ଦିନେ ଲୋକଙ୍କ ପାଖରେ ବ୍ୟାଙ୍କ ଲକର ଥିଲା ବଡ଼ଲୋକୀର ଏକ ପରିଚୟ। ଏବେ କିନ୍ତୁ ଏହା ହୋ‍ଇଛି ଚିନ୍ତାର ଏକ ବଡ଼ କାରଣ। କାହିଁକି ନା ବ୍ୟାଙ୍କବାଲା ଆପଣଙ୍କୁ ଲକର ଯୋଗାଇ ଦେଉଛନ୍ତି ସତ, ହେଲେ ଏଥିରେ ଥିବା ଆପଣଙ୍କ ମୂଲ୍ୟବାନ ଜିନିଷର ସୁରକ୍ଷା ସେମାନଙ୍କ ଦାୟିତ୍ୱ ନୁହେଁ। ଏକଥା ପଇସାପ୍ଲସ୍ କହୁନାହିଁ; କହିଛନ୍ତି ଖୋଦ୍‌ ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାବ୍‍। କିଛି ଦିନ ତଳେ ରାଜ୍ୟସଭାରେ ଏକ...