ଘୋର ଆର୍ଥିକ ସଙ୍କଟରେ ୟେସ୍ ବ୍ୟାଙ୍କ୍। ଜାଣନ୍ତୁ, କାହିଁକି ହେଲା ଦେବାଳିଆ ହେଲା ବ୍ୟାଙ୍କ? ମୁଣ୍ଡରେ ହାତଦେଇ ବସିଛନ୍ତି ୟେସ୍ ଆକାଉଣ୍ଟଧାରୀ। ସେମାନଙ୍କର କଷ୍ଟ ଅର୍ଜିତ ଧନ ତାଙ୍କୁ ମିଳିବ ନାଁ ପାଣିରେ ପଡ଼ିବ ତାକୁ ନେଇ ଏବେ ସେମାନେ ଆଶା ଆଶଙ୍କା ଭିତରେ। ରିଜର୍ଭ ବ୍ୟାଙ୍କ ଘରୋଇ ୟେସ୍ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିବା ପରେ ମାସକୁ ୫୦ ହଜାର ଟଙ୍କା ଯାଏଁ ଉଠାଇପାରିବେ ବୋଲି କଟକଣା ଯାଇକରିଛି।...
କୋର୍ଟରେ ହାଜର ହେଲେ ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁର। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ମୁମ୍ଵାଇର ଏକ କୋର୍ଟରେ ହାଜର କରିଛି। ଟଙ୍କା ହେରଫେର ମାମଲାରେ ରବିବାର ରାଣା କପୁରଙ୍କୁ ଇଡି ଗିରଫ କରିଥିଲା। ଅଧିକ ତଥ୍ୟ ପାଇଁ ଇଡି ତାଙ୍କୁ ରିମାଣ୍ଡରେ ନେଇପାରେ। ଶୁକ୍ରବାର ୟେସ ବ୍ୟାଙ୍କକୁ ଦେବାଳିଆ ଘୋଷଣା କରିଥିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ଏହାପରେ ଟଙ୍କା ବୁଡ଼ିଯିବା ଆଶଙ୍କାରେ ୟେସ...
ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ...
ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଭାରତୀୟ ଘରୋଇ ବ୍ୟାଙ୍କ 'YES Bank'। ଗୁରୁବାର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ୟେସ୍‌ ବ୍ୟାଙ୍କ ବୋର୍ଡକୁ ନିଜ ଅଧୀନରେ ରଖିଛି। ଏଥିସହିତ ବ୍ୟାଙ୍କ ଟଙ୍କା ଉଠାଇବା ଉପରେ ମଧ୍ୟ କଟକଣା ଜାରି କରିଛି। ଆଗାମୀ ୩୦ ଦିନ ଯାଏଁ ୟେସ୍‌ ବ୍ୟାଙ୍କ ଗ୍ରାହକ ୫୦ ହଜାରରୁ ଅଧିକ ଟଙ୍କା ଉଠାଇପାରିବେନି। ଅନ୍ୟପକ୍ଷରେ ଗ୍ରାହକଙ୍କ କୌଣସି ଟଙ୍କା ବୁଡ଼ିବ ନାହିଁ...
ଦେଶର ସର୍ବ ବୃହତ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ 'ପେଟିଏମ୍'ର ମୂଳ କମ୍ପାନି ୱାନ୍ 97 କମ୍ୟୁନିକେସନ୍ ଲିମିଟେଡ୍‌କୁ ବୀମା ଉତ୍ପାଦ ବିକ୍ରୟ ପାଇଁ ଲାଇସେନ୍ସ ମିଳିଛି। ଏଣିକି ଗ୍ରାହକମାନେ ମୋବାଇଲରେ ବୀମା ଉତ୍ପାଦ କିଣିବାର ସୁଯୋଗ ପାଇବେ। ଏନେଇ କମ୍ପାନି କୁହିଛି ଯେ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDA) ପକ୍ଷରୁ ପେଟିଏମ୍ ଇନସୁରାନ୍ସ ବ୍ରୋକିଂ ପ୍ରାଇଭେଟ ଲିମିଟେଡ୍ (PIBPL)କୁ ଜୀବନ ଏବଂ ଅଣ-ଜୀବନ ବୀମା ବିକ୍ରୟ ପାଇଁ...
ଟ୍ୟାକ୍ସ ସଞ୍ଚୟ ପାଇଁ ଏଫ୍‌ଡି ଭଲ ମାଧ୍ୟମ, ଯେଉଁଥିରେ କେବଳ ଟ୍ୟାକ୍ସ ବଞ୍ଚେନା, ଭଲ ରିଟର୍ଣ୍ଣ ମଧ୍ୟ ମିଳେ.. ଯଦି ଆପଣ ଟ୍ୟାକ୍ସ ବଞ୍ଚାଇବା ସହ ଭଲ ରିଟର୍ଣ୍ଣ ପାଇବାକୁ ଚାହୁଁଛନ୍ତି ତେବେ ଫିକ୍ସଡ୍ ଡିପୋଜିଟ୍ ଏକ ଭଲ ବିକଳ୍ପ। ଆୟକର ଧାରା ୮୦ ସି’ ଅନ୍ତର୍ଗତରେ 'ଟ୍ୟାକ୍ସ ସେଭିଂ ଏଫ୍‌ଡି' ଟ୍ୟାକ୍ସ ସଞ୍ଚୟର ଏକ ଭଲ ମାଧ୍ୟମ। ଟ୍ୟାକ୍ସ ସଞ୍ଚୟ ଉଦେଶ୍ୟରେ ଅନେକ ବ୍ୟକ୍ତି ଏଥିରେ ନିବେଶ କରିଥାନ୍ତି।...
ଅନେକ ଜାଣିନାହାନ୍ତି ଯେ, ପର୍ସନାଲ ଲୋନ୍ ଉପରେ ଆପଣ ଟ୍ୟାକ୍ସ ବେନିଫିଟ୍ ପାଇ ପାରିବେ.. ପର୍ସନାଲ ଲୋନର ବ୍ୟବହାର ଆଧାର ଉପରେ ମଧ୍ୟ ଆପଣ ଟ୍ୟାକ୍ସ ବେନିଫିଟ୍ ଦାବି କରି ପାରିବେ। ସାଧାରଣତଃ ପର୍ସନାଲ ଲୋନ୍ ନେବା ବେଳେ ଲୋନ୍ ନେଉଥିବା ବ୍ୟକ୍ତିଙ୍କୁ ତା’ର ବ୍ୟବହାର ଲକ୍ଷ୍ୟ କଥା ଜଣାଇବା ବାଧ୍ୟତାମୁଳକ ହୋଇ ନଥାଏ। କିନ୍ତୁ କୌଣସି ବିଶେଷ ଲକ୍ଷ୍ୟ ପାଇଁ ଯଦି ଆପଣ ପର୍ସନାଲ ଲୋନ୍ ବ୍ୟବହାର କରୁଛନ୍ତି...
ବଜେଟ୍‌-୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନୂଆ ଟ୍ୟାକ୍ସ ବ୍ୟବସ୍ଥା ଘୋଷଣା କରିଥିଲେ। ୨୦୨୦-୨୧ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ। ନୂଆ ଆର୍ଥିକ ବର୍ଷଠାରୁ ଟିକସଦାତାମାନେ ନୂଆ ଏବଂ ପୁରୁଣା ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛିବା ପାଇଁ ହେବ। କେଉଁଟି ନେବାକୁ ହେବ, ତାହା ଆପଣଙ୍କୁ ବିଚାର କରିବାକୁ ପଡ଼ିବ। ପୁରୁଣା ଟିକସ ବ୍ୟବସ୍ଥାରେ ପୂର୍ବ ଭଳି ସମସ୍ତ ରିହାତିର ଲାଭ ଉଠାଇପାରିବେ କିନ୍ତୁ ଟିକସ ହାର ଅଧିକ ରହିବ।...
ଆସନ୍ତାକାଲିଠାରୁ ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି। ମାର୍ଚ୍ଚ ୧ରୁ ସାରା ଦେଶରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ଆପଣଙ୍କ ପକେଟ୍‌ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ନିୟମଗୁଡ଼ିକ ଆପଣଙ୍କ ଯାନବାହନଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଣ୍ଟ ସହିତ ଜଡ଼ିତ। ତେବେ ଆସନ୍ତୁ ଜାଣିବା, ଆସନ୍ତାକାଲିଠୁ ଦେଶରେ କେଉଁ ନିୟମରେ ପରିବର୍ତ୍ତନ ହେବ ଏବଂ ଏହା ଆପଣଙ୍କ ଉପରେ କି ପ୍ରଭାବ ପକାଇବ। SBI ଗ୍ରାହକଙ୍କ...
ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ, କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ’ଣ କରିବେ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...