ପଇସା ପ୍ଲସ୍ ଷ୍ଟକ୍ ମାର୍କେଟ୍ ଅଡେଟ୍

ଷ୍ଟକ୍ ମାର୍କେଟ୍ ଅପଡେଟ୍ ୫ ମାର୍ଚ୍ଚ ୨୦୨୦, ୫.୦୦ ସନ୍ଧ୍ୟା (ଆଇ ଏସ୍ ଟି)

ଜାଣନ୍ତୁ କାହାର ଲାଭ, କାହାର କ୍ଷତି

ସେନସେକ୍ସ ହାର – ୩୮,୪୭୦.୬୧  ୬୧.୧୩ ବୃଦ୍ଧି (ବି.ଏସ୍.ଇ)

ଅଧିକ ଲ।ଭ କରିଥିବାମ୍ପାନି (ବି.ଏସ୍.ଇ) ଅଧିକ କ୍ଷତି ସହିଥିବାମ୍ପାନି (ବି.ଏସ୍.ଇ)
କୋଟକ ମହିନ୍ଦ୍ରା: ୨.୭୪ % ବୃଦ୍ଧି ରିଲାୟାନସ: ୨.୦୬ % ହ୍ରାସ
ଏଚ.ସି.ଏଲ୍ ଟେକ୍: ୨.୧୭ % ବୃଦ୍ଧି ଟେକ୍ ମହିନ୍ଦ୍ରା: ୧.୭୦ % ହ୍ରାସ
ଟି.ସି.ଏସ୍: ୨.୦୫ % ବୃଦ୍ଧି ଆଇସିଆଇସିଆଇ ବ୍ୟାଙ୍କ୍: ୦.୭୪ % ହ୍ରାସ

ନିଫ୍ଟି ହାର ୧୧,୨୬୯.୦୦     ୧୮.୦୦ (ଏନ୍.ଏସ୍.ଇ) ବୃଦ୍ଧି

ଅଧିକ ଲାଭ କରିଥିବାମ୍ପାନି (ଏନ୍.ଏସ୍.ଇ) ଅଧିକ କ୍ଷତି ସହିଥିବାମ୍ପାନି (ଏନ୍.ଏସ୍.ଇ)
ୟେସ୍ ବ୍ୟାଙ୍କ୍: ୨୫.୬୦ % ବୃଦ୍ଧି ଜି ଏଣ୍ଟରଟେନମେଣ୍ଟ: ୫.୪୦% ହ୍ରାସ
ଆଇଚର ମୋଟର୍ସ: ୩.୦୨ % ବୃଦ୍ଧି ହିଣ୍ଡାଲକୋ: ୩.୧୮% ହ୍ରାସ
କୋଟକ ମହିନ୍ଦ୍ରା: ୨.୭୦ % ବୃଦ୍ଧି ଭାରତି ଇନଫ୍ରାଟେଲ୍: ୨.୮୭ % ହ୍ରାସ