ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅପଡେଟ୍
ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫ ମାର୍ଚ୍ଚ ୨୦୨୦, ୫.୦୦ ସନ୍ଧ୍ୟା (ଆଇ ଏସ୍ ଟି)
ଜାଣନ୍ତୁ କାହାର ଲାଭ, କାହାର କ୍ଷତି
ସେନସେକ୍ସ ହାର – ୩୮,୪୭୦.୬୧ ୬୧.୧୩ ବୃଦ୍ଧି (ବି.ଏସ୍.ଇ)
ଅଧିକ ଲ।ଭ କରିଥିବା କମ୍ପାନି (ବି.ଏସ୍.ଇ) | ଅଧିକ କ୍ଷତି ସହିଥିବା କମ୍ପାନି (ବି.ଏସ୍.ଇ) |
କୋଟକ ମହିନ୍ଦ୍ରା: ୨.୭୪ % ବୃଦ୍ଧି | ରିଲାୟାନସ: ୨.୦୬ % ହ୍ରାସ |
ଏଚ.ସି.ଏଲ୍ ଟେକ୍: ୨.୧୭ % ବୃଦ୍ଧି | ଟେକ୍ ମହିନ୍ଦ୍ରା: ୧.୭୦ % ହ୍ରାସ |
ଟି.ସି.ଏସ୍: ୨.୦୫ % ବୃଦ୍ଧି | ଆଇସିଆଇସିଆଇ ବ୍ୟାଙ୍କ୍: ୦.୭୪ % ହ୍ରାସ |
ନିଫ୍ଟି ହାର ୧୧,୨୬୯.୦୦ ୧୮.୦୦ (ଏନ୍.ଏସ୍.ଇ) ବୃଦ୍ଧି
ଅଧିକ ଲାଭ କରିଥିବା କମ୍ପାନି (ଏନ୍.ଏସ୍.ଇ) | ଅଧିକ କ୍ଷତି ସହିଥିବା କମ୍ପାନି (ଏନ୍.ଏସ୍.ଇ) |
ୟେସ୍ ବ୍ୟାଙ୍କ୍: ୨୫.୬୦ % ବୃଦ୍ଧି | ଜି ଏଣ୍ଟରଟେନମେଣ୍ଟ: ୫.୪୦% ହ୍ରାସ |
ଆଇଚର ମୋଟର୍ସ: ୩.୦୨ % ବୃଦ୍ଧି | ହିଣ୍ଡାଲକୋ: ୩.୧୮% ହ୍ରାସ |
କୋଟକ ମହିନ୍ଦ୍ରା: ୨.୭୦ % ବୃଦ୍ଧି | ଭାରତି ଇନଫ୍ରାଟେଲ୍: ୨.୮୭ % ହ୍ରାସ |