ଆପଣଙ୍କ ପ୍ଲାନିଂ ଅନୁସାରେ ନିଅନ୍ତୁ ବୀମା..

ବୀମା ଆମର ଆବଶ୍ୟକତା। କିନ୍ତୁ ଅନ୍ଧ ଭାବେ ବୀମା କରିବା ଅପେକ୍ଷା ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, ଆମେ କଣ ପାଇଁ ବୀମା ନେଉଛେ । ଏହା ଜାଣିବା ପରେ ଆମେ ନିଜ ପାଇଁ ସଠିକ ବୀମା ଚୟନ କରିପାରିବା। ଜୀବନ ବୀମାର ଅନେକ ପ୍ରକାର ବାବଦରେ ତ’ ଅମେ ଜାଣି ସାରିଲେଣି। ଏଥର ଗୋଟିଏ ସରଳ ଚାର୍ଟରୁ ଆସନ୍ତୁ ଜାଣିବା କେଉଁ ପ୍ଲାନ୍ କଣ ସୁବିଧା ଦେଇଥାଏ…

ଟର୍ମ ବୀମା  ସଂପୂର୍ଣ୍ଣ ଜୀବନ ବୀମା ଏଣ୍ଡାୱମେଣ୍ଟ୍ ପ୍ଲାନ୍  ୟୁଲିପ୍ ମନିବ୍ୟାକ୍ ରିଟାୟରମେଣ୍ଟପ୍ଲାନ୍ 
ଅବଧି ୦୫-୩୦ ବର୍ଷ ୪୦ ବର୍ଷ ୧୦-୩୫ ବର୍ଷ ୧୦-୨୦ ବର୍ଷ ୦୫-୨୫ ବର୍ଷ କୌଣସି ନିର୍ଦ୍ଧିଷ୍ଟ ସମୟ ନାହିଁ
ପରିପକ୍ୱତା  ପରିପକ୍ୱତା ଲାଭ ମିଳେ ନାହିଁ ୮୦ରୁ ୧୦୦ ବର୍ଷ ଭିତରେ ପଲିସି ସରିବା ପରେ ପଲିସି ସରିବା ପରେ ପଲିସି ସରିବା ପରେ ମ୍ୟାଚୁରିଟି ବେନିଫିଟ୍ ମିଳେନାହିଁ କିନ୍ତୁ ନିର୍ଦ୍ଦିଷ୍ଟ ବୟସ ପରେ ପେନସନ୍
ମୃତ୍ୟୁଜନିତ ଲାଭ ପଲିସି ଜାରିଥିଲେ ନୋମିନିଙ୍କୁ ମିଳେ ପଲିସି ଜାରିଥିଲେ ନୋମିନିଙ୍କୁ ମିଳେ ମୃତ୍ୟୁ ଲାଭ ସହିତ ବୋନସ ପଲିସି ଜାରିଥିଲେ ନୋମିନିଙ୍କୁ ମିଳେ ମୃତ୍ୟୁକାଳୀନ ଲାଭ ମିଳେ ଓ ଅନ୍ୟ ପେ’ ଭାଉଚରୁ କଟାଯାଏନା କିଛି କମ୍ପାନି ଦିଅନ୍ତି, କିଛି ଦିଅନ୍ତି ନାହିଁ
ପ୍ରିମିୟମ ସବୁଠୁ ଶସ୍ତା ପ୍ଲାନ୍ ପ୍ରିମିୟମ ଅଧିକ ଅଧିକ ପ୍ରିମିୟମ ନିବେଶ ପାଇଁ ଅଧିକ ପ୍ରିମିୟମ ଦେବାକୁ ପଡେ ଚଳନୀୟ ପ୍ରିମିୟମ ଆପଣଙ୍କ ପେନସନ୍ ହିସାବରେ ପ୍ରିମିୟମ
ଲାଭ  କମ ପ୍ରିମିୟମରେ ଅଧିକ କଭରେଜ୍ ମ୍ୟାଚୁରିଟି ଲାଭ ଓ ମୃତ୍ୟଜନିତ ଲାଭ ବ୍ୟତିତ ଅନେକ ବୋନସ ନିବେଶ ଲାଭ ଯାହା ବୋନସ ଭାବେ ମିଳେ ଏହି ପଲିସିରେ ଟ୍ୟାକ୍ସ ଛାଡ଼ ଦାବି କରିପାରିବେ ପଲିସି ଚାଲୁଥିବା ବେଳେ ଆପଣଙ୍କୁ ମୃତ୍ୟୁ ଜନିତ ଦାବି ଓ ମ୍ୟାଚୁରିଟି ବେନିଫିଟ୍ ବ୍ୟତିତ ମଧ୍ୟ ଅତିରିକ୍ତ ଲାଭ ମିଳେ ଅବସର ପରେ ନିୟମିତ ଆୟ ସ୍ରୋତ
କାହା ପାଇଁ ଏହି ପଲିସି ଭଲ?  କମ ପ୍ରିମିୟମରେ ପରିବାରର ଆର୍ଥିକ ଭବିଷ୍ୟତ ସୁରକ୍ଷିତ ରଖିବାକୁ ଚାହୁଁଥିଲେ ଏହି ପ୍ଲାନ ଦ୍ୱାରା ଆପଣ ନିଜ ପରିବାର ସହ ନିଜର ଭବିଷ୍ୟତ ସୁରକ୍ଷିତ କରନ୍ତି ଅଧିକ ପ୍ରିମିୟମ ଦେଇ ନିବେଶ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ମିଡିୟମ ଟର୍ମ
ନିବେଶକାରୀଙ୍କ ପାଇଁ ଟ୍ୟାକ୍ସ ବଂଚାଇବାକୁ ଚାହୁଁଥିଲେ
ନିୟମିତ ନିବେଶ ସହ ଲାଇଫ୍ କଭର ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଏହି ପ୍ଲାନ୍ ଅବସର ପରେ ନିୟମିତ ଆୟ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ