ଏଣିକି SBIରେ ଶସ୍ତା ହେବ ଗୃହୠଣ। ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଆଉଥରେ ପୁଣି ୠଣ ସୁଧହାର ହ୍ରାସ କରିଛି। ୧୦ ବେସିସ୍‌ ପଏଣ୍ଟ ହ୍ରାସ କରିଛି ଏସ୍‌ବିଆଇ। ଏହି ନୂଆ ସୁଧହାର ଚଳିତମାସ ସେପ୍ଟେମ୍ବର ୧୦ରୁ ଲାଗୁ ହେବ।

ଆର୍ଥିକ ବର୍ଷ ୨୦୧୯-୨୦ରେ ଏହା ହେଉଛି ପଞ୍ଚମ ଥର ପାଇଁ କାଟ।

SBI

ଏହା ସହ ବ୍ୟାଙ୍କ ଫିକ୍ସଡ୍ ଡିପୋଜିଟ୍‌ ଉପରେ ସୁଧହାର କମାଇବାକୁ ନିଷ୍ପତ୍ତି ନେଇଛି।