କେତେକ ଫାଇନାନ୍‌ସିଆଲ ପ୍ରଡକ୍ଟରେ ମାଗଣା ବୀମା ମିଳିଥାଏ, କିଛି ସର୍ତ୍ତ ପୁରଣ କରି ଫାଇଦା ଉଠାନ୍ତୁ.. ବୀମା ଏକ ଜରୁରୀ ଆବଶ୍ୟକତା। ବଜାରରେ ଆବଶ୍ୟକତା ଅନୁସାରେ ଆପଣଙ୍କୁ ଅନେକ ପ୍ରକାରର ବୀମା ମିଳେ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣ ମାଗଣା ବୀମା ସୁବିଧା ଉଠାଇ ପାରିବେ। ଯଦି ଆପଣ କୌଣସି ଫାଇନାନ୍‌ସିଆଲ ପ୍ରଡକ୍ଟସରେ ନିବେଶ କରୁଛନ୍ତି କିମ୍ବା...
ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ହେଉଛି ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନ୍‌ରେ ମିଳୁଥିବା ରାଶିକୁ ଆପଣ ନିଜ ଇଛା ମୂତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ...
ପର୍ସନାଲ ଲୋନ୍ ଏବଂ କ୍ରେଡିଟ୍ କାର୍ଡ ଲୋନ୍। ଆକସ୍ମିକ ଖର୍ଚ୍ଚ ପାଇଁ କାମରେ ଆସୁଥିବା ଏହି ଦୁଇ ଲୋନ ବାବଦରେ ଜାଣନ୍ତୁ ସବୁ ତଥ୍ୟ। ଧରି ନିଅନ୍ତୁ ଆପଣଙ୍କର ହଠାତ୍ ଟଙ୍କାର ଆବଶ୍ୟକ ହେଲା। ଆପଣ ହାତ ଉଧାରି ଆଣିବାକୁ ଚେଷ୍ଟା କରି ବିଫଳ ହେବା ପରେ ବ୍ୟାଙ୍କ ମୁହାଁ ହେଉଛନ୍ତି। ଏବେ ଆପଣଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଉଛି ପର୍ସନାଲ ଲୋନ୍ ଓ ଅନ୍ୟଟି ହେଉଛି...
ଯଦି କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି ତେବେ ୧୦ଟି କଥାକୁ ମନରେ ରଖନ୍ତୁ, ନହେଲେ କରଜ ଜାଲରେ ଛନ୍ଦି ହୋଇଯିବେ.. ଆପଣଙ୍କ କ୍ରେଡିଟ୍ କାର୍ଡ୍ ଆଉଟଷ୍ଟାଣ୍ଡିଂ ଢେର ଅଧିକ? ଉତ୍ତର ଯଦି ହଁ, ତେବେ ତୁରନ୍ତ ସତର୍କ ହୋଇଯାନ୍ତୁ। ପୁରୁଣା କରଜ ନଶୁଝା ହେବା ପର୍ଯ୍ୟନ୍ତ ନୁଆ କିଛି କିଣନ୍ତୁ ନାହିଁ। ୧ରୁ ୩ ମାସ ମଧ୍ୟରେ ପୁରୁଣା ବକେୟା ସବୁ ଶୁଝିବା ପାଇଁ ରଣନୀତି ତିଆରି କରନ୍ତୁ। ସବୁ...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
ଭାରତୀୟ ଅର୍ଥନୀତିର ସଞ୍ଚୟ ଭାଗିଦାରି କମ ହେବାରେ ଲାଗିଛି। ୨୦୧୧-୧୨ରେ ଏହା ଜିଡିପିର ୩୪.୬ ପ୍ରତିଶତ ଥିଲା, ଏବେ ଯାହା ୨୦୧୮-୧୯ରେ ଏହା ୩୦.୧ ପ୍ରତିଶତ ରହିଯାଇଛି। ଅର୍ଥନୀତିରେ ମାନ୍ଦାବସ୍ଥା ଆମ ସଞ୍ଚୟ ଉପରେ ଭାରି ପଡ଼ିଛି। ମାନ୍ଦାବସ୍ଥା ଏତେ ଗମ୍ଭୀର ଯେ, ଏହା ୧୫ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଘରୋଇ ସଞ୍ଚୟରେ ହ୍ରାସ କାରଣରୁ ଦେଶର ମାକ୍ରୋ-ଇକୋନମିର ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ନିବେଶ କମ ହେବା...
ଆମେ ନିଜ ସଞ୍ଚୟ ସୁରକ୍ଷିତ ରଖିବାକୁ ବ୍ୟାଙ୍କ ମୁହଁ ହୋଇଥାଉ। ଆମ ଦେଶର ଲକ୍ଷାଧିକ ଲୋକ ନିଜ ଝାଳବୁହା ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁରକ୍ଷିତ ଅନୁଭବ କରିଥାନ୍ତି। କିନ୍ତୁ ବେଳେ ବେଳେ ପିଏମସି ବ୍ୟାଙ୍କ ଦୁର୍ନିତି ଭଳି ଘଟଣା ଆମ ବିଶ୍ୱାସକୁ ଦୋହଲାଇ ଦେଇଥାଏ। ଲୋକ ବ୍ୟାଙ୍କରେ ଟଙ୍କା ଜମା ତ’ କରୁଛନ୍ତି କିନ୍ତୁ ସେମାନଙ୍କ ମନରେ ଗୋଟିଏ ପ୍ରଶ୍ନ ସବୁବେଳେ ଉଠିଥାଏ, ଯଦି ବ୍ୟାଙ୍କ ବୁଡ଼ିଯାଏ ତେବେ...
ସୁରକ୍ଷା ଓ ସୁଧ ଦୃଷ୍ଟିରୁ ପୋଷ୍ଟାଲ ଟାଇମ୍ ଡିପୋଜିଟ୍ ଭଲ, ମିଳେ ଅଧିକ ରିଟର୍ଣ୍ଣ ଓ ପୂରା ନିବେଶର ସୁରକ୍ଷା ଗ୍ୟାରେଣ୍ଟି। ଆୟରୁ ହୋଇଥାଏ ସଂଚୟ। ସଂଚୟ କରିବା ପଛର କାରଣ ହେଉଛି ସୁରକ୍ଷିତ ଆର୍ଥିକ ଭବିଷ୍ୟତ। ସଂଚୟ କରିବା ବେଳେ ଜଣେ ବ୍ୟକ୍ତି ସବୁବେଳେ ଏହା ଦେଖିଥାନ୍ତି ଯେ, ସେ ନିବେଶକୁ କେତେ ରିଟର୍ଣ୍ଣ ପାଇବେ ଓ ତାଙ୍କ ନିବେଶ କେତେ ସୁରକ୍ଷିତ ରହିବ। ଏମିତିରେ ଅନେକଙ୍କ ପାଇଁ...
ଆଗାମୀ ଦିନରେ ଏଟିଏମରୁ ଟଙ୍କା ଉଠାଣ ଚାର୍ଜ ବଢ଼ିପାରେ। ଏଟିଏମରୁ ଟଙ୍କା ଉଠାଣ ଚାର୍ଜ  ବୃଦ୍ଧି ପାଇଁ ଏଟିଏମ୍‌ ଅପରେଟର ସଂଘ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଏକ ଚିଠି ଲେଖାଯାଇଛି। ଚିଠିରେ ଇଣ୍ଟରଚେଞ୍ଜ ଫି ବଢ଼ାଇବା ପାଇଁ କୁହାଯାଇଛି। ରିଜର୍ଭ ବ୍ୟାଙ୍କ ଯଦି ସଂଘର ଏହି ପ୍ରସ୍ତାବକୁ ଗ୍ରହଣ କରେ ତେବେ ଏଟିଏମ୍‌ରୁ ଟଙ୍କା ଉଠାଣ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ଲୋକେ। ବର୍ତ୍ତମାନ ଏଟିଏମ୍‌ରୁ ଟଙ୍କା ଉଠାଣ...
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସରକାର ମହଙ୍ଗା ଭତ୍ତା ୫ ପ୍ରତିଶତ ବଢ଼ାଇଛନ୍ତି। ଜାନୁଆରି ୧ ତାରିଖରୁ ପିଛିଲା ଭାବେ ଏହା ଲାଗୁ କରାଯାଇଛି। ଏବେ ସରକାରୀ କର୍ମଚାରୀମାନେ ନିଜ ମୂଳ ଦରମା ସହିତ ୫ ପ୍ରତିଶତ ଅଧିକ ଦରମା ପାଇବେ। ଗୁରୁବାର ସପ୍ତମ ବେତନ କମିସନର ବକେୟା ଅର୍ଥର ୧୦ ପ୍ରତିଶତ କର୍ମଚାରୀଙ୍କୁ ଦେବା ପାଇଁ ସରକାର ଘୋଷଣା କରିଥିଲେ। ଏହାର ୨୪ ଘଣ୍ଟା...