ବେତନଭୋଗୀ କର୍ମଚାରୀଙ୍କ...