personal finance

ପିଏମଭିଭିୱାଇରେ ଜମା ରଖି ପାଆନ୍ତୁ ୧ ହଜାରରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପିଏମଭିଭିୱାଇ କ’ଣ? ସାଧାରଣତଃ ବରିଷ୍ଠ ନାଗରିକମାନେ ପରିଣତ ବୟସରେ ରୋଜଗାର କରିପାରି ନ ଥାନ୍ତି। ତେଣୁ ନିଜ ଜମାଟଙ୍କା ଉପରେ ମିଳୁଥିବା ମାସିକ ସୁଧ ଦ୍ୱାରା ଚଳିବା ସେମାନଙ୍କ ପାଇଁ ସୁବିଧାଜନକ ହୋଇଥାଏ। ତେବେ ସୁଧହାରରେ ସବୁବେଳେ ହ୍ରାସ ବୃଦ୍ଧି ଲାଗିରହିଥାଏ, ଯାହାକି ଜମାକାରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର...
ଡିସେମ୍ବର ୬ ବନ୍ଦ ହୋଇଯିବ ଜିଓର ପୁରୁଣା ପ୍ଲାନ୍‌। ଏବେ ଆସିଲା ନୂଆ ଅଲ୍‌-ଇନ-ୱାନ ପ୍ଲାନ୍‌। ଜାଣନ୍ତୁ କ’ଣ ରହିଛି ? ରିଲାଏନ୍ସ ଜିଓ ପକ୍ଷରୁ ଏହାର ସମସ୍ତ ରିଚାର୍ଜ ପ୍ଲାନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଘୋଷଣା କରିଥିଲା। ଆସନ୍ତା ଡିସେମ୍ବର ୬ରୁ ରିଲାଏନ୍ସ ଏହାର ପୁରୁଣା ପ୍ଲାନ୍‌ ସବୁ ବନ୍ଦ ବନ୍ଦ ହୋଇଯିବ। ଏହାର ଭିତରେ ବୁଧବାର ଜିଓ ନୂଆ ପ୍ଲାନ୍‌ଗୁଡ଼ିକର ଘୋଷଣା କରିଛି।...