ୟେସ୍‌ ବ୍ୟାଙ୍କର ୫% ସେୟାର ହୋଲ୍ଡର ହେବ ଆଇସିଆଇସିଆଇ ବ୍ୟାଙ୍କ! ୟେସ୍‌ ବ୍ୟାଙ୍କକୁ ମିଳିଲା ଆଉ ଏକ ସାହାରା। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୟେସ୍‌ ବ୍ୟାଙ୍କରେ ୭୨୫୦ କୋଟି ଟଙ୍କା ନିବେଶ କରିବାକୁ ରାଜି ହୋଇଥିବା ବେଳେ ଏବେ ଆଇସିଆଇସିଆଇ ବ୍ୟାଙ୍କ ଆଗକୁ ଆସିଛି। ଶୁକ୍ରବାର ଆଇସିଆଇସିଆଇ ବ୍ୟାଙ୍କ ବୋର୍ଡ ୟେସ୍‌ ବ୍ୟାଙ୍କରେ ୧ ହଜାର କୋଟି ଟଙ୍କା ନିବେଶ କରିବାକୁ ମଞ୍ଜୁରି ଦେଇଛି। ଷ୍ଟକ୍‌ ମାର୍କେଟ୍‌ ମିଳିଥିବା ସୂଚନା ଅନୁଯାୟୀ,...
ୟେସ୍ ବ୍ୟାଙ୍କ ଗ୍ରାହକ ମାସକୁ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁ। କୁପ୍ରବନ୍ଧନ ଓ ନଗଦ ଟଙ୍କା  ସମସ୍ୟା କାରଣରୁ ୟେସ୍ ବ୍ୟାଙ୍କର ଦୈନନ୍ଦିନ କାମକୁ ରିଜର୍ଭ ବ୍ୟାଙ୍କ ନିଜ ହାତକୁ ନେଇଛି। ଏହା ସହିତ ମାସକୁ ଗ୍ରାହକ ୫୦ ହଜାର ଟଙ୍କାରୁ ଅଧିକ ଉଠାଇ ପାରିବେ ନାହିଁକି ଦେଇ ପାରିବେ ନାହିଁ। ୩୦ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବୋର୍ଡକୁ ମଧ୍ୟ ଭଙ୍ଗ କରାଯାଇଛି। ଯଦି ୟେସ...
ପର୍ସନାଲ ଲୋନ୍ ବା ବ୍ୟକ୍ତିଗତ ଋଣ ହେଉଛି ଏକ ଅସୁରକ୍ଷିତ ଲୋନ୍। ମେଡିକାଲ ଖର୍ଚ୍ଚ, କୌଣସି ଦାମୀ ସାମଗ୍ରୀ କ୍ରୟ କିମ୍ବା ଭ୍ରମଣ ପାଇଁ ଆପଣ ଏହି ଲୋନ୍ ନେଇ ପାରିବେ। କିଛି ବ୍ୟକ୍ତି ପୁରୁଣା ଲୋନ୍ ଶୁଝିବା ପାଇଁ ମଧ୍ୟ ପର୍ସନାଲ ଲୋନ୍ ନେଇଥାନ୍ତି। ଏହି ଲୋନ୍‌ରେ ମିଳୁଥିବା ରାଶିକୁ ଆପଣ ନିଜ ଇଛା ମୂତାବକ ଖର୍ଚ୍ଚ କରିପାରିବେ। ତେଣୁ ଅନେକ ବ୍ୟକ୍ତି ଏହି ଲୋନକୁ ପସନ୍ଦ...
ଓଡ଼ିଶା ପାଇଁ ଚିଟ୍ ଫଣ୍ଡ୍ କମ୍ପାନି କିଛି ନୂଆ ନୁହେଁ, ତେବେ ପ୍ରକୃତରେ ଚିଟ୍ ଫଣ୍ଡରେ ନିବେଶ କେତେ ସୁରକ୍ଷିତ? ନିକଟ ଅତିତରେ ଚିଟ୍ ଫଣ୍ଡ ସହ ଜଡିତ ଅନେକ ସ୍କାମ୍ ସାମନାକୁ ଆସିଛି। ଏହି କାରଣରୁ ଚିଟ୍ ଫଣ୍ଡ୍ ଏବେ ପୋଞ୍ଜି ସ୍କାମ ଭାବେ ପରିଚିତ। ତେବେ ସେଭିଂ ଓ କ୍ରେଡିଟ୍ ସହ ଜଡିତ ଏହି ପ୍ରଡକ୍ଟକୁ କ'ଣ ସଞ୍ଚୟ ପାଇଁ ବଛା ଯାଇପାରିବ କି? ଏଭଳି କରିବା...
କମ ବୟସରୁ ନିବେଶ କରିବା ଆପଣଙ୍କ ଭବିଷ୍ୟତ ସୁଧାରି ପାରିବ। ପ୍ରଥମ ଚାକିରି ଓ ପ୍ରଥମ ଦରମା। ସବୁବେଳେ ମନେ ରୁହେ। ଆଉ ଏହା ସହ ମନେ ରହେ, ପ୍ରଥମ ଦରମା ସହ ଆମେ ଆରମ୍ଭ କରିଥିବା ଭୁଲ। ପ୍ରଥମ ଦରମା ମିଳିବା ସହ ଆମେ ନିଜ ପସନ୍ଦର ଗ୍ୟାଡେଟ୍ କିମ୍ବା ଅନ୍ୟ ଖର୍ଚ୍ଚ କରିଥାଉ। ଆମ ଭିତରୁ ହୁଏତ ଖୁବ କମ ନିବେଶ କଥା ପ୍ରଥମ ଦରମା ବେଳେ...
ନୀଳାମ୍ବର ରଥ ମନେରଖନ୍ତୁ, ବଡ଼ ବଡ଼ ଶିକ୍ଷାଗତ ଯୋଗ୍ୟତା, ଲମ୍ବା ଅଭିଜ୍ଞତା ବା ଉଚ୍ଚ ପଦପଦବୀ ସବୁବେଳେ ଆପଣଙ୍କୁ ସଫଳତା ଆଣିଦେବ ନାହିଁ। ଆପଣ ଯଦି ଭଲ ରୂପେ ‘କମ୍ୟୁନିକେଟ୍’, 'କୋଲାବରେଟ୍' ଏବଂ 'କନସେଣ୍ଟ୍ରେଟ୍' କରି ଶିଖିନାହାନ୍ତି ବା ଏହି ୩-ସି ମନ୍ତ୍ରକୁ ଅଭ୍ୟାସରେ ପକାଇନାହାନ୍ତି। ଅଲଗା ଅଲଗା ଜାଗାରେ ରହି, ଅଲଗା ଅଲଗା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟରେ କାମ କଲା ବେଳେ ତାଳମେଳ ଠିକ୍ ନ ରହିବା ସ୍ଵାଭାବିକ କଥା। ଏମିତି ସାଧାରଣ ଭାବେ ଭାବିଲେ, ଏହା ଅଡୁଆ ଲାଗି ନ ପାରେ। କିନ୍ତୁ ଯେତେବେଳେ ଆମେ କୌଣସି ଜରୁରୀକାଳୀନ ବା ଅତି ଗୁରୁତ୍ଵପୂର୍ଣ୍ଣ ପ୍ରୋଜେକ୍ଟ ସହ ଯୋଡ଼ି ହୋଇଥାଉ, ସେତେବେଳେ ସମନ୍ଵୟଜନିତ ସାମାନ୍ୟ...
ବ୍ୟାଙ୍କ ଲକରରେ ରଖାଯାଇଥିବା ଦାମୀ ସାମଗ୍ରୀ ସୁରକ୍ଷିତ ବୋଲି ଆପଣ ଯଦି ଭାବୁଛନ୍ତି ତେବେ ଭୁଲ, କାରଣ ଲକରରେ ରଖାଯାଇଥିବା ସାମଗ୍ରୀର ସୁରକ୍ଷା ଗ୍ୟାରେଣ୍ଟି ବ୍ୟାଙ୍କ ଦେଇନଥାଏ। ତେବେ କ’ଣ କରିବେ? ବ୍ୟାଙ୍କ୍ ଲକରରେ ଥିବା ସାମାନର ସୁରକ୍ଷା ଗ୍ୟାରେଣ୍ଟି ଦେଇନଥାଏ ଆପଣଙ୍କ ବ୍ୟାଙ୍କ ଲକର ୧୦୦ ପ୍ରତିଶତ ସୁରକ୍ଷିତ ନୁହେଁ କିଛି ଉପାୟ ଲକରକୁ ସୁରକ୍ଷିତ କରିପାରେ ଲକରରେ ରଖିଥିବା ସାମଗ୍ରୀର ବୀମା ଦିଏ ସୁରକ୍ଷା ଅଧିକାଂଶ ବ୍ୟକ୍ତି...
ସାଧାରଣତଃ କ୍ରେଡିଟ୍ କାର୍ଡ ହେଉଛି ଏକ ପ୍ରକାର ପେମେଣ୍ଟ କାର୍ଡ, ଯାହାର ବ୍ୟବହାର କରି ଆପଣ ବିଭିନ୍ନ ସାମଗ୍ରୀ ଓ ସେବା ପାଇପାରିବୋ ଅର୍ଥାତ ବିଭିନ୍ନ ପ୍ରକାର ଜିନିଷ କିଣିବା, ରେଷ୍ଟୁରାଣ୍ଟରେ ଖାଇବା, ଅନଲାଇନ୍ ସପିଂ କରିବା, ପେଟ୍ରୋଲ ପମ୍ପରୁ ତେଲ ପକାଇବାଠାରୁ ଆରମ୍ଭ କରି ବଡ଼ ଧରଣର ଖର୍ଚ୍ଚ ନିମନ୍ତେ ମଧ୍ୟ ଆପଣ ଟଙ୍କା ନ ଥିଲେ ବି କ୍ରେଡିଟ୍ କାର୍ଡ ବ୍ୟବହାର କରିପାରିବୋ ତେଣୁ ଯଦି...
ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...
ମ୍ୟୁଚୁଆଲ ଫଣ୍ଡ କ’ଣ,ଏଥିରେ ପୁଞ୍ଜି ନିବେଶ କେମିତି କରାଯାଏ? ପଢ଼ନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ। ଅଧିକ ରୋଜଗାର କରିବା ଓ ନିଜ ପାଖରେ ଥିବା ଅର୍ଥକୁ ବଢାଇବା ପାଇଁ କିଏ ନ ଚାହେଁ। ଏଥିପାଇଁ କିଏ ବ୍ୟାଙ୍କରେ ଟଙ୍କା ଜମା ରଖି ସୁଧ ପାଇଥାନ୍ତି ତ ଆଉ କିଏ ଫିକ୍ସ ଡିପୋଜିଟ୍‌ କରନ୍ତି। ସେହିପରି କେହି କେହି ସୁନାରେ ନିବେଶ କରନ୍ତି ତ ଆଉ କେହି ସେୟାର ବଜାରରେ ଟଙ୍କା ନିବେଶ...